ଏମାନେ ହେଲେ ଭାରତର ସବୁଠୁ ସୁନ୍ଦର IAS ଓ IPS ଅଫିସର, ନମ୍ବର 3 ଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ବନ୍ଧୁଗଣ IAS ହେବା ବହୁତ ଲୋକଙ୍କର ସ୍ଵପ୍ନ ଅଟେ । ସେହି ବ୍ୟକ୍ତି ମାନେ ନିଜର ସ୍ଵୋପ୍ନ ପୂରଣ କରିବା ପାଇଁ ପରିଶ୍ରମ ମଧ୍ୟ କରିଥାନ୍ତି । ବନ୍ଧୁଗଣ ଯେତେବେଳେ କଥା ଆସିଥାଏ ସୁନ୍ଦର IAS ଏବଂ IPS ଅଧିକାରୀ ମାନଙ୍କ ସମ୍ବନ୍ଧରେ ତେବେ,ଏହି ଅଧିକାରୀ ମାନେ ସର୍ବଦା ନଜରକୁ ଆସିଥାନ୍ତି । ଆସନ୍ତୁ ଏବେ ଜାଣିନେବା ସେହି ପ୍ରତିଭାଶାଳି ଅଫିସର ମାନଙ୍କ ସମ୍ବନ୍ଧରେ, ୧- ମେରିନ ଯୋଶେଫ;- ୨୦୧୨ ରେ UPSC ଦ୍ଵାରା ଆୟୋଜିତ ସିଭିଲସେବା ପରୀକ୍ଷା ପାସ କରିସାରିବା ପରେ, ମେରିନ ଯୋଶେଫ ଦିଲ୍ଲୀ ର ଜଣାଶୁଣା ପ୍ରସିଦ୍ଧ କଲେଜ୍ରୁ ବ୍ୟାଚଲର ର ଡିଗ୍ରୀ ନେଲେ ।

ସିଭିଲ ସେବା ପରୀକ୍ଷାରେ ପାସ ହେବା ପରେ ସେ ପୁଲିସ ଚାକିରିରେ ନିୟୋଜିତ ହେଲେ । ସେ ତାଙ୍କ ବ୍ୟାଚ ର ସବୁଠାରୁ ଯୁବା IPS ଅଟନ୍ତି । ବର୍ଷ ୨୦୧୫ରେ ସେ ଅଷ୍ଟ୍ରେଲିଆରେ ଆୟୋଜିତ ୟୁଥ ସମିତିରେ ଭାରତର ପ୍ରତିନିଧିତ୍ଵ କରିଥିଲେ । ୨- ସ୍ମିତା ସଭରବାଲ;-  ମାତ୍ର ୨୩ ବର୍ଷରେ IAS ପରୀକ୍ଷା ପାସ କରିଥିଲେ । ସେ କମର୍ଷ ରେ ଗ୍ରାଜୁଏସନ କରିଛନ୍ତି । ତାଙ୍କୁ ଅଲଇଣ୍ଡିଆ ରାଙ୍କିଙ୍ଗ ରେ ଚତୁର୍ଥ ସ୍ଥାନ ମିଳିଥିଲା । ଆନ୍ଦ୍ର ପ୍ରଦେଶରେ ଅଧିକ ସମୟ ଧରି କାମ କରୁଥିବା ସମୟରେ ତାଙ୍କୁ କରିମ ନଗର ଜିଲ୍ଲା ର DM ବନାଗଲା ।

୩- ଟିନା ଦାବି;- ବର୍ଷ ୨୦୦୩ ରେ ଦିଲ୍ଲୀର ୨୨ ବର୍ଷର ଝିଅ ପ୍ରଥମ ଥରରେ UPSC ପରିକ୍ଷାରେ ଟପ କରିଥିଲେ । କନଭେଣ୍ଟ ଅଫ ଜିଜେଶ ଆଣ୍ଡ ମାରି ବିଦ୍ୟାଳୟରେ ସେ ନିଜର ପାଠପଢା ସାରିଲେ, ଏହାପରେ ସେ ଲେଡିସ ଶ୍ରୀରାମ କଲେଜରେ ଆଡ୍ମିସନ କଲେ, ଏହା ପରେ ସେ ପଲିଟିକାଲ ସାଇନ୍ସ ରେ BA କଲେ ।

୪- ଚନ୍ଦ୍ର କଳା;- ଏହି ଅଫିସର ଙ୍କ ଜନ୍ମ ୨୭ ଡିସେମ୍ବର ୧୯୭୯ ରେ ଆନ୍ଦ୍ର ପ୍ରଦେଶ ରେ ହୋଇଥିଲା । ତାଙ୍କୁ ସିଭିଲ ପରୀକ୍ଷାରେ ୪୯୦ ରାଙ୍କ ମିଳିଥିଲା । ସେ ହାଇଦ୍ରାବାଦର କଲେଜ୍ରୁ ଗ୍ରାଜୁଏସନ କରିଥିଲେ ।

୫- ସୃଷ୍ଟି ଦେଶମୁଖ;- ୨୦୧୯ ର ପରୀକ୍ଷାରେ ଭୋପାଳ ର ସୃଷ୍ଟି ଦେଶମୁଖ ଅଲଇଣ୍ଡିଆରେ ୫ମ ସ୍ଥାନ ଗ୍ରହଣ କରିଥିଲେ । ବନ୍ଧୁଗଣ ଏହା ବହୁତ କମ ଦେଖିବାକୁ ମିଳିଥାଏ ଯେ ପ୍ରଥମ ଥର ହିଁ କିଏ UPSC ପରୀକ୍ଷାରେ ନିଜର ସାମର୍ଥ୍ୟ ହାସିଲ କରେ । ସେ ରାଜୀବ ଗାନ୍ଧୀ ବିଦ୍ୟାଳୟ ଭୋପାଳରୁ ନିଜର ଶିକ୍ଷା ଅର୍ଜନ କରିଥିଲେ ।

୬- ସଞ୍ଜୁକ୍ତା ପରାସର;- ବନ୍ଧୁଗଣ ଏହି ଅଫିସର ଜଣକ ୨୦୧୬ ର ପ୍ରଥମ IPS ଅଫିସର ଅଟନ୍ତି । ସେ ଦିଲ୍ଲୀ ସହରରେ ନିଜର ଗ୍ରାଜୁଏସନ ସମାପ୍ତ କରିଛନ୍ତି । ତାଙ୍କର ଗୋଟିଏ  ସନ୍ତାନ ମଧ୍ୟ ରହିଛି । ତାଙ୍କର ପୋଷ୍ଟିଂ ଆସିଷ୍ଟାଣ୍ଟ କମାଣ୍ଡର ଭାବେ ହୋଇଥିଲା । ପରେ ତାଙ୍କୁ ବାଙ୍ଗଲା ଦେଶରେ ଜାତିବାଦ ସମସ୍ୟାଟିକୁ ଦୂର କରିବାକୁପଠା  ଦିଆ ଯାଇଥିଲା । ସେ ୨୦୧୩ ରେ ୭୭ ରାଙ୍କ ରଖି IAS ଅଫିସର ହୋଇଥିଲେ । ବନ୍ଧୁଗଣ ଏହାଥିଲା ଭାରତର IAS ତଥା IPS ଅଫିସରଙ୍କ ସମ୍ବନ୍ଧରେ ବିଶେଷ ବିବରଣୀ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *