ରବିବାର 28 ଫ୍ରେବୃଆରୀ 2021- ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି 2ଟି ରାଶିକୁ ମିଳିବ କର୍ମରେ ସଫଳତା

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି କୌଣସି ଭରସା ମନ୍ଦ ବ୍ୟକ୍ତିଙ୍କ ସହିତ ଦେଖା ଆପଣଙ୍କ ପାଇଁ ଆସୁଥିବା ସମୟ ପାଇଁ ସୁଖ ନେଇକି ଆସିପାରେ । ଆପଣଙ୍କ ସାହସ ବଢିପାରେ । ଆଜି ଅଧିକ ବଡ ବିବାଦରେ ପଡନ୍ତୁ ନହିଁ ଓ କୌଣସି କାର୍ଯ୍ୟ ପାଇଁ ଅଧିକ ଆତୁର ହୁଅନ୍ତୁ ନହିଁ । ଆଜି ଆପଣଙ୍କ ଊର୍ଜା ସ୍ତର ରହିବ  ଓ ବହୁତ ଖୁସି ରହିବେ । ପରିବାର ଆଡକୁ ଅଧିକ ଧ୍ୟାନ ଦେବାର ଆବଶ୍ୟକ ନହିଁ । ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା ମ୍ଯାଗନା ରୁହନ୍ତୁ ନହିଁ ।

ବୃଷ :- କାହାକୁ ସାହାର୍ଯ୍ୟର ଆବଶ୍ୟକ ହେଲେ ନିଶ୍ଚିତ ରୂପରେ କରନ୍ତୁ, ଭବିଷ୍ୟତରେ ଆପଣାକୁ ଏହାର ଲାଭ ମିଳିବ । ବଡ ଲୋକଙ୍କ ସଜେସନ ନିଶ୍ଚିତ ରୂପରେ ନିଅନ୍ତୁ କୌଣସି ନିସ୍ପତି ନେବା ପୂର୍ବରୁ । ଉନ୍ନତି ଓ ସଫଳର ହେବାର ଯୋଗ ବନୁଛି । ଆଜି ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ଅଟେ । ଆପଣ ନ୍ଜିଆ ଜୀବନସାଥି ସହିତ ଭାବନାତ୍ମକ ଚର୍ଚା କରିପାରନ୍ତି ।

ମିଥୁନ :- ଆଜି ଆପଣ ନିଜର କଥାକୁ ଗୁପ୍ତ ରଖଙ୍କୁ କାହାକୁ ପ୍ରକାଶ କରିବାର ଆବଶ୍ୟକ ନାହିଁ । ଆଜି ଆପଣଙ୍କ ପାଇଁ ଛୋଟ ଯାତ୍ରାର ଯୋଗ ବନୁଛି । ଖର୍ଚରେ ବୃଦ୍ଧି ହେବ । ଆଜି ଆପଣଙ୍କ ଖାଦ୍ଯ ପେୟରେ ନିୟତ୍ରାଣର ଆବଶ୍ୟକ ଅଟେ । ବ୍ୟର୍ଥ ଚିନ୍ତାରେ ମିଳିଥିବା ସମୟକୁ ଖରାପ କରନ୍ତୁ ନହିଁ । ଯାହା ଆପଣ ପାଇବାକୁ ଚାହୁଁଛନ୍ତି ତାହା ଅବଶ୍ୟ ମିଳିବ । ଆପଣଙ୍କ ଭିତରେ ଯୋଗ୍ୟତାର କିଛି କମି ନହିଁ । କେବଳ ପ୍ରୟାସ କରିବାର ଆବଶ୍ୟକ ରହିଛି ।


କର୍କଟ :- ପରିବାରର କୌଣସି ଦାୟିତ୍ଵ ପୁରା କରିବାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । କିନ୍ତୁ ଚିନ୍ତା ନକରି ତାକୁ ପୁରା କରିବା ବିଷୟରେ ଭାବନ୍ତୁ । ଆଜି ପରିବାରରେ ବଡ ଲୋକଙ୍କ ସହଯୋଗ ମିଳିପାରେ । ସୃଜନାତ୍ମକ କାର୍ଯ୍ୟରେ ଧନ ଲଗାଇ ପାରନ୍ତି । ଆଜି ଆପଣ ନିଜ ଦାୟିତ୍ଵରୁ ଦୂର ହୋଇପାରନ୍ତି, କିନ୍ତୁ ବିଚଳିତ ହୁଅନ୍ତୁ ନହିଁ । ସ୍ୱାସ୍ଥ୍ୟ ପାଇଁ କୌଣସି ପ୍ରକାରର ଅବହେଳା କରନ୍ତୁ ନହିଁ ।

ସିଂହ :- ସିଂହ ରାଶି ଲୋକଙ୍କ ଘରେ ପ୍ରେମ ଓ ସୌହାର୍ଦ ରହିବ । ଥକାନ ଓ ଶରୀର ପୀଡା ଛଡା ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । କାର୍ଯ୍ୟ ବ୍ୟବସାୟ ଓ ମାନସନମାନରେ ବୃଦ୍ଧି ହେବ । ଆଜି ଭୋଜନାରେ ଅନିୟମିତତା ରଖନ୍ତୁ ନହିଁ । ବ୍ୟାପାରରେ ନୂଆ ପ୍ରୋଜେକ୍ଟର ପ୍ରାପ୍ତି ହେବ । ପାରିବାରିକ କାର୍ଯ୍ୟରେ ବ୍ୟସ୍ତତା ରହିବ । ଘର ଖର୍ଚ ଅଧିକ ହୋଇ ପାରେ । ବହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

କନ୍ୟା :- କନ୍ୟା ରାଶି ଲୋକ କାର୍ଯ୍ୟ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବ । ଅଚଳ ସମ୍ପତିର ବ୍ୟାପାରରେ ଲାଭ ହୋଇବ । ଆଜି ସାମାଜିକ ସ୍ତରରେ ଅଧିକ ବ୍ୟସ୍ତ ରୁହନ୍ତି ନାହିଁ ନହେଲେ ଆପଣ ନିଜ ପାଇଁ ସମୟ ବାହାର କରିପାରିବେନି । ସନ୍ତାନ ସଫଳତା ସମାଚାରରେ ଆପଣ ଆନନ୍ଦିତ ହେବେ । ଆୟର ନୂଆ ସ୍ରୋତ ଖୋଲିବ, ସଂଘର୍ଷ କରିବେତ ସଫଳତା ନିଶ୍ଚିତ ରୂପରେ ମିଳିବ । ଉଚ ଅଧିକାରୀଙ୍କଠୁ ପ୍ରଶଂସା ମିଳିବ । ମାନସିକ ଶାନ୍ତି ପ୍ରାପ୍ତ ହେବ ।


ତୁଳା :- ଆଜି ଆପଣଙ୍କୁ ପ୍ରଦର୍ଶନ କରିବା ପାଇଁ ବହୁତ ଅଧିକ ଦିଆଯିବ । ଆଜି ସହକର୍ମୀଙ୍କ ସହ କୌଣସି ପ୍ରକରର ବିବାଦ କରନ୍ତୁ ନହିଁ । ଆପଣଙ୍କ ଅଧିନସ୍ଥ ଜିନିଷର ଆଦେଶର ପାଳନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ସିତାର କମଜୋର ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ସବୁ ପ୍ରୟାସ ସଫଳ ହେବ । ସବୁ ବାଧା ଦୂର ହେବ । ବ୍ୟାପାରରେ ବହୁତ ଭଲ ହେବ ।

ବିଛା :- ବିଛା ରାଶିର ଗୁପ୍ତ ଶତ୍ରୁ ଅସୁବିଧା କରିପାରନ୍ତି । କିଛି ଏମିତି ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କ ସାମ୍ନାରେ ଭଲ ଭଲ କଥା କହିବେ । କିନ୍ତୁ ପିଠି ପଛରେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି । ଶେଠୀ ଲାଗି ବହୁତ ଭଲ ହେବାକୁ ଲୋକଙ୍କୁ ଭଲରେ ବୁଝିବାକୁ ପ୍ରୟାସ କରନ୍ତୁ । ସାମାଜିକ ମାନ ସନମାନରେ ବୃଦ୍ଧି ହେବ । ପାରିବାରିକ ମହୋଲ ସୁଖକର ରହିବ । ଘରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହେବ । ବ୍ୟାପାରରେ ପ୍ରଗତି ହେବ ।

ଧନୁ :- ଆଜି ଆପଣଙ୍କର ଦୈନିକ ଆୟରେ ବୃଦ୍ଧି ହେବ ଓ ପ୍ରସିଦ୍ଧି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣ ସବୁ ପୁରୁଣା ଅସୁବିଧା ଖତମ କରିବା ସଫଳ ରହିବେ । ଆପଣ ନିଜର ଲୁଚିକି ରହିଥିବା ଗୁଣର ବ୍ୟବହାର କରି ଦିନକୁ ବହୁତ ସୁନ୍ଦର ବନାଇବେ । ଆଜି ଗୋଟିଏ ଧାର୍ମିକ ସମାରୋହ ଆୟୋଜିତ କରିବେ । ପରିବାର ସହିତ ବହୁତ ଭଲ ସମୟ ବ୍ଯତୀତ କରିବେ । ବଡ ନିବେଶ କରିବା ପାଇଁ ବିଚାର କରିବେ ।


ମକର :- ମକର :- ଆଜି ଆପଣ କୌଣସି ଜରୁରୀ କାମ କରିବାରେ ସଫଳ ହେବେ । ଆପଣ ବ୍ୟାପାରକୁ ନୂଆ ଗତି ଦେବା ପାଇଁ ଆଜି କିଛି ନୂଆ ଯୋଜନା ବନାଇବେ । ଆପଣଙ୍କ ଦାୟିତ୍ଵ ହୀନତା ପାଇଁ କାର୍ଯ୍ୟ କ୍ଷେତ୍ରରେ କୌଣସି ସମସ୍ଯା ଉତ୍ପନ ହୋଇପାରେ । ଆର୍ଥିକ ସଙ୍କଟ ଆସିପାରେ । ଏମିତି ସମୟରେ ଇଶ୍ଵରଙ୍କ ଆରାଧନା ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିପାରେ ।

କୁମ୍ଭ :- ଆଜି ଆପଣ ବହୁତ ଭଲ ଅନୁଭବ କରିବେ ନହିଁ । ନିଜ ମା ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ସନମାନରେ ବୃଦ୍ଧି ହେବ ଓ ପ୍ରମୋଶନ ବା ବେତନ ବୃଦ୍ଧି ରୂପରେ ପୁରସ୍କାର ମିଳିପାରେ । ବ୍ୟାପାର କରୁଥିବା ଲୋକଙ୍କୁ କିଛି ଅଧିକ ଲାଭ ହୋଇପାରେ । ବ୍ୟର୍ଥ ଚର୍ଚାରେ ସାମିଲ ହୁଅନ୍ତୁ ନହିଁ ଅନ୍ଯଥା ଆପଣ ଅସୁବିଧା ଭୋଗିପାରନ୍ତି । ବ୍ୟବସାୟରେ ପ୍ରଗତି ହେବ ।

ମିନ :- ଆଜି କାର୍ଯ୍ୟ କ୍ଷେତ୍ରରେ ବଡ ବିବାଦ କାରଣରୁ ତେନସନ ହୋଇପାରେ । ବାଣୀରେ ନିୟତ୍ରାଣ  ରଖିବା ଜରୁରୀ ଅଟେ । ସମଯରେ ଆପଣଙ୍କ ପ୍ରତିଷ୍ଠା ବଢିବ । ଲୋକ ଆପଣଙ୍କ ବ୍ୟବହାରରେ ପ୍ରସନ୍ନ ହେବ । ଦାଂପତ୍ଯ ଜୀବନରେ ମଧୁରତା ବଢିବ । ସମ୍ପର୍କ ଆହୁରି ମଜଭୁତ ହେବ । ଆଜି ଧନର ଆଗମନ ହେବ ।

Leave a Reply

Your email address will not be published. Required fields are marked *