ଆଜି ମାଘ ପୂର୍ଣ୍ଣିମା, ଅଗିଜଳା ହବେ ପୂର୍ବରୁ କରି ଦିଅନ୍ତୁ ଏହି କାମ ହେବ ଧନର ବର୍ଷା

ବନ୍ଧୁଗଣ ୨୭ ପେବୃଆରି ରେ ମାଘ ମାସର ପୂର୍ଣ୍ଣିମା ତିଥି ପଡୁଅଛି । ଏହା ବର୍ଷର ସବୁଠାରୁ ମହତ୍ଵପୂର୍ଣ୍ଣ ପୂର୍ଣ୍ଣିମା ବୋଲି ମାନାଯାଏ । ଶାସ୍ତ୍ରରେ କୁହା ଯାଇଛି ଏହି ମାସର ଏହି ଦିନରେ ଭଗବାନ ଶ୍ରୀ ହରି କଳିଯୁଗର ନିର୍ମାଣ କରିଥିଲେ । ବନ୍ଧୁଗଣ ଏହି ବର୍ଷର ସଂଯୋଗ ଦେଖନ୍ତୁ ଯେ ଏହି ବର୍ଷର ପୁର୍ଣିମା ତିଥି ଶନିବାର ଦିନ ପଡୁଅଛି । ବନ୍ଧୁଗଣ ଶନିବାର ଭଗବାନ ଶନିଦେବଙ୍କ ଦିନ ବୋଲି କୁହାଯାଏ । ଶନିବାର ଦିନରେ ଏହି ପୂର୍ଣ୍ଣିମା ପଡୁଥିବାରୁ ଏହାକୁ ଶନିବାରି ପୂର୍ଣ୍ଣିମା ବୋଲି କୁହାଯାଉଛି । ବନ୍ଧୁଗଣ ଏହି ପୂର୍ଣ୍ଣିମା ଟି ଏହି ବର୍ଷ ବହୁତ ଶୁଭ ସଂଯୋଗରେ ଆସୁଅଛି ।

ହିନ୍ଦୁ ମାନ୍ୟତା ଅନୁଯାଇ ମାଘ ପୂର୍ଣ୍ଣିମା ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ରମା ସମସପ୍ତକ ହୋଇଥାନ୍ତି । ଯାହା ଫଳରେ କିଛି ଅଲଗା ପ୍ରାକାରର ଊର୍ଜା ଉତ୍ତପ୍ପନ ହୋଇଥାଏ । ସେହିଦିନ ସକାଳୁ ଉଠି ନଦୀରେ ସ୍ନାନ କରିବାରୁ ବିଶେଷ ଲାଭ ମିଳିଥାଏ । ବନ୍ଧୁଗଣ ଏହିଥର ମାଘ ପୂର୍ଣ୍ଣିମା କାରଣରୁ ଶନି ଏବଂ ଗୁରୁର କାରଣ ବନୁଅଛି । ସେହିଭଳି ସୂର୍ଯ୍ୟ ଏବଂ ଶୁକ୍ରର ମାଧ୍ୟ ସଂଯୋଗ ବନୁଅଛି ।

ଏହା ସହିତ ଏହି ଦିନ ସର୍ବାସିଦ୍ଧି ଯୋଗ ସୂର୍ଯ୍ୟ ଏବଂ ଚନ୍ଦ୍ରମାର ରାଜ ଯୋଗର ସଂଯୋଗ ମଧ୍ୟ ବନୁଅଛି । ବନ୍ଧୁଗଣ କୁହାଯାଏ ଯେ ମାଘ ପୂର୍ଣ୍ଣିମା ଦିନ ସ୍ନାନ କରିବା ଦ୍ଵାରା ଯେତେ ପୂଣ୍ୟ ମିଳିଥାଏ ତାହା ଅମୃତ ତତ୍ୱୋର ବରାବର ହୋଇଥାଏ । ବନ୍ଧୁଗଣ ମାଘ ପୂର୍ଣ୍ଣିମାର ଆରମ୍ଭ ୨୬ ଫେବୃଆରି ୩.୫୦ ସମୟରୁ ଆରମ୍ଭ କରି ୨୭ ଫେବୃଆରି ଖରାବେଳ ୧.୪୫ ମିନିଟ ସମୟରେ ସମାପ୍ତ ହେବ । ବନ୍ଧୁଗଣ ଶନିବାର ଦିନ ଏହି ପୂର୍ଣ୍ଣିମା ପଡୁଥିବାରୁ ଆପଣ ମାନେ ଏହିଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସମେତ ଭଗବାନ ଶନିଦେବ ଙ୍କର ମଧ୍ୟ ପୂଜା-ଆରାଧନା ମଧ୍ୟ କରନ୍ତୁ ।

ଏହିଦିନ ସକାଳୁ ଉଠି ସ୍ନାନ ପୂର୍ବରୁ ସଂକଲ୍ପ ନିଅନ୍ତୁ ଏବଂ ଏହାପରେ କୌଣସି ନଦୀରେ ଯାଇ ସ୍ନାନ କରନ୍ତୁ । ଯଦି ଆପଣ କୌଣସି ନଦୀରେ ଯାଇ ସ୍ନାନ କରି ନ ପାରନ୍ତି । ନିଜ ଘରେ ଅଳ୍ପ କିଛି ଗଙ୍ଗାଜଳ ଗାଧୋଇବା ଜଳରେ ମିଶାଇ ସ୍ନାନ କରନ୍ତୁ । ସ୍ନାନ ସାରିବା ପରେ ଭଗବାନ ସୂର୍ଯ୍ୟଙ୍କୁ ଅଘ୍ର ଏବଂ ଜଳ ଦିଅନ୍ତୁ । ଧଳା ବସ୍ତ୍ର ଧାରଣ କରନ୍ତୁ । ଏବଂ ଜାଣିଥିବା ମନ୍ତ୍ରଟିର ଜାପ କରନ୍ତୁ । ଯେଉଁ ମାନଙ୍କୁ କୌଣସି ପ୍ରକାରର ମନ୍ତ୍ର ଜଣା ନାହିଁ, ତେବେ ଆପଣ “ଓମ ମହା ଲକ୍ଷ୍ମେୟ ନମହ” ଏବଂ ” ଓମ ନମ ଭଗବତେ ବାସୁଦେବାୟ” ମନ୍ତ୍ରଟିର ଉଚାରଣ କରନ୍ତୁ ।

ଏହି ଦୁଇଟି ମନ୍ତ୍ରର ଆପଣ ୧୧ ଥର ଉଚାରଣ କରିନିଅନ୍ତୁ । ଏହା ସହିତ ଆପଣ “ଓମ ଶନି ସନିଶ୍ଚରାୟ ନମହ” ମନ୍ତ୍ରଟିର ଉଚାରଣ କରନ୍ତୁ । ବନ୍ଧୁଗଣ ଏହା ସହିତ ଆପଣଙ୍କୁ ଏହିଦିନ ଯଥା ସମ୍ଭବ ଦାନ କରିବା ଉଚିତ । ସେହିଦିନ ଉପବାସ ରଖିବା ଦ୍ଵାରା ମଧ୍ୟ ବିଶେଷ ଫଳର  ପ୍ରାପ୍ତି ହୋଇଥାଏ । ମାନ୍ୟତା ରହିଛି ଯେ ମାଘ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ନୁଙ୍କର ପୂଜା କରିବା ପରେ ତିଳର ଦାନ କରନ୍ତୁ ଏଥିରୁ ସକାରତ୍ମା ଊର୍ଜା ଉତ୍ତପନ୍ନ ହୋଇଥାଏ, ଏବଂ ଶୁଭ ଫଳର ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *