ଏମିତି ବଢାନ୍ତୁ ଇମ୍ୟୁନିଟି…

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତମାନରେ ଭୂ-ତା-ଣୁ ପରିସ୍ଥିତି ଦିନକୁ ଦିନ ଖରାପ ହବାରେ ଲାଗିଛି, ତେବେ ଏହି ସମୟରେ ଆପଣଙ୍କୁ ସତର୍କ ହୋଇ ରହିବା ବହୁତ ଆବଶ୍ୟକ ହୋଇ ଯାଇଛି ଏହା ଛଡା ନିଜ ଶରୀର ଉପରେ ବିଶେଷ ଧ୍ୟାନ ଦବା ବହୁତ ଆବଶ୍ୟକ ହୋଇ ଯାଇଛି । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କିଛି ଉପାୟ କରିବା ଦ୍ଵାରା ଆମେ ନିଜକୁ ଭୂ-ତା-ଣୁ ଭଳି ଭୟଙ୍କର ରୋ-ଗ ଠାରୁ ବଞ୍ଚାଇ ରଖିବାରେ ସଫଳ ହୋଇ ପାରିବୁ ବୋଲି ଡକ୍ଟର କହୁଛନ୍ତି ।

ଏହି ଭଳି ଭୟଙ୍କର ସମୟରେ ଆପଣଙ୍କୁ ନିଜ ଘରେ ସୁରକ୍ଷିତ ରହିବା ପାଇଁ କୁହା ଯାଉଛି କାହିଁକିନା ବାହାରେ ସଂ-କ୍ର-ମ-ଣ ବୁଲୁଛି ଆଉ ଆପଣ ମଧ୍ୟ ବାହାରକୁ ଗଲେ ସଂକ୍ରମିତ ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ଆମ ଇମୁନିଟି ବଢିବ ।

୧. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେ ପାରୁଛନ୍ତି ଗରମ ଜିନିଷର ସେବନ କରନ୍ତୁ ଏହା ଛଡା ଗରମ ପାଣିରେ ଗଳା ସଫା ରଖନ୍ତୁ ଯାହା ଦ୍ଵାରା ଆପଣଙ୍କ ବେକରେ କଫ ବସି ନପାରୁ । କଣ ଆପଣ ଜାଣିଛନ୍ତି ଭୂ-ତା-ଣୁ ସଂ-କ୍ର-ମ-ଣ ସିଧା ଫୁସ ଫୁସକୁ ଯାଇ ନଥାଏ । ଏହା ଆଗ ବେକରେ ବସିଥାଏ ଆଉ ତା ପରେ ଖସିକି ଫୁସ ଫୁସକୁ ଯାଇଥାଏ । ତେବେ ଗରମ ଜିନିଷ ସେବନ କଲେ ଏହି କଫ ତରଲି ଯାଇଥାଏ ଆଉ ସଂ-କ୍ର-ମ-ଣ ସମାପ୍ତ ହୋଇଥାଏ କିନ୍ତୁ ଫୁସ ଫୁସକୁ ପହଞ୍ଚିଲା ପରେ ପରିସ୍ଥିତି ବଦଳି ଯାଇଥାଏ ଆଉ ଗମ୍ଭୀର ହୋଇଥାଏ ।

୨. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ବାହାର ଖାଦ୍ୟ ନଖାଇ ଘରୋଇ ରୋଷେଇ ହୋଇଥିବା ଖାଦ୍ୟ ଗ୍ରହଣ କଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଯଦି ପାରୁଛନ୍ତି ତେବେ ଗରମ ଖାଦ୍ୟ ସେବନ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ ।

୩. ଡକ୍ଟର ମାନଙ୍କ କହିବା ଅନୁଯାଇ ସବୁ ଦିନ ଅଧ ଘଣ୍ଟା ଲେଖା ଯୋଗ କରନ୍ତୁ ଏହା ଦ୍ଵାରା ଆପଣଙ୍କ ରୋ-ଗ ପ୍ରତି ରୋଧକ କ୍ଷୟମତା ବଢିଥାଏ ଆଉ ଆମ ଶରୀରକୁ ରୋ-ଗ ଠାରୁ ଲଢିବାରେ ସାହାଜ୍ଯ ମିଳିଥାଏ, ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ୮ ଘଣ୍ଟା ନିଦ ନବା ଆବଶ୍ୟକ ଅଟେ କିନ୍ତୁ ତା ଠାରୁ ଅଧିକ ବା କମ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିନ ଶୀଘ୍ର ସୋଇ ଶୀଘ୍ର ଉଠନ୍ତୁ ଆଉ ଯୋଗା କରନ୍ତୁ ।

୪. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସକାଳ ସନ୍ଧ୍ୟାରେ କାଢା ବଣାଇ ସେବନ କଲେ ଏହା ଆପଣଙ୍କ ପାଇଁ ଉଚିତ ରହିଥାଏ । ତେବେ ଚ୍ୟାବନପ୍ରାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ, ଏହାର ସେବନ କରନ୍ତୁ । ତେବେ ଷ୍ଟିମ ନବା ବହୁତ ଆବଶ୍ୟକ ହୋଇ ଯାଇଛି ସେଥିପାଇଁ ପୁଦିନା ପତ୍ର ବା କର୍ପୁର ପାଣିରେ ପକାଇ ଷ୍ଟିମ ନିଅନ୍ତୁ ଆପଣଙ୍କ ନିଶ୍ଵାସ କ୍ରିୟା ସଫା ରହିବ ଆଉ କୌଣସି ପ୍ରକାର ନିଶ୍ଵାସ ଅସୁବିଧା ହବ ନାହିଁ ।

Leave a Reply

Your email address will not be published. Required fields are marked *