କରୋନା ମ-ହା-ମା-ରୀ ଆଜିକା ସମୟରେ ଏତେ ବଢି ଗଲାଣି ଯେ ହସ୍ପିଟଲରେ ବେଡ ପାଇବା ମଧ୍ୟ ବହୁତ ବଡ ଅସୁବିଧା ହୋଇ ଯାଇଛି । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ଯେତେବେଳେ ମଣିଷ ନିଜ ଶରୀରକୁ ସବଳ ରଖିବାରେ ହାରି ଯାଇଥାଏ ସେତେବେଳେ ରୋଗ ତାକୁ ଅଧିକ ମାତ୍ରାରେ ଆ-ଘା-ତ କରିଥାନ୍ତି ଜୀବନରେ ଯେତେ ପୋଷ୍ଟିକ ଖାଦ୍ୟ ଖାଇବା କଥା ଆପଣ ସେତିକି ଖାଇ ନାହାନ୍ତି ସେଥିପାଇଁ ଆପଣଙ୍କ ରୋଗ ପ୍ରତି ରୋଧକ କ୍ଷମତା କମି ଯାଇଛି । ତେବେ କରୋନା ର କିଛି ଚିକିତ୍ସା ବାହାରି ନାହିଁ କିନ୍ତୁ ଏହାର କେବଳ ଗୋଟେ ଚିକିତ୍ସା ଯେ ନିଜ ଶରୀରକୁ ଶକ୍ତିଶାଳୀ ବନେଇ ଦିଅନ୍ତୁ ରୋଗ ଆପଣଙ୍କ ପାଖ ମାଡିକି ଯାଇ ପାରେ କିନ୍ତୁ ଆପଣଙ୍କୁ କିଛି ହାନି କରିବ ନାହିଁ ।
୧. ବୈଜ୍ଞାନିକ ଆଉ ଡକ୍ଟର ମାନଙ୍କ କହିବା ଅନୁଯାଇ ଦିନକୁ ଦୁଇ ଥର ଗରମ ପାଣି ସେବନ କରନ୍ତୁ, ଚା ଭଳି ଗରମ ପାଣି ଆପଣଙ୍କୁ ସେବନ କରିବାକୁ ହବ ଏହା ଦ୍ଵାରା ଆପଣଙ୍କ ବେକ ସଫା ରହିବ ଆଉ ଆପଣଙ୍କ କଫ ସମସ୍ୟା ଦୂରେଇ ରହିବ । ତେବେ ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ମାନେ ସମସ୍ତେ ଏହି ଉପାୟକୁ କରନ୍ତୁ ଲାଭ ହବ କିଛି ହାନି ହବ ନାହିଁ । ଗରମ ଦିନ ସେଥିପାଇଁ ଟିକେ ଅସୁବିଧା ଲାଗି ପାରେ କିନ୍ତୁ କରୋନା ଠାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଏହା କରିବାକୁ ହବ ।
୨. ଯାହାକୁ ବି ଥଣ୍ଡା ହେଉଛି ସେ ଥଣ୍ଡା ମେଡ଼ିସିନ ଖାଇଥାନ୍ତି କିନ୍ତୁ ଯିଏ ଭଲ ଅଛନ୍ତି ତାଙ୍କୁ ବି ଆଉ ଥଣ୍ଡା ହେଇଥିବା ଲୋକଙ୍କୁ ବି ମେଡ଼ିସିନ ଠାରୁ ଅଧିକ ବା-ମ୍ଫ ନାବା ଉଚିତ କାହିଁକିନା ଏହା ଦ୍ଵାରା ଆପଣଙ୍କ ଫୁସଫୁସ ମଜବୁତ ହୋଇଥାଏ ଆଉ ଆପଣଙ୍କୁ ଆରମ ଲାଗିବା ସହ ଆପଣଙ୍କ ଛାତିରେ କଫ ଜମି ନଥାଏ ବା ପାଣି ରହି ନଥାଏ ।
୩. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ହଳଦୀରେ ବହୁତ ପ୍ରକାର ପୋଷକ ତତ୍ଵ ରହିଥାଏ ଯାହା ଆମ ଶରୀରକୁ ସବଳ କରିବାରେ ଆଉ ଏନ୍ଟି ବଡି ତିଆରି କରିବାରେ ଆମ ଶରୀରକୁ ସାହାଜ୍ୟ କରିଥାଏ । ତେବେ ଆପଣଙ୍କୁ ସବୁଦିନ ସକାଳେ ଔ ସନ୍ଧ୍ୟାରେ ଗୋଟେ ଗ୍ଳାସ ଗରମ ପାଣିରେ ଅଧ ଚାମଚ ହଳଦୀ ମିଶାଇ ସେବନ କରିବା ଉଚିତ ହୋଇଥାଏ ।
୪. ତେବେ ଯୋଗା ଆମ ଶରୀର ପାଇଁ ବହୁତ ଲାଭକାରୀ ଏହି କଥା ସମସ୍ତେ ଜାଣିଛନ୍ତି କିନ୍ତୁ ବହୁତ କମ ଲୋକ ଏହାର ପାଳନ କରନ୍ତି । ଯଦି ଆପଣ ପ୍ରତି ଦିନ ସକାଳେ ବା ସନ୍ଧ୍ୟାରେ ଅଧ ଘଣ୍ଟା ଲେଖେ ଯୋଗା କରନ୍ତି ତେବେ ଆପଣଙ୍କୁ ବହୁତ ଆରାମ ମିଳିଥାଏ ଆଉ ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢିବାକୁ ଲାଗିଥାଏ ।