Immunityର ଖଜାନା ଅଟେ ଏହି ଫଳ, ରୋଗ ଆପଣଙ୍କ ପାଖ ମାଡିବନି

ଆଜିକା ସମୟରେ ସମସ୍ତେ କହୁଛନ୍ତି ଯେ ଇମୁନିଟି କେମିତି ବଢେଇବା ଏହା ସମସ୍ତଙ୍କ ପାଇଁ ବଡ ପ୍ରଶ୍ନ ଆଉ ସମସ୍ତଙ୍କ ପାଇଁ ବଡ ସମସ୍ୟା ମଧ୍ୟ ହେଇ ଯାଇଛି । ତେବେ ସମସ୍ତେ କହୁଛନ୍ତି ଏତେ ସମୟ ନାହିଁ ଆମ ପାଖରେ ଯେ ଯୋଗ କରିବୁ, କାହାକୁ ହଳଦୀ ପସନ୍ଦ ନୁହ ସେ କହିବେ ମୁଁ ହଳଦୀ ସେବନ କରି ପାରିବି ନାହିଁ ତେବେ କେମିତି କଣ କରିବା ଡକ୍ଟର ମାନଙ୍କ ମଧ୍ୟ ମୁଣ୍ଡ କାମ କରୁ ନାହିଁ ଯେ କଣ ଗୋଟେ ଜିନିଷ ଦବା ଯାହା ଦ୍ଵାରା ଶରୀର ଶକ୍ତିଶାଳୀ ମଧ୍ୟ ହବ ଆଉ ଲୋକଙ୍କୁ ଅଧିକ କିଛି କରିବାକୁ ମଧ୍ୟ ପଡିବ ନାହିଁ । କଣ ଆପଣ ଏହା ଜାଣିଛନ୍ତି ଯେ ଏମିତି ଗୋଟେ ଫଳ ଅଛି ଯାହା ଦ୍ଵାରା ଏହି ସବୁ କାମ ହେଇଯିବ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ଵାରା ଆପଣଙ୍କ ମୁଣ୍ଡ ଚୁଟି ଠାରୁ ପାଦ ନଖ ପର୍ଯ୍ୟନ୍ତ ସବୁ ପୋଷଣ ପାଇବ । ଏହି ଫଳ ଖାଇବା ଦ୍ଵାରା ଚୁଟି ଲମ୍ବା ଗହବା ହବା ସହ ଚୁଟି ଗହବା ହୋଇଥାଏ ଏହା ସହ ଆପଣଙ୍କ ରୂପୀ ସମସ୍ୟା ସବୁ ସମାପ୍ତ ହୋଇଥାଏ । ତେବେ ଏହା ଛଡା ଆପଣଙ୍କ ଆଖି ଦ୍ରୁଷ୍ଟି ବଢିବାକୁ ଲାଗିଥାଏ ଆଉ ଆପଣଙ୍କ ଆଖି ତଳେ କଳା ଦାଗ ମଧ୍ୟ ଆସି ନଥାଏ ।

ତେବେ ଗୋଟେ ଫଳ ଦ୍ଵାରା ଆପଣଙ୍କ ଚର୍ମ ସୁନ୍ଦର ହବା ସହ ଆପଣଙ୍କ ଚମଡା ଯୁବା ଭଳି ଲାଗିଥାଏ । ଏହା ଛଡା ଆପଣଙ୍କ ପେଟ ସବୁ ସମସ୍ୟା ଦୂର ହୋଇଥାଏ, ଆପଣ ମାନେ ଜାଣିଛନ୍ତି ଯେ ଆମ ରୋଗର ୮୦% କାରଣ ଆମ ପେଟ ହୋଇଥାଏ । ତେବେ ନିଜ ଇମୁନିଟି ବଢାଇବା ପାଇଁ ଆପଣଙ୍କୁ କେବଳ ଗୋଟେ ଫଳ ଖାଇବାକୁ ହବ ତାହା ହେଇଛି ଅଁଳା । ଅଁଳା ଆମ ଶରୀର ସବୁ ଅଙ୍ଗ ପାଇଁ ପୋଷଣ ଦେଇଥାଏ ।

ତେବେ ଚ୍ୟବନପ୍ରାସ ସମସ୍ତେ ଖାଉଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ସେଥିରେ ୭୫% ଅଁଳା ରହିଥାଏ । ଆପଣ ମାନେ ଭାବୁଥିବେ ଅଁଳା କେମିତି ଖାଇବା ତେବେ ସକାଳେ ଖାଲି ପେଟରେ ୪ – ୫ଟି ଅଁଳା କଞ୍ଚା ସେବନ କରନ୍ତୁ । ଅଁଳା ସବୁ ସିଜନରେ ମିଳିନଥାଏ ସେଥିପାଇଁ ଲୋକ ଭାବିବେ ଅନ୍ୟ ସମୟରେ ଅଁଳା ସେବନ କେମିତି କରିବେ ତେବେ ଆପଣ ଶୁଖିଲା ଅଁଳା ଆଇ ତାକୁ ଗ୍ରାଇଣ୍ଡ କରି ରଖି ପାରନ୍ତି ନଚେତ ଅଁଳା ପାଉଡର ଡାଇରେକ୍ଟ କିଣି ଆଣି ରଖି ପାରିବେ ।

ଆପଣଙ୍କୁ କେବଳ ଗୋଟେ ଗ୍ଳାସ ପାଣିରେ ଗୋଟେ ଚାମଚ ଅଁଳା ପାଉଡର ପକାଇବାକୁ ହବ ତାକୁ ରାତି ସାରା ସେମିତି ଛାଡି ଦିଅନ୍ତୁ ଆଉ ସକାଳେ ଉଠି ଖାଲି ପେଟରେ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ କୌଣସି ରୋଗ କେବେ ହବ ନାହିଁ ।

Leave a Reply

Your email address will not be published. Required fields are marked *