ଯେଉଁ ମହିଳାମାନେ ମୁଣ୍ଡରେ ଦିଅନ୍ତି ନାହିଁ ଓଢଣି ସେମାନେ ନିଶ୍ଚୟ ଦେଖନ୍ତୁ, କଣ କୁହନ୍ତି ମା’ ଲକ୍ଷ୍ମୀ- Vastu Tips

ଆମ ଭାରତୀୟ ସଂସ୍କୃତିରେ ପୁରୁଷ ମାନଙ୍କ ପାଇଁ ଯେମିତି ସଭ୍ଯ ଆଚରଣ ବିଷୟରେ କୁହା ଯାଇଛି ଠିକ ସେମିତି ମହିଳାଙ୍କ ପାଇଁ ମଧ୍ୟ କିଛି ନିୟମ ରକ୍ଷା ଯାଇଛି ଯାହା ତାଙ୍କ ପାଇଁ ଶୁଭକାରୀ ହୋଇଥାନ୍ତି । ତେବେ ଯେଉଁ ଘର ମୁଖ୍ୟ ମହିଳା ଯେଉଁ ଭଳି ଆଚରଣ କରିଥାନ୍ତି ତାଙ୍କ ଆସନ୍ତା ବଂଶ ଠିକ ସେମିତି କାମ କରିଥାନ୍ତି ଔ ମହିଳାଙ୍କ ଆଚରଣ ଦ୍ଵାରା ଜଣା ପଡିଥାଏ ଯେ ଘର ଉନ୍ନତି ହବ ବା ପଦତି ହବ । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କଣ ପାଇଁ କୁହା ଯାଇଛି ।

ମହିଳା ଘରକୁ ଚାହିଙ୍କ୍ଲେ ସ୍ଵର୍ଗ କରି ପାରେ ଆଉ ସେହି ମହିଳା ଚାହିଁଲେ ଘରକ ନର୍କ ମଧ୍ୟ କରି ପାରେ ସେଥିପାଇଁ ମହିଳାଙ୍କ ଅପମାନ ଠାରୁ ବଡ ଅଧର୍ମ ଏହି ଦୁନିଆରେ କିଛି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ମହିଳାଙ୍କ ମୁଣ୍ଡରେ ଓଢଣା ଦବାର କାରଣ ବିଷୟରେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାଇ ମହିଳାଙ୍କୁ ନିଜ ମୁଣ୍ଡ ଉପରେ ଓଢଣା ଦବା ଉଚିତ ହୋଇଥାଏ କାହିଁକିନା ଆମ ମୁଣ୍ଡରେ ଗୋଟେ ଚକ୍ର ହୋଇଥାଏ ।

ଯାହା ଏପଟ ସେପଟ କଥା ବିଚାର କରୁଥାଏ କିନ୍ତୁ ମୁଣ୍ଡରେ ଓଢଣା ଦବା ଦ୍ଵାରା ଆମ ଶରୀର ଚକ୍ର ସହ ମୁଣ୍ଡ ଚକ୍ର ଏକାଗ୍ର ହୋଇ ଗୋଟେ ଧ୍ୟାନ କରିଥାଏ, ଯାହା ଦ୍ଵାରା ମଣିଷ ମନ ଶାନ୍ତ ହୋଇ ଭଗବାନଙ୍କୁ ନିଜ ମନ ସୁଖ ଆଉ ଦୁଃଖ କଥା କହିଥାଏ । ତେବେ ଏହା ଦ୍ଵାରା ଆମ ମନରେ କିଛି ଖରାପ ବିଚାର ମଧ୍ୟ ଆସି ନଥାଏ ଆଉ ଆମ ଶରୀରରେ ସକାରାତ୍ମକ ବିଚାର ସଂଚାର ହୋଇଥାଏ । ତେବେ ମହିଳାଙ୍କୁ ସବୁବେଳେ ମୁଣ୍ଡରେ ଓଢଣା ଦବା ଆବଶ୍ୟକ ନୁହଁ ।

କିନ୍ତୁ ଯେତେବେଳେ କୌଣସି ବଡ ବୁଢା ଲୋକ ଆପଣଙ୍କ ଘରକୁ ଆସନ୍ତି ସେତେବେଳେ ତାଙ୍କୁ ସମ୍ମାନ ଦବା ପାଇଁ ଆପଣ ମୁଣ୍ଡରେ ଓଢଣା ଦେଲେ ସେ ଖୁସି ହୋଇ ଆପଣଙ୍କୁ ଭଲ ଆଶୀର୍ବାଦ ଦେଇଥାନ୍ତି ଯାହା ଆପଣଙ୍କ ପାଇଁ ଫଳକାରୀ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ଭଗବାନଙ୍କ ଭୋଗ କରିବା ବେଳେ ଯଦି ଚୁଟି ବାହାରିଥାଏ ତେବେ ସେହି ଭୋଗ ଅଶୁଦ୍ଧ ହୋଇଥାଏ ସେଥିପାଇଁ ମହିଳାଙ୍କୁ ମୁଣ୍ଡରେ ଓଢଣା ଦବା ଆବଶ୍ୟକ ଯାହା ଦ୍ଵାରା ଚୁଟି ଭୋଗରେ ନ ପଡିବ । ଏହା ଛଡା ପୂଜା ପର୍ବାଣିରେ ମହିଳା ମାନେ ମୁଣ୍ଡ ଧୋଇ ଗାଧେଇଥାନ୍ତି ଯାହା ଫଳ ସ୍ୱରୂପ ସେ ଚୁଟି ଖୋଲା ରଖନ୍ତି ।

ତେବେ ଅନ୍ୟ ପୁରୁଷ ନଜର ତାଙ୍କ ଚୁଟି ଉପରେ ପଡିଲେ ଖରାପ ବୋଲି କୁହା ଯାଇଥାଏ ସେଥିପାଇଁ ଚୁଟି ଖୋଲା ରଖିଲେ ଓଢଣା ଦବା ବହୁତ ଆବଶ୍ୟକ ହୋଇଥାଏ । ତେବେ ଏହା ଛଡା ମହିଳାଙ୍କୁ କୁନିଆ ସହ ଗୋଟେ ଆସନରେ ବସିବା ମନା ବୋଲି ଶାସ୍ତ୍ରରେ କୁହା ଯାଇଛି, ଘରକୁ କେହି ଆସିଲେ ତାଙ୍କୁ ଆଗ ପାଣି ଦବା ମହିଳାଙ୍କ କର୍ତ୍ବ୍ୟ ହୋଇଥାଏ । ତେବେ ମହିଳାଙ୍କୁ ଖଟ ଉପରେ ବସି ଖାଇବା ମନା ହୋଇଥାଏ, ଏହି ଭଳି କାମ କଲେ ଆପଣଙ୍କ ଘରକୁ ଲକ୍ଷ୍ମୀ ଛାଡି ଯାନ୍ତି ।

Leave a Reply

Your email address will not be published. Required fields are marked *