ଏମିତି କେଉଁ ଅକ୍ଷର ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?Interesting Gk Questions

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ । ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ ।

୧- ଏପରି କେଉଁ ପକ୍ଷୀ ଅଛି ଯାହା ଦୂରରୁ ପାଣିକୁ ଅଲଗା କରିଥାଏ ? ଉତ୍ତର- ହଂସ ।

୨- ସୁନାର ଶିକ୍କା ସବୁଠାରୁ ପ୍ରଥମେ କିଏ ଚଲାଇଥିଲେ? ଉତ୍ତର- କୁଷାଣ ଶାସକୌନ ।

୩- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗାଁର ନାମ କଣ ଅଟେ ? ଉତ୍ତର- ବଡନଗର ।

୪- ଦୁନିଆର ସବୁଠାରୁ ଅଧିକ ଚାନ୍ଦି ଉତ୍ପାଦନ ଦେଶ କେଉଁଟି ଅଟେ ?  ଉତ୍ତର- ମେକ୍ସିକୋ ଦେଶ ।

୫- ଭାରତରେ ସବୁଠାରୁ ପ୍ରଥମେ କେଉଁ ଗାୟକର ଗୀତ ରେକୋର୍ଡ ହୋଇଥିଲା ? ଉତ୍ତର- ଗୋହର ଜାନ କା ।

୬- ସଂସ୍କୃତ ଭାଷାରେ ସବୁଠାରୁ ପ୍ରଥମ ଚଳଚିତ୍ର କେଉଁଟା ? ଉତ୍ତର- ସଙ୍କରାଚାର୍ଜ୍ୟ ।

୭- କେଉଁ ଫଳରେ କେବେ ପୋକ ଲାଗେନାହିଁ ? ଉତ୍ତର- କଦଳୀ ।

୮- ଦୁନିଆର ସବୁଠାରୁ ତେଜ ଦୌଡିଲା ବାଲା ମଣିଷ କିଏ ଅଟେ ? ଉତ୍ତର- ଉସେନ ବୋଲ୍ଟ ।

୯- ପୁରା ଦୁନିଆରେ କେତେ ପ୍ରତିଶତ ଲୋଗ ଫେସବୁକ ବ୍ଯ୍ବହାର କରନ୍ତି ? ଉତ୍ତର- ୨.୪୫ ବିଲିୟନ ।

୧୦- ଭଗବାନ ଶ୍ରୀ ହନୁମାନଙ୍କର ମାତାଙ୍କ ନାମ କଣ ଥିଲା? ଉତ୍ତର- ଅଞ୍ଜନୀ ।

୧୧- କେଉଁ ଦେଶରେ କଳା ଗୁଲାବ ଦେଖିବାକୁ ମିଳେ ? ଉତ୍ତର- ତୁର୍କୀ ।

୧୨- ଆମେରିକାରେ ଭିକାରି ଅଛନ୍ତି କି ? ଉତ୍ତର- ଅଛନ୍ତି ।

୧୩- ଗଣ୍ଠି ଗୁଡିକରୁ କଟ କଟ କରି ଆବାଜ କଣ ପାଇଁ ଆସେ ? ଉତ୍ତର- କାଲସିୟମର ଅଭାବ ହେବା କାରଣରୁ ।

୧୪- ଜିଓ ଭାରତର କମ୍ପାନୀ ମଧ୍ୟରୁ କେତେ ନମ୍ବରରେ ଆସୁଅଛି ? ଉତ୍ତର- ପଞ୍ଚମ ନମ୍ବରରେ ।

୧୫- ସବୁ ସରାକାରୀ କାମ ପାଇଁ ଚେକ୍ ବ୍ୟବହାର କଣ ପାଇଁ କରାଯାଏ ? ଉତ୍ତର- ଟଙ୍କା ଗୁଡିକୁ ସୁରକ୍ଷିତ ଆକାଉଣ୍ଟରେ ପଠାଇବା ପାଇଁ ।

୧୬- ଦୁନିଆର ସବୁଠାରୁ ପ୍ରଥମ ଲାପଟପ କେବେ ବନାଯାଇଥିଲା ? ଉତ୍ତର- ୧୯୮୧ ମସିହାରେ ।

୧୭- ଫାଶିର ସଜା କେତେ ସମୟରେ ଦିଆଯାଏ ? ଉତ୍ତର- ପ୍ରାତଃ ୪ ଘଟିକା ସମୟରେ ।

୧୮- ଉଡୁଥିବା ମେଣ୍ଡକର ନାମ କଣ ଅଟେ? ଉତ୍ତର- ରାକୋ ଫୋରସ ।

୧୯- କେଉଁ ସହରକୁ ମରିଚର ସହର ବୋଲି କୁହାଯାଏ ? ଉତ୍ତର- ଗୁଟୁର କୋ ।

୨୦- ତାହା କେଉଁ ଫଳ ଅଟେ ଯେଉଁଠାରେ ୨୫% ପବନ ରହିଥାଏ ? ଉତ୍ତର- ସେଉ ।

୨୧- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ଜିଲ୍ଲା ରହିଅଛି ? ଉତ୍ତର- ସିକ୍କିମ ରାଜ୍ୟରେ ।

୨୨- ପ୍ରଧାନ ମନ୍ତ୍ରୀକୁ ଦରମା କିଏ ଦେଇଥାଏ ? ଉତ୍ତର- ସଚିବ ନିଧି ।

୨୩- ତାହା କେଉଁ ଜୀବ ଅଟେ ଯାହାକି ପାଣିରେ ରହିଥାଏ ମାତ୍ର ପାଣି ସେବନ କରିନଥାଏ ? ଉତ୍ତର- ମେଣ୍ଢକ ।

୨୪- କେଉଁ ଦେଶର ଲୋକ ବରଫର ଘରେ ରୁହନ୍ତି? ଉତ୍ତର- ଧୂବ୍ର ଦେଶ ।

୨୫- ଏହା କେଉଁ ଅକ୍ଷର ଯାହାକୁ ଆମେ ଲେଖିଥାଉ ମାତ୍ର ପାଢୀ ପାରିନଥାଉ? ଉତ୍ତର- ଏଭଳି କେଉଁ ଅକ୍ଷର ରହିନାହିଁ ।

ବନ୍ଧୁଗଣ ଏହା ଥିଲା କେତେ ଗୁଡିଏ ଜିକେ ସମ୍ବନ୍ଦୀୟ ପ୍ରଶ୍ନ ଗୁଡିକର ସଠିକ ଉତ୍ତର ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *