ଗୁରୁବାର 11 ଫ୍ରେବୃଆରୀ 202- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 4 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆଜି ଆପଣଙ୍କ ପାଇଁ ସନମାନ ପ୍ରାପ୍ତିର ଦିନ ଅଟେ । ଆପଣ କୌଣସି ବ୍ୟକ୍ତି, ବ୍ଯାଙ୍କ ବା ସଂସ୍ଥାରୁ ରୁଣ ନେବାକୁ ଚାହୁଁଛନ୍ତିତ ଆଜି ନିଅନ୍ତୁ ନହିଁ । ଆପଣଙ୍କ ପାଇଁ ଏହାକୁ ଚୁକାଇବା ମୁସ୍କିଲ ହେବ । ଆଜି ଆପଣଙ୍କ ପୁରୁଣା ମିତ୍ରର ସହଯୋଗ ପ୍ରାପ୍ତ ହେବ ଓ ଆଉ ପତ୍ନୀ ପକ୍ଷରେ ସବୁ ପ୍ରକାର ବଙ୍ଖିପ୍ତ ସହଯୋଗ ସହଯୋଗ ମିଳିବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ବୃଷ :- ଆହୁରି ଦିନ ଆପଣଙ୍କ କାଫି ବ୍ୟସ୍ତତାର ସହିତ ବିତିବ ଓ ବିନା କାରଣରେ ଦୌଡ କରିବାକୁ ପଡିପାରେ । ସାବଧାନ ରୁହନ୍ତୁ, ପାଦରେ ଖଣ୍ଡିଆ ହେବାର ଆଶଙ୍କା ରହିଛି । ଆଜି ଆପଣଙ୍କ ପାଇଁ ଲାଭର ଦିନ ଅଟେ ଓ ପରିବାରରେ ଲୋକ ଆଜି ଆପଣଙ୍କ କଥାକୁ ଶୁଣିବେ । ରହିଯାଇଥିବା କାର୍ଯ୍ୟ ପୁରା ହେବ । କୌଣସି ମାମଲାରେ ନିବେଶ କରିବାକୁ ପଡିବତ ଆଜି ହୃଦୟ ଖୋଲିକି କରନ୍ତୁ ଆପଣଙ୍କ ଲାଭ ହେବ । ଆଜି ଭ୍ଗାୟ ୬୦ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜିର ଦିନ ଫାଲଟୁ ଖର୍ଚରୁ ଦୂରେଇ ରୁହନ୍ତୁ ଓ ବେକାର ଖର୍ଚରୁ ବଞ୍ଚାନ୍ତୁ । ଯଦି ଆପଣ କୌଣସି ଶାରୀରିକ ରୋଗରେ ପୀଡିତ ଅଛନ୍ତିତ ଆଜି କଷ୍ଟ ବଢିପାରେ । ଆଜି ହଠାତ ଲାଭ ହେବ ଦ୍ଵାରା ଆପଣଙ୍କ ଧର୍ମ ଓ ଆଧ୍ୟାତ୍ମରେ ରୁଚି ବଢିବ । ସନ୍ତାନ ପକ୍ଷରୁ ଭଲ; ସମାଚାର ପ୍ରାପ୍ତ ହେବ । ଆଜି ସାଙ୍ଗଙ୍କ ପକ୍ଷରୁ ଆପଣଙ୍କୁ ସହଯୋଗ ମିଳିବ । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।


କର୍କଟ :-  ଗୋଟି ଗୋଟିର ବଶୀଭୂତ  ହୋଇ ଆପଣ କେବେ କେବେ ଭଉତ ବଡ ଭୁଲ କରିପାରନ୍ତି । eଏମିତିରେ ସେହି କାର୍ଯ୍ୟ ଆଗକୁ ଯାଇ ବିପଦ ଆଣିପାରେ । ବହୁତ ଭଲ ହେବ ନିଜ ଛଡା ଅନ୍ୟ ଲୋକଙ୍କ ବିଷୟରେବି ଭଲ ଭାବନ୍ତୁ । ଧ୍ୟାନ ରଖନ୍ତୁ ଯାହାବି କାମ କରୁଛନ୍ତି ତାହାକୁ ଚଡନ୍ତୁ ନାହିଁ । କାରଣ ଯଦି କୌଣସି ବ୍ୟବସାୟରେ ଜଡିତ ରହିବେ ତେବେ ଭାଗ୍ୟ ସହଯୋଗ କରିବ । ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

ସିଂହ :- ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳଦାୟୀ ହେବ ଓ ମାନସିକ ଅଶାନ୍ତି ଓ ଖିନ୍ନତା କାରଣରୁ ଆପଣଙ୍କ ମନରେ ଚିଡା ଆସିପାରେ । ମାତା ପିତାଙ୍କ ସହଯୋଗ ଆଉ ଆଶୀର୍ବାଦରୁ ଆପଣକୁ ଖୁସି ମିଳିବ । ଶଶୁର ଘର ପକ୍ଷରୁ ଆପଣଙ୍କୁ ଲାଭ ମିଳିବାର ସଙ୍କେତ ଅଛି ଓ ସବୁ ପ୍ରକାର ପୁରୁଣା କଥା ଭୁଲି ନୂଆ ସମ୍ପର୍କ ବନାଇବେ  । ଆଖି ସମ୍ବନ୍ଧୀୟ କୌଣସି କଷ୍ଟ ଅଛିତ ସେଥିରେ ସୁଧାର ଆସିବ । ଆଜି ଭାଗ୍ୟ ୭୬ ପ୍ରତିଶତ ସହଯୋଗ ମିଳିବ ।

କନ୍ୟା :- ଆଜିର ଦିନ ଆଉଭ ଅଟେ ଓ ଆଜି ଆପଣଙ୍କ ଭିତରେ ସାହସ ଓ ନିର୍ଭୀକତା ଭାବ ରହିବ । ଆପଣଙ୍କୁ ଆପଣଙ୍କ ମତ ପିତା ସହଯୋଗ ପ୍ରାପ୍ତ ହେବ ସେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ପତ୍ନୀଙ୍କୁ ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆଜି କିଛି ଅସୁବିଧା ହୋଇପାରେ । ବ୍ୟର୍ଥ ବ୍ୟୟ ମଧ୍ୟ ହୋଇପାରେ । ବ୍ୟାପାରରେ ଧାନ ଲାଭ ହୋଇପାରେ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।


ତୁଳା:-  ଆଜି ଆପଣଙ୍କର ଚାରିପାଖରେ ସୁଖଦ ବାତାବରଣ ରହିବ । ଘର ପରିବାରର ସବୁ ସଦସ୍ୟଙ୍କ ଖୁସି ବଢିବ । ବହୁତ ଦିନରୁ ଚାଲି ଆସୁଥିବା ଦେବା ନେବାର କୌଣସି ବଡ ସମସ୍ଯା ସମାଧା ହେବ । ପର୍ଯ୍ୟାପ୍ତ ମାତ୍ରାରେ ଧନ ହାତରେ ଆସିବା ଦ୍ଵାରା ସୁଖ ମିଳିବ । ବିରୋଧୀ ମାନଙ୍କ ପାରାଭାବ ହେବ । ପାଖ କିମ୍ବା ଦୂର ଯାତ୍ରାର ପ୍ରସଙ୍ଗ ହୋଇକି ସ୍ଥଗିତ ହେବ । ପ୍ରଣୟ ସମ୍ବନ୍ଧ ପ୍ରଗଢାତ ଅଧିକ ବଢିବ । ଭାଗ୍ୟ ୭୧ ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜି କୌଣସି କାରଣରୁ ଆପଣଙ୍କ ମନ ଅଶାନ୍ତି ଓ ଚିନ୍ତିତ ରହିବ । ବ୍ୟାପାର ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସ ନିଷ୍ଫଳ ହୋଇପାରେ । ସନ୍ଧ୍ଯା କାଳରେ ଆପଣ ଧର୍ଜ୍ୟ ତଥା ପ୍ରତିଭାରେ ଶତ୍ରୁ  ପକ୍ଷ ଉପରେ ବିଜଯ ପ୍ରାପ୍ତି କରିବାରେ ସଫଳ ହେବେ । ଆଜି ଆପଣଙ୍କ ଦିନ ଅନ୍ତରେ ସୁଖଦ ରହିବ । ଆଜି ଭାଗ୍ୟ ୫୬ ପ୍ରତିଶତ ସହଯୋଗ କରିବ ।

ଧନୁ :- ଆଜିର ଦିନ ଆପଣଙ୍କ ପାଇଁ ଜ୍ଞାନ ପ୍ରାପ୍ତି ବାଲା ପ୍ରମାଣିତ ହୋଇପାରେ । ଆପଣଙ୍କ ମନରେ ଦାନ ପୂଣ୍ୟ ଏବଂ ପରୋଉପକାର ଭାବନା ପ୍ରମାଣିତ ହେବ ଆଜିର ଦିନ ଆପଣଙ୍କୁ ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ । ଭାଗ୍ୟ ତରଫରୁ ଆପଣଙ୍କୁ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।


ମକର :- ଆଜିର ଦିନ ଆପଣଙ୍କ ପାଇଁ ମିଳାମିଶା ରହିବ । ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତୁର ପ୍ରାପ୍ତି ସହିତ ଏମିତି ଅନାବଶ୍ୟକ ଖର୍ଚ ସାମ୍ନାକୁଆସିପାରେ । ଆଜିର ଦିନରେ ଆପଣଙ୍କୁ ବ୍ୟବସାୟରେ ଲାଭ ହେବ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ବୁଦ୍ଧି ବିବେକ ଦ୍ଵାରା ନୂଆ ଖୋଜରେ ବିତିବ । ଆପଣ ନିଜ ଆବଶ୍ୟକତା ଅନୁସାରେ ହିନ ବ୍ୟୟ କରନ୍ତୁ । ସାଂସାରିକ ସୁଖ ଭୋଗ, ଚାକର ବାକରଙ୍କର ସୁଖ ପୂର୍ଣ ରୂପରେ ମିଳିବ । ସନ୍ଧ୍ଯାରୁ ନେଇ ରାତି ପର୍ଯ୍ୟନ୍ତ ଯାତ୍ରା ମଧ୍ୟ କରିପାରନ୍ତି । ଆଜି ଭାଗ୍ୟ ୮୯ ପ୍ରତିଶତ ସହଯୋଗ କରିବ ।

ମୀନ :- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଲାଭବାନ ରହିବ । ବହୁତ ଦିନରୁ ଲଟକି ଥିବା ପୁତ୍ର ବା ପୁତ୍ରୀ ବିବାଦର ସମାଧନ ହୋଇବ । ଖୁସ ମିଜାଜ ବ୍ୟକ୍ତିତ୍ବ ହେବା କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବାର ଚେଷ୍ଟା କରିବେ । ସାମାଜିକ ସନମାନ ମିଳିବ ଦ୍ଵାରା ଆପଣଙ୍କ ମନୋବଳ ବଢିବ । ଆଜି ଭାଗ୍ୟ ୮୭ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *