ଦୀର୍ଘ 100 ବର୍ଷ ପରେ ପ୍ରସନ୍ନ ହେଲେ ମହାଦେବ, କାଲିଠାରୁ ଏହି ୬ ରାଶିରେ ଖାଲି ଟଙ୍କା ବର୍ଷା- Jyotish Shastra

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ଶଙ୍କର ବା ଯାହାଙ୍କୁ ଆମେ ଭୋଳେନାଥ କହିଥାଉ ସେ ବହୁତ ସରଳ ଅଟନ୍ତି, କୌଣସି ଭକ୍ତ ଉପରେ ସେ ବହୁତ ଶୀଘ୍ର ଖୁସି ହୋଇଥାନ୍ତି ଓ ନିଜ ଭକ୍ତକୁ ମନ ଇଛା ବରଦାନ ମଧ୍ୟ ଦେଇଥାନ୍ତି ତେବେ କଣ ଆପଣଙ୍କର ମଧ୍ୟ ରାଶି ଏହା ଅଟେ ଯାହା ଉପରେ ଭଗବାନ ଶିବ ନିଜ କୃପା ଦ୍ରୁଷ୍ଟି ରଖିବାକୁ ଯାଉଛନ୍ତି ।

ମାତା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଇଥାଏ । ଏବଂ ପ୍ରତ୍ୟେକ ମଣିଷ ଏହା ଚାହିଥାଏ ଯେ ତା ଉପରେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ବନି ରହୁ । ଜ୍ୟୋତିଷ ଙ୍କ ଅନୁସାରେ ଗ୍ରହ ମାନଙ୍କର ଚଳନ କାରଣ ରୁ ଏହି ଭଳି ମହାସଂଯୋଗ ବନୁଛି । ଆସନ୍ତାକାଲି ଠାରୁ ଏକା ସହିତ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ବୃଷ ରାଶି :

ପରିବାରରେ ଖୁସିର ବାତାବରଣ ବଢିବ । ମାନସିକ ଶାନ୍ତି ଦେଖାଦେବ । କାର୍ଯ୍ୟରେ ଉନ୍ନତିତି ଘଟିବ । ସବୁ କ୍ଷେତ୍ରରେ ଉପଯୁକ୍ତ ନ୍ୟାୟ ପାଇ ପାରିବେ । ପରିବାରରେ ଶାନ୍ତି ଶୃଙ୍ଖଳା ଦେଖା ଦେଇପାରେ । ଊର୍ଜାବାନ  ଅନୁଭବ କରିବେ । ହଠାତ କୌଣସି ଖୁସି ଖବର ପାଇ ପାରନ୍ତି । ତଥାପି ସର୍ବଦା ସାବଧାନ ରୁହନ୍ତୁ । ଭଗବାନଙ୍କ ଉପରେ ନିଜର ଆସ୍ଥା ବଢିବ ।

କର୍କଟ ରାଶି:

ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କର କୃପା ଦ୍ରୁଷ୍ଟି ଲଗାତର ଭାବେ ବନିରହିବ । ଆପଣ ମାନଙ୍କ ଜୀବନ ରେ ଯାହା ସବୁ ସମସ୍ୟା ଗୁଡିକ ରହିଥିବା ସେହି ସବୁ ସମସ୍ୟା ର ଅନ୍ତ ଘଟିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତ ରେ ଭଲ ଲାଭ ପ୍ରାପ୍ତ ହେବ ।

ବିଛା ରାଶି:

ଆପଣଙ୍କୁ ଆପଣଙ୍କ ବନ୍ଧୁ ମାନଙ୍କ ଠାରୁ କିଛି ଲାଭ ମଧ୍ୟ ମିଳିପାରେ । ଗୁରୁଜନ ମାନଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଚାକିରି କରୁଥିବା ଲୋକ ମାନଙ୍କୁ ନିଜ ଚାକିରି ରେ ପ୍ରମୋଶନ ହେବ ର ଯୋଗ ମଧ୍ୟ ରହିଛି । ଏହି ରାଶି ର ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟ ରେ ମନ ଚାହୁଁଥିବା ଚାକିରି ମିଳିବ । ଏହା ସହ ଅଟକି ରହିଥିବା କାମ ମଧ୍ୟ ଆଗାମୀ ସମୟ ରେ ପୂରଣ ହେବ ।

ତୁଳା ରାଶି :

ବଡ ଖବର ପାଇ ଖୁସି ହୋଇପାରନ୍ତି । ଶାରୀରିକ ସମସ୍ୟାରୁ ମୁକ୍ତି ପାଇବେ, ଶାନ୍ତି  ଅନୁଭବ କରିପାରନ୍ତି ଓ ଖର୍ଚ ବଢିବା ସହ ଆୟ ମଧ୍ୟ 4 ଗୁଣା ହେବ । କୌଣସି ଆତ୍ମୀୟ ମାନଙ୍କ ଦ୍ଵାରା ସାହାଯ୍ୟ ପାଇଁ  ଅଟକି ଥିବା କାର୍ଯ୍ୟ ପୁରା କରିବେ ।

କୁମ୍ଭ ରାଶି:

ଏହି ରାଶି ର ବ୍ୟକ୍ତିଙ୍କ ଉପରେ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ଆପଣଙ୍କ ଜୀବନ ରେ ସବୁ ପ୍ରକାର ର ଦୁଃଖ ଦୂର ହୋଇଯିବ । ପ୍ରେମ ସମ୍ପର୍କ ରେ ସଫଳତା ହାସଲ କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା ସବୁ ଚେଷ୍ଟା ସଫଳ ହେବ । ଏବଂ ଆର୍ଥିକ ସ୍ଥିତି ମଜବୁତ ରହିବ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହାସଲ କରିବେ ।

ସିଂହ ରାଶି :

ଆପଣଙ୍କ ଜୀବନରେ ଅନେକ ପ୍ରକାର ନୂଆ ନୂଆ ପରିବର୍ତନ ଦେଖିବାକୁ ମିଳିବ, ଆପଣ ଦୁଇ ଗୁଣ ଶୀଘ୍ର ପ୍ରଗତି ପଥରେ ବଢିବାକୁ ଲାଗିବେ ସଫଳତାର ନୂଆ କୀର୍ତି ସ୍ଥାପନା କରିବେ, ଆପଣଙ୍କ ସବୁ ଠାରୁ ବଡ ସ୍ଵପ୍ନ ସତ ହୋଇବ, ଧନ ପ୍ରାପ୍ତ ଯୋଗ ଅଛି, ଆପଣଙ୍କ ଜୀବନରେ କିଛି ଅସମ୍ଭବ ହବାର ସମ୍ଭାବନା ଅଟେ କିନ୍ତୁ ଚିନ୍ତା କରନ୍ତୁ ନାହିଁ ସବୁ ଭଲ ଏବଂ ଶୁଭ ହୋଇବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *