ଏମିତି କେଉଁ ଅଙ୍ଗ ଅଛି ଯାହାକୁ ସ୍ତ୍ରୀ ନିଜ ସ୍ଵାମୀ କୁ କେବେ ଛୁଇଁବାକୁ ଦିଏ ନାହିଁ ? ଏହା ସହ ଆହୁରି 15+ GK Quiz

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାଇଁ । ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଠିକ ଥାଏ ତାର କିଛି ମାନେ ନାଇଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତ୍ତର ।

୧- ଗୁଗଲ ର ସଂସ୍ଥାପକ କିଏ ଅଟନ୍ତି ?

ଉତ୍ତର- ଲେରୀ ପେଜ ।

୨- ମ୍ୟାଚେସ କି ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ଦିଆସିଲି ।

୩- ତାଜମହଲ ର ସାତ ଅଯୁବା କୁ କେଉଁ ବର୍ଷ ସାମିଲ କରା ଯାଇଥିଲା ?

ଉତ୍ତର- ୨୦୦୭ ରେ ।

୪- ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବୀ କିଏ କହିଥିଲେ ?

ଉତ୍ତର- ସୁଭାଷ ଚନ୍ଦ୍ର ବୋଷ ।

୫- ଅନ୍ଧ ମହାଦ୍ଵୀପ ଖକୁ କୁହାଯାଏ ?

ଉତ୍ତର- ଆଫ୍ରିକା ମହାଦ୍ଵୀପ କୁ ।

୬- ଭାରତ ଛାଡ ଆନ୍ଦୋଳନ ଅନ୍ୟ କେଉଁ ନାମରେ ଜଣା ଯାଇଥାଏ ?

ଉତ୍ତର- ଅଗଷ୍ଟ କ୍ରାନ୍ତି ନାମରେ ।

୭- ଫୁଟବଲ କୁ ଅଲମ୍ପିକ ଖେଳରେ କେବେ ସାମିଲ କରା ଯାଇଥିଲା ?

ଉତ୍ତର- ୧୯୦୦ ରେ ।

୮- କ୍ରିକେଟ ର ମକ୍କା କେଉଁ ମଇଦାନ କୁ କୁହା ଯାଇଥାଏ ?

ଉତ୍ତର- ଲର୍ଡ ମଇଦାନ କୁ ।

୯- ଭାରତର ପ୍ରଥମ ଗେର କଂଗ୍ରେସ ପ୍ରଧାନ ମନ୍ତ୍ରୀ କିଏ ଥିଲେ ?

ଉତ୍ତର- ମୋରାରଜି ଡିସାଇ ।

୧୦- ବାଲ୍ମିକି ରାମାୟଣ ର ପ୍ରମୁଖ ସ୍ଥାନ ପଞ୍ଚବଟୀ ଭାରତର କେଉଁ ରାଜ୍ୟ ରେ ସ୍ଥିତ ଅଟେ ?

ଉତ୍ତର- ମହାରାଷ୍ଟ୍ର ରେ ।

୧୧- କାହାର ଅନୁମତି ରେ ଇଂରେଜ ମାନେ ସୁରଟ ରେ ନିଜର ପ୍ରଥମ ଫ୍ୟାକ୍ଟ୍ରି ସ୍ଥାପନ କରିଥିଲେ ?

ଉତ୍ତର- ଜାହାଙ୍ଗିର ଙ୍କ ଅନୁମତି ରେ ।

୧୨- ବର୍ଷା ର ବୁନ୍ଦା ର ଆକାର ଗୋଲାକାର କେଉଁ କାରଣ ପାଇଁ ହୋଇଥାଏ ?

ଉତ୍ତର- ପ୍ରୁଷ୍ଠା ସମସ୍ୟା କାରଣରୁ ।

୧୩- ଭାରତର କେଉଁ ସହରକୁ ସ୍ଵପ୍ନ ର ସହର କୁହା ଯାଇଥାଏ ?

ଉତ୍ତର- ମୁମ୍ବାଇ କୁ ।

୧୪- ଭାରତରେ କେଉଁ ପ୍ରଧାନ ମନ୍ତ୍ରୀ ଙ୍କୁ ଶାନ୍ତି ପୁରୁଷ ଙ୍କ ନାମରେ ଜଣା ଯାଇଥାଏ ?

ଉତ୍ତର- ଲାଲ ବାହାଦୁର ଶାସ୍ତ୍ରୀ ଙ୍କୁ ।

୧୫- ବିଶ୍ଵ ର ସବୁଠାରୁ ଭ୍ରଷ୍ଟ ଦେଶର ନାମ କଣ ?

ଉତ୍ତର- ସୋମାଲିୟା ।

୧୬- ଏମିତି କେଉଁ ଅଙ୍ଗ ଅଛି ଯାହାକୁ ସ୍ତ୍ରୀ ନିଜ ସ୍ଵାମୀ କୁ କେବେ ଛୁଇଁ ବାକୁ ଦିଏ ନାହି ?

ଉତ୍ତର- ନିଜ ପାଦ କୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *