ପ୍ରେମର ଏମିତି ସତ୍ୟତା ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ? ଏହି କଥା କେହି କହି ନ ଥିବେ- Love Tips

ବନ୍ଧୁଗଣ ପ୍ରକୃତରେ ପ୍ରେମର ଅର୍ଥ କଣ ? କଣ ପାଇଁ ପ୍ରେମରେ ଝଗଡା ହୋଇଥାଏ ପ୍ରେମରେ ଏତେ କଷ୍ଟ କଣ ପାଇଁ ହୁଏ ? ଲୋକେ ପରସ୍ପରକୁ ଧୋକା କାହିଁକି ଦେଇଥାନ୍ତି ? ଏହା ଠାରୁ ଭଲ ହେବ କି ଆମେ କାହାକୁ ଭଲ  ପାଇବା । ଆଜି ଆମେ ଆପଣଙ୍କୁ କହିବୁ ପ୍ରେମର ଅର୍ଥ କଣ ଯାହାକୁ ଆପଣ ଫିଲ୍ମରେ ଦେଖିଥିବେ ବା କାହାଣୀରେ ଶୁଣିଥିବେ । ଆଉ ଏକ ପ୍ରେମ ହେଉଛି ଯାହା ଆପଣଙ୍କ ଜୀବନରେ ସତ୍ୟ ହୋଇ ସାମନାକୁ ଆସିଥାଏ ।

ଫିଲ୍ମ ବା କାହାଣୀରେ ଆପଣ ଶୁଣିଥିବେ ପ୍ରେମ ବିନା ସର୍ତ୍ତରେ ହୋଇଥାଏ କିନ୍ତୁ ରିୟଲ ଲାଇଫରେ ଏମିତି ନୁହେଁ । ତେବେ ଆସନ୍ତୁ ଜାଣିବା ପ୍ରେମର ଅର୍ଥ କଣ । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କ ଠାରୁ ବିନା ସର୍ତ୍ତା ବା ନିସ୍ଵାର୍ଥପର ଭାବେ ଭଲ ପାଇବା ମିଳିବା ସମ୍ଭବ ନୁହେଁ । ସ୍ଵାମିକୁ ସ୍ତ୍ରୀ ପାଇଁ ବା ସ୍ତ୍ରୀକୁ ସ୍ଵାମୀ ପାଇଁ ବା ପ୍ରେମିକ ବା ପ୍ରେମିକାଙ୍କୁ ବହୁତ କିଛି କରିବାକୁ ପଡିଥାଏ ପ୍ରେମରେ । ତେବେ ଯାଇ ଆପଣଙ୍କର ସମ୍ପର୍କ ଭଲରେ ଚାଲିଥାଏ ।

ପ୍ରେମର ୨ଟି ପାର୍ଶ୍ଵ ଥାଏ ଯଥା ଦାର୍କ ସାଇଡ ଓ ବ୍ରାଇଟ ସାଇଡ । ଯେବେ ପ୍ରଥମେ ଆମେ କାହା ସହ ମିଶିଥାଉ ତାହା ଆକର୍ଷଣ ହୋଇଥାଏ ।  ଯେବେ ଆମ ହୃଦୟରୁ କାହା ସହ ଯୋଡି ହେଉ ବା ଭରସା କରିଥାଏ ତାହା ଆଟାଚମେଣ୍ଟ ହୋଇଥାଏ । ଯେବେ କୌଣସି ବ୍ୟକ୍ତି ଆପଣଙ୍କୁ ଦରକାର ଥିବ ତାହା ଆଡିକସନ ହୋଇଥାଏ । ପ୍ରେମର ଅନ୍ଧାର ସାଇଡ ଏହା ଅଟେ କି ଯେବେ ଆପଣଙ୍କୁ ଆପଣଙ୍କ ପ୍ରେମ ମିଳେ ନାହି ତେବେ ସମ୍ପର୍କରେ ସମସ୍ଯା ଆସିଥାଏ । ସେତେବେଳେ ଆପଣଙ୍କୁ ସନ୍ଦେହ ହୁଏ ଆଉ ସମ୍ପର୍କ ହରାଇ ବସିଥାନ୍ତି ।

ସମ୍ପର୍କରେ ଆପଣ ହାର ମାନିପାରନ୍ତି ବା ଧୋକା ବି ମିଳିପାରେ । ଏମିତି ବି ହୋଇପାରେ ସେହି ବ୍ୟକ୍ତି ଆପଣଙ୍କ ଉପରେ ରାଗିକି ଆପଣଙ୍କୁ ଛାଡି ଦେଇପାରନ୍ତି । ଏହି କାରଣରୁ ସମ୍ପର୍କ ଭାଙ୍ଗି ଦେବା ଏହା ଭୁଲ । କାରଣ ପ୍ରତେକ ମଣିଷ ସମାନ ନୁହେଁ । ଜରୁରୀ ନୁହେଁ କେହି ଆପଣଙ୍କୁ ଧୋକା ଦେଲେ ଆଉ କେହି ଧୋକା ଦେବ । ପ୍ରେମର ବ୍ରାଇଟ ସାଇଡ ହେଉଛି ଯେବେ ଆପଣଙ୍କ ଜୀବନରେ ସଚ୍ଚା ସାଥି ଆସିଥାଏ ପ୍ରଥମେ ଆପଣଙ୍କୁ ସେ ସ୍ପେଶାଲ ଫିଲ କରାଇବେ ।

ସେ ଆପଣଙ୍କୁ ନିଜ ଠାରୁ ଅଧିକା ଭଲ ପାଇବେ ଆପଣଙ୍କ କେୟାର ନେବେ ସୁରକ୍ଷା ଦେବେ । ଆପଣଙ୍କୁ ଅନୁଭବ କରାଇବେ ସେ ସୁଖ ଦୁଖରେ ସାଥ ଦେବେ । କିନ୍ତୁ ସମସ୍ଯା ସେତେବେଳେ ଆସିଥାଏ ଯେବେ ସମ୍ପର୍କ ହ୍ୟାଣ୍ଡେଲ କରିବା ଲୋକଙ୍କୁ ଆସେ ନାହି ।

ଆମେ ଲୋକଙ୍କ ଠାରୁ ଆଶା କରିଥାଉ ଭଲ ପାଇବା କିନ୍ତୁ ଯେବେ ତାଙ୍କ ପାଳି ଆସେ ସେମାନଙ୍କ ଠାରୁ ମିଳେ ନାହି । ତେବେ ପ୍ରେମ ଦୁନିଆର ସବୁଠାରୁ ବଡ ଧନ । ସତ କଥା ପ୍ରେମ ଠାରୁ ସୁନ୍ଦର ଜିନିଷ ଦୁନିଆରେ କିଛି ନାହି । ପ୍ରେମରେ ଦେବାକୁ ପଡିଥାଏ ନେବାର ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *