ପ୍ରତ୍ୟକଦିନ ରାତିରେ ଶୋଇବା ପୂର୍ବରୁ ତାୱା ଉପରେ ରଖନ୍ତୁ ଏହି 1 ଜିନିଷ, ଘରେ ପାଣିଭଳି ବର୍ଷିବ ଟଙ୍କା

ବନ୍ଧୁଗଣ ସାଧାରଣତ ଆମେ ରିତୁ ତିଆରି କରିବା ପାଇଁ ରୋଷେଇ ଘରେ ତାୱା ବ୍ୟବହାର କରିଥାଉ । ରୋଷେଇ ଘରକୁ ସର୍ବଦା ସଫା ରଖିବା ଉଚିତ । କେବେ ବି ରୋଷେଇ ଘର ଓ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷକୁ ଅପରିଷ୍କାର କରିବା ଅନୁଚିତ । ଏହା ଦ୍ଵାରା ଘର ପରିବାରରେ ଅଶୁଭ ପ୍ରଭାବ ପଡିଥାଏ । ସଠିକ ଉପାୟରେ ରଖିଲେ ବନ୍ଦ ହୋଇଥିବା ଭାଗ୍ୟ ବି ଖୋଲି ଯାଇଥାଏ ।  ତାୱା ରଖିବାର ତାରିକା, ତାୱା କେମିତି ଧନ, ଯଶ ପ୍ରାପ୍ତ କରାଇବ ଓ ତାୱା କୁ ନେଇ କିଛି ଉପାୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ରୁଟି ତିଆରି ପରେ ଛୋଟ ରୁଟି କରି ଚୁଲିରେ ପକାନ୍ତୁ । ତାୱାକୁ ସର୍ବଦା ଓଲଟା ରଖନ୍ତୁ କାମ ସାରିବା ପରେ । ତାୱାକୁ କୌଣସି ଜିନିଷରେ ଢାଙ୍କି କି ରଖନ୍ତୁ ବା ଲୁଚାଇ ରଖନ୍ତୁ । ଭୋଜନ କରିବା ପରେ ତାୱାକୁ ଗ୍ଯାସ ଉପରେ ରଖନ୍ତୁ ନାହି । କାରଣ ରୋଷେଇ ଘରର ସବୁଠାରୁ ମହତ୍ବପୂର୍ଣ୍ଣ ଜିନିଷ ହେଉଛି ତାୱା । ସକାଳୁ ଅପରିଷ୍କାର ତାୱାରେ ଖାଦ୍ୟ ତିଆରି କରନ୍ତୁ ନାହି । ଏହା ଦ୍ଵାରା ରୋଜଗାର ଉପରେ ପ୍ରଭାବ ପଡିଥାଏ । ତେଣୁ ତାୱାକୁ ଶ୍ରବଡା ସଫା ରଖିବା ଉଚିତ ।

ଗରମ ତାୱାରେ ପାଣି ଢାଳିଲେ ଘରେ କଳହ ହେବା ସହ ଅସାନ୍ତି ଦେଖା ଯାଇଥାଏ । ତାବାକୁ ଅଇଁଠା କରି ରଖିବା ଅନୁଚିତ । ରୋଟି କରିବା ପୂର୍ବରୁ ଅଳ୍ପ ଲୁଣ ପକାଇ ପୋଛିବା ପରେ ରୁଟି କରନ୍ତୁ । ପ୍ରଥମ ଓ ଶେଷ ରୁଟି ନିଶ୍ଚୟ ବାହାର କରିବା ଦ୍ଵାରା ପଜେଟିଭ ଊର୍ଜା ଆସିଥାଏ । ତାୱା ଓଲଟା ରଖିଲେ ଜୀବନରେ ସମସ୍ଯା ବଢିଥାଏ । ରୋଷେଇ ଘରେ ସବୁ ବାସନ ଡାହାଣ ଦିଗରେ ରଖନ୍ତୁ । ଖାଦ୍ଯ ତିଆରି ପରେ ଖାଲି ତାୱା ଗ୍ଯାସ ଉପରେ ରଖନ୍ତୁ ନାହି । ଗ୍ଯାସ ତଳେ ବି ତାୱା ରଖନ୍ତୁ ନାହି ।

ତାୱା ଥଣ୍ଡା ହେବା ପରେ ଲୁଣ ଓ ଲେମ୍ବୁରେ ସଫା ରଖନ୍ତୁ । ଏହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ତାୱା ଅଧିକ ଜଳି ଯାଇଥିଲେ ଗରମ ପାଣିରେ ସଫା କରିବ  ଉଚିତ । ପ୍ରଥମ ରୁଟି ଗାଇକୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦେବା ଉଚିତ । ଶନିବାର ଦିନ ରୁଟି ସହ ଗୁଡ ଓ ତିଳ କୁକୁରକୁ ଖାଇବାକୁ ଦେଲେ ଶୁଭ ହୋଇଥାଏ । ଓଲଟା ତାୱା ରଖିଲେ ଧନର ଅଭାବ ହେବ ସହ ଭାଗ୍ୟ ପ୍ରବାହିତ ହୋଇଥାଏ । ଅନେକ ଥର ସକାଳୁ ବ୍ୟବହାର ହୋଇଥିବା ତାୱାକୁ ପୋଛି ରାତିରେ ରୁଟି ବନାଇଥାନ୍ତି ।

ବାସ୍ତୁ ଅନୁଯାୟୀ ଏହା ଭୁଲ । ଏହା ଦ୍ଵାରା ଘରର ଉନ୍ନତି ହୁଏ ନାହି । ତାୱାରେ କିଛି ଖାଦ୍ୟ ଗରମ କରିଲେ ଯଦି ଜଳିଯାଏ ଆଉ ସେଥିରେ ଗରମ ପାଣି ପକାଇଲେ ଯେଉଁ ଶବ୍ଦ ହୁଏ ତାହା ଖରାପ ହୋଇଥାଏ । ତାୱା ଉପରେ ରାତିରେ ଗୁଜୁରାତି ଓ ତେଜପତ୍ର ରଖିଲେ ଦାରିଦ୍ରତା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *