ଆସୁଥିବା ଶୁକ୍ରବାର ସୁଧା ଆପଣଙ୍କୁ କେଉଁ ଖୁସି ଖବର ମିଳିବ ? ବାଛନ୍ତୁ ଗୋଟେ ହାର୍ଟ ଓ ଜାଣନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଲାଭ କୁଇଜ ଗେମ ନେଇ ଆସିଛୁ । ଆସୁଥିବା ଶୁକ୍ରବାର ଦିନ ଆପଣଙ୍କୁ କେଉଁ ଗୁଡ ନିୟୁଜ ମିଳିବାକୁ ଯାଉଛି ଆଜିର ବିଷୟ ବସ୍ତୁ ଆମର ଏହା ରହିଛି । କଣ ଆପଣ ମାନେ ଜାଣିବା ପାଇଁ ରେଡି ଅଛନ୍ତି ତେବେ ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର । ଆଉ ଜାଣନ୍ତୁ ଆସନ୍ତା ଶୁକ୍ରବାର ରେ ଆପଣଙ୍କୁ କେଉଁ ଖୁସି ଖବର ମିଳିବାକୁ ଯାଉଛି । ଆଶା କରୁଛୁ ଆପଣ ମାନେ ନମ୍ବର ଚୁଜ କରି ସାରିଥିବେ । ତେବ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆସନ୍ତା ଶୁକ୍ରବାର ସୁଧା ଆପଣଙ୍କ ଲଭର ଆପଣଙ୍କ ସାମନା ରେ ଥିବେ । ଆଉ ଆପଣ ତାଙ୍କୁ ମନ କଥା ବା ଫିଲିଙ୍ଗ୍ସ କହିବେ ।

୨- ଦ୍ଵିତୀୟ ଅ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ପସନ୍ଦ କରିଛନ୍ତି ତେବେ ଆସନ୍ତା ଶୁକ୍ରବାର ସିଧା ଯାହା ଆପଣ ଏକ ଦିନ ରୁ ପାଇବାକୁ ଇଚ୍ଛା କରୁଥିଲେ ବା ଯାହା ଆପଣଙ୍କର ୱିସ ଥିଲା ତାହା ନିଶ୍ଚୟ ପୁରା ହେବ । ଆପଣଙ୍କ ଜୀବନର ଯାହା ବି ଇଚ୍ଛା ରହିଥିଲା ତାହା ଆସନ୍ତା ଶୁକ୍ରବାର ସୁଧା ପୁରା ହେବାକୁ ଯାଉଛି । ଯାହା ପାଇଁ ଆପଣ ଏତେ ଖୁସି ହେବେ ବି ଆଗରୁ କେବେ ହୋଇ ନ ଥିବେ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ପସନ୍ଦ କରିଛନ୍ତି ତେବେ ଆସନ୍ତା ଶୁକ୍ରବାର ସୁଧା ଆପଣଙ୍କ ପ୍ରେମିକ ବା ପ୍ରେମିକ ଆପଣଙ୍କୁ ପ୍ରପୋଜ କରି ପାରନ୍ତି ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ । ସେଥିପାଇଁ ଆପଣ ରେଡି ହୋଇ ରୁହନ୍ତୁ ।

 

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆସନ୍ତା ଶୁକ୍ରବାର ସୁଧା ତେବେ ଆପଣଙ୍କ ଲଭର ଆପଣଙ୍କ ସହ ବହୁତ ସୁନ୍ଦର ଆଉ ୟାଦକାର ସମୟ ସ୍ପେନ୍ଡ କରିବେ । ଆପଣ ନିଜ ଲଭର ଙ୍କ ସହ ବହୁତ ଖୁବସୁରତ ସମୟ ବ୍ଯତୀତ କରିବେ ଯାହା ଆପଣଙ୍କୁ ସାରା ଜୀବନ ମାନେ ରହିବ । ଆପଣ ଏହି ମୂହୁର୍ତ୍ତ କୁ ଏତେ ସ୍ପେଶାଲ କରିବେ କି ତାହା ଆପଣଙ୍କ ସ୍ମୂରତି ହୋଇ ରହିଯିବ ।

୫- ପଞ୍ଚମ ନମ୍ବର : ଯେଉଁ ମାନେ ପଞ୍ଚମ ନମ୍ବର ବାଛିଛନ୍ତି ଆସନ୍ତା ଶୁକ୍ରବାର ସୁଧା କ୍ରଶ ସହ କଥା ହୋଇ ପାରନ୍ତି । ଆପଣ ନିଜର କ୍ରଶ ସହ କିଛି ଏମିତି କଥା ହେବେ ଯାହା ଆପଣ ନିଜେ ବି ଜାଣି ନ ଥିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *