କାହିଁକି ଶୁଖିଯାଏ ତୁଳସୀ ଗଛ ? ଜାଣନ୍ତୁ ଏହାର କାରଣ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗଛକୁ ବୁଧ ରହର ପ୍ରତୀକ ବୋଲି ମାନା ଯାଇଛି । ଏହାର କାରଣ ଯେବେ ବି ବୁଧ ଙ୍କ ପାଇଁ ବେ ବି କିଛି ଉପାୟ କୁହାଯାଏ ତେବେ ଗଛ ସମ୍ବଧିତ କିଛି ଉପାୟ କୁହା ଯାଇଥାଏ । ଯେବେ ବି ରାହୁ ବା କେତୁଙ୍କର ଘର ର ସଦସ୍ୟ ବା ଘର ଉପରେ କୌଣସି ଖରାପ ପ୍ରଭାବ ଆସିବାର ଥାଏ ତାହା ପୂର୍ବରୁ ଘରେ ଥିବା ଗଛ ଅନୁଭବ କରାଇ ଦେଇଥାନ୍ତି ଆଉ ସେଥିପାଇଁ ନିଜର ପ୍ରତିକ୍ରିୟା ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ଶୁଖିବାର କାରଣ କଣ ସେହି ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଧର୍ମ ରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ସାକ୍ଷାତ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ବାସ ରହିଥାଏ ବୋଲି କୁହା ଯାଇଥାଏ । ତୁଳସୀ ଗଛ ଯେତେ ହରାଭାର ରହିବ ଘରର ଉନ୍ନତି ସେତିକି ସେତିକି ହେବାରେ ଲାଗିବ । ତୁଳସୀ ପତ୍ର ଭଗବାନ ବିଶୁଣୁ ଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତୁଳସୀ ପତ୍ର କୁ ପ୍ରତେକ ଶୁଭ କାର୍ଯ୍ୟ ରେ ବ୍ୟବହାର କରା ଯାଇଥାଏ । ଭଗବାନ କୃଷ୍ଣ ଙ୍କୁ ମଧ୍ୟ ତୁଳସୀ ପତ୍ର ରେ ଭୋଗ ଲଗା ଯାଇଥାଏ ।

ତୁଳସୀ ପତ୍ର ଖାଇବା ଦ୍ଵାରା ଅନେକ ରୋଗ ଦୂର ହୋଇଥାଏ । ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରପୁର ମାତ୍ରା ରେ ରହିଛି । ଅପାନ ମାନେ ଅନେକ ଥର ଲକ୍ଷ୍ୟ କରିଥିବେ ତୁଳସୀ ଗଛରେ ପାଣି ଲଗାତାର ଦେବା ପରେ ମଧ୍ୟ ସୁଖୀ ଯାଇଥାଏ । ଏମିତିକି ଅନେକ ସମୟରେ ଦେଖାଯାଏ କି ତୁଳସୀ ଗଛ ମାରି ଯାଇଥାଏ । ଜ୍ଯୋତିଷ ରେ ଏହି ସଂକେତ କୁ ଆସୁଥିବା ଦୁର୍ଭାଗ୍ୟ ସହ ଯୋଡା ଯାଇଛି । ମାନଯାଏ ଯଦି ତୁଳସୀ ଗଛ ହଠାତ ଶୁଖିକି ମରିଯାଏ ତେବେ ସେହି ଘରର ସଦସ୍ୟ ମାନଙ୍କ ଉପରେ କିଛି ବିପଦ ଆସିବାର ଅଛି ।

ଏହାର ବିପରୀତ ଯଦି ଆପଣଙ୍କ ଜୀବନରେ କିଛି ଖୁସି ଆସିବାର ଥାଏ ତେବେ ତୁଳସୀ ଗଛ ଭଲ ଭାବେ ବଢିଥାଏ । ଏମିତିକି ଅନେକ ଥର ତୁଳସୀ ଗଛ ପାଖରେ ଛୋଟ ଛୋଟ ତୁଳସୀ ଗଛ ଉଠି ଯାଏ । ଯେବେ ବି ଏମିତି ହୁଏ ଆପଣ ବୁଝି ପାରିବେ ମା ଲକ୍ଷ୍ମୀ ଙ୍କ ଆଗମନ ଓ ସୌଭାଗ୍ୟ ଆସିବାକୁ ଯାଉଛି ।

ତେବେ ଆପଣ ମାନେ ଯଦି ଘରେ ତୁଳସୀ ଗଛ ଲଗାଇଛନ୍ତି ତେବେ ନିଶ୍ଚୟ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *