ଏମିତି କେଉଁ ଜାଗା ଅଛି ଯେଉଁଠି କି 5 ଜଣ ଲୋକ ଯାଇଥାନ୍ତି କିନ୍ତୁ 7 ଜଣ ଫେରିଥାନ୍ତି ? କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ଉତ୍ତର ଦିଅନ୍ତୁ ।

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ତାହା କଣ ଯାହା ସୁଖାଇବା ସମୟରେ ଓଦା ହୋଇଯାଏ ?

ଉତ୍ତର- ଝାଳ ।

2- ଏମିତି କଣ ଜିନିଷ ଅଛି ଯାହା ଗରମ ହେଉ କି ସର୍ଦ୍ଦି ସର୍ବଦା ଥଣ୍ଡା ହିଁ ରହିଥାଏ ?

ଉତ୍ତର- ବରଫ ।

3- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପୁରା ବସ ବ୍ୟବହାର କରିଥାଉ କିନ୍ତୁ ପରେ ଫିଙ୍ଗି ଦେଇଥାଉ ?

ଉତ୍ତର- କ୍ୟାଲେଣ୍ଡର ।

4- ଏମିତି କେଉଁ ଜିନିଷ ଅଛି ଯାହାକୁ ଆପଣ ପୁରା ଭାରତରେ ନେଇ ଯାଆନ୍ତୁ କିନ୍ତୁ ତାର ମୂଲ୍ୟ ବଦଳିବ ନାହିଁ ?

ଉତ୍ତର- ଟଙ୍କା ।

5- ଗୋଟେ ଅଣ୍ଡା ସିଝାଇବା ପାଇଁ 10 ମିନିଟ ଲାଗିଥାଏ ତେବେ କୁହନ୍ତୁ 10 ଟି ଅଣ୍ଡା ସିଝାଇବା ପାଇଁ କେତେ ସମୟ ଲାଗିବ ?

ଉତ୍ତର- 10 ମିନିଟ ।

6- ତାହା କଣ ଯାହା ଆସିଥାଏ କିନ୍ତୁ କେବେ ପହଞ୍ଚି ନ ଥାଏ ?

ଉତ୍ତର- ଆସନ୍ତା କାଲି ।

7- ମୁଁ ଜଣେ ମଣିଷ କୁ ଦୁଇ ଟି କରି ଦେଇ ଥାଏ । କୁହ ମୁଁ କିଏ ?

ଉତ୍ତର- ଆଇନା ।

8- ଶରୀରରେ କେଉଁ ଅଙ୍ଗ ରୁ ଝାଳ ବାହରେ ନାହିଁ ?

ଉତ୍ତର- ଓଠ ।

9- ଏମିତି କେଉଁ ଜିନିଷ ଅଛି ଯାହା ଆଲୋକ ହେଲେ ଆସିଥାଏ ଓ ଅନ୍ଧାର ହେଲେ ଶେଷ ହୋଇଯାଏ ?

ଉତ୍ତର- ସଡକ ବା ଛାଇ ।

10- ଏମିତି କେଉଁ ଜିନିଷ ଅଛି ଯାହା ସ୍ତ୍ରୀ ବର୍ଷ କୁ ଥରେ କିଣିଥାଏ ?
ଉତ୍ତର- ରାକ୍ଷୀ ।

11- ଏମିତି କେଉଁ ଜାଗା ଅଛି ଯେଉଁଠି କି 5 ଜଣ ଲୋକ ଯାଇଥାନ୍ତି କିନ୍ତୁ 7 ଜଣ ଫେରିଥାନ୍ତି ?

ଉତ୍ତର- ବିବାହ ପରେ  କନ୍ୟା ଓ ତା ସହ ତାର କୌଣସି ବନ୍ଧୁ ବାନ୍ଧବ ଆସିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *