ଦେଶର ସବୁଠୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ୟୁପିଏସସି ପରୀକ୍ଷା ଅନ୍ୟତମ । ଏହି ପରୀକ୍ଷା ବିଷୟରେ ଆମେ ଲଗାତର ଆପଣଙ୍କୁ ଅପଡେଟ ଦେଇ ଆସୁଛୁ । ପ୍ରସ୍ତୁତି କରୁଥିବା କ୍ୟାଣ୍ଡିଡେଟମାନେ ମୁଖ୍ୟ ପରୀକ୍ଷା ପରେ ଇଣ୍ଟରଭିୟୁର ସାମ୍ନା କରିଥାନ୍ତି । କହିବାକୁ ଗଲେ ସବୁ ବର୍ଷ ଲକ୍ଷ ଲକ୍ଷ ପିଲା ସିବିଲ ପରୀକ୍ଷା ପାସ କରି ଆଇଏଏସ ଓ ଆଇପିଏସ ଅଧିକାରୀ ହେବାର ସ୍ଵପ୍ନ ଦେଖିଥାନ୍ତି ।
ଅଫିସର ହେବା ପାଇଁ ପରୀକ୍ଷା ସହିତ ଇଣ୍ଟରଭିୟୁ ପାସ କରିବା ବି ବହୁତ ଜରୁରୀ ହୋଇଥାଏ । ୟୁପିଏସସିର ଇଣ୍ଟରଭିୟୁରେ ଭଲ ଭଲ ଛାତ୍ର ବି ଫେଲ ହୋଇ ଯାଆନ୍ତି । ଇଣ୍ଟରଭିୟୁରେ ରିଜନିଙ୍ଗ ସହିତ ଆଉ କିଛି ପ୍ରଶ୍ନ ମଧ୍ୟ କରା ଯାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଉତ୍ତର
ପ୍ରଶ୍ନ – ଏମିତି କେଉଁ ଦେଶ ଅଛି ଯେଉଁଠି ରାତି ୧୨ ଟା ପରେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉତ୍ତର – ନରୱେ
ପ୍ରଶ୍ନ – ଭାରତରେ ପ୍ରଥମ ଥର IAS ପରୀକ୍ଷା କେବେ ହୋଇଥିଲା ?
ଉତ୍ତର – ୧୯୫୦ରେ
ପ୍ରଶ୍ନ – ୮ କୁ ୮ ଥର ଲେଖିବା ଦ୍ଵାରା ୧୦୦୦ କେମିତି ଆସିବ ?
ଉତ୍ତର – ୮୮୮+୮୮+୮+୮+୮ = ୧୦୦୦
ପ୍ରଶ୍ନ – ଚନ୍ଦ୍ରମା ଉପରେ ସର୍ବେ ପ୍ରଥମେ କେଉଁ ଗଛ ଉଠିବାରେ ସଫଳତା ମିଳିଛି ?
ଉତ୍ତର – କପାସ ଗଛ
ପ୍ରଶ୍ନ – ମନୁଷ୍ୟର ହୃଦୟର ଓଜନ ପାଖାପାଖି କେତେ ହୋଇଥାଏ ?
ଉତ୍ତର – ୨୮୯.୬ ଗ୍ରାମ
ପ୍ରଶ୍ନ – ମନୁଷ୍ୟକୁ ସୁନ୍ଦର କରୁଥିବା ଡର କଣ ଅଟେ ?
ଉତ୍ତର – ପାଉଡର
ପ୍ରଶ୍ନ – କେଉଁ ବ୍ୟକ୍ତିର ହୃଦୟ ୧ ମିନିରେ ୧୫୬ ଥର ସପନ୍ଦନ କରିସାରିଛି ?
ଉତ୍ତର – ନୀଳ ଆର୍ମସ୍ଟ୍ର୍ଂଗ
ପ୍ରଶ୍ନ – କେଉଁ ସହର ମାତ୍ର ୧ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର – ଇଲାହାବାଦ
ପ୍ରଶ୍ନ – ନୂଆ ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ କେଉଁଠି ଥିଲା ?
ଉତ୍ତର – କୋଲକାତା
ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାର କୌଣସି ଛାଇ ନ ଥାଏ ?
ଉତ୍ତର – ରାସ୍ତା
ପ୍ରଶ୍ନ – ତାହା କଣ ଅଟେ ଯାହାର ବୁଡିବାର ଦେଖି କେହି ବି ତାକୁ ବଞ୍ଚାଇବା ଯାଆନ୍ତି ନାହିଁ ?
ଉତ୍ତର – ସୂର୍ଯ୍ୟ
ପ୍ରଶ୍ନ – ଭାରତର ସବୁଠୁ ଲମ୍ବା ଫ୍ଲାଏଓଭର କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର – ହାଇଦ୍ରାବାଦ
ପ୍ରଶ୍ନ – ପାଣିରେ ପ୍ରବାହକୁ ମାପୁଥିବା ଯନ୍ତ୍ରର ନାଁ କଣ ?
ଉତ୍ତର – କ୍ୟୁସେକ
ପ୍ରଶ୍ନ – ଉଡୁଥିବା ଏକମାତ୍ର ଝିଟିପିଟିର ନାଁ କଣ ?
ଉତ୍ତର – Draco
ପ୍ରଶ୍ନ – ବେରୋମିଟରକୁ ପାତନରେ ବହୁତ ଜଲ୍ଦି ତଳକୁ ଖସିବାର ଅର୍ଥ କଣ ହୋଇଥାଏ ?
ଉତ୍ତର – ବାତ୍ୟା
ପ୍ରଶ୍ନ – ଝିଟିପିଟି ପାଣି ପିଇବା ସମୟରେ କାହିଁକି ଦେଖା ଯାଆନ୍ତି ନାହିଁ ?
ଉତ୍ତର – ଝିଟିପିଟିକୁ ତାହାର ଭୋଜନ ଦ୍ଵାରା ହିଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ମିଳିଯାଏ । ସେଥିପାଇଁ ତାକୁ ଅଲଗା ପାଣି ପିଇବା ଦରକାର ପଡେ ନାହିଁ ।
ପ୍ରଶ୍ନ – ଡିସ୍କ ବ୍ରେକର ଆବିଷ୍କାର କିଏ କରିଥିଲେ ?
ଉତ୍ତର – ଏକ ଲେଚେଷ୍ଟର
ପ୍ରଶ୍ନ – ମନୁଷ୍ୟକୁ ଆଖିରେ ଲେନ୍ସ କେତେ ମେଗାପିକ୍ସଲର ହୋଇଥାଏ ?
ଉତ୍ତର – ୫୭୬ ମେଗାପିକ୍ସଲ
ପ୍ରଶ୍ନ – Free Fire gameର ବ୍ରାଣ୍ଡ ଏମ୍ବେସଡର କିଏ ଅଟେ ?
ଉତ୍ତର – କ୍ରିଷ୍ଟିୟାନୋ ରୋନାଲ୍ଦୋ
ପ୍ରଶ୍ନ – ଭାରତରେ ପ୍ରଥମ ଥର ଏଟିଏମର ପ୍ରୟୋଗ କେବେ କରାଯାଇଥିଲା ?
ଉତ୍ତର – ୧୯୮୭
ପ୍ରଶ୍ନ – ବ୍ୟାଙ୍କକୁ ଓଡିଆରେ କଣ କୁହନ୍ତି ?
ଉତ୍ତର – ଅଧିକୋଷ
ପ୍ରଶ୍ନ – କ୍ଷୀରରୁ ଦହି କେଉଁ ଜୀବାଣୁ କାରଣରୁ ହୋଇଥାଏ ?
ଉତ୍ତର – ଲ୍ୟାକ୍ଟୋ ବେସିଲସ
ପ୍ରଶ୍ନ – କେଉଁ ଜୀବ ବିନା ଖାଦ୍ୟପାନରେ ଜୀବିତ ରହି ପାରିବ ?
ଉତ୍ତର – ଜୁଗନୁ
ପ୍ରଶ୍ନ – ପାରାସୁଟର ଆବିଷ୍କାର କିଏ କରିଥିଲେ ?
ଉତ୍ତର – ଏ. ଜେ. ଗାର୍ନରିନ
ପ୍ରଶ୍ନ – ତାହା କେଉଁ ପକ୍ଷୀ ଅଟେ ଯିଏ ଆଗକୁ ଓ ପଛକୁ ଦୁଇ ଆଡକୁ ଉଡିଥାଏ ?
ଉତ୍ତର – ହମିଙ୍ଗ ବାର୍ଡ
ପ୍ରଶ୍ନ – ତାହା କେଉଁ ପଶୁ ଅଟେ ଯାହା ଆକ୍ସା ଆଡକୁ ଦେଖି ପାରେ ନାହିଁ ?
ଉତ୍ତର – ଘୁଷୁରୀ
ପ୍ରଶ୍ନ – UPSCର ସ୍ଥାପନା କେବେ ହୋଇଥିଲା ?
ଉତ୍ତର – ୧୯୨୬
ପ୍ରଶ୍ନ – ଝିଅମାନେ କେଉଁ ଶବ୍ଦ ଶୁଣିବାକୁ ବିଲକୁଲ ବି ଶୁଣିବାକୁ ପସନ୍ଦ କରନ୍ତି ନାହିଁ ?
ଉତ୍ତର – ଆଣ୍ଟି ଶବ୍ଦ