Most Brilliant Gk questions: ଝିଅମାନେ କେଉଁ ଶବ୍ଦ ଶୁଣିବାକୁ ବିଲକୁଲ ବି ଶୁଣିବାକୁ ପସନ୍ଦ କରନ୍ତି ନାହିଁ ?

ଦେଶର ସବୁଠୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ୟୁପିଏସସି ପରୀକ୍ଷା ଅନ୍ୟତମ । ଏହି ପରୀକ୍ଷା ବିଷୟରେ ଆମେ ଲଗାତର ଆପଣଙ୍କୁ ଅପଡେଟ ଦେଇ ଆସୁଛୁ । ପ୍ରସ୍ତୁତି କରୁଥିବା କ୍ୟାଣ୍ଡିଡେଟମାନେ ମୁଖ୍ୟ ପରୀକ୍ଷା ପରେ ଇଣ୍ଟରଭିୟୁର ସାମ୍ନା କରିଥାନ୍ତି । କହିବାକୁ ଗଲେ ସବୁ ବର୍ଷ ଲକ୍ଷ ଲକ୍ଷ ପିଲା ସିବିଲ ପରୀକ୍ଷା ପାସ କରି ଆଇଏଏସ ଓ ଆଇପିଏସ ଅଧିକାରୀ ହେବାର ସ୍ଵପ୍ନ ଦେଖିଥାନ୍ତି ।

ଅଫିସର ହେବା ପାଇଁ ପରୀକ୍ଷା ସହିତ ଇଣ୍ଟରଭିୟୁ ପାସ କରିବା ବି ବହୁତ ଜରୁରୀ ହୋଇଥାଏ । ୟୁପିଏସସିର ଇଣ୍ଟରଭିୟୁରେ ଭଲ ଭଲ ଛାତ୍ର ବି ଫେଲ ହୋଇ ଯାଆନ୍ତି । ଇଣ୍ଟରଭିୟୁରେ ରିଜନିଙ୍ଗ ସହିତ ଆଉ କିଛି ପ୍ରଶ୍ନ ମଧ୍ୟ କରା ଯାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଉତ୍ତର

ପ୍ରଶ୍ନ – ଏମିତି କେଉଁ ଦେଶ ଅଛି ଯେଉଁଠି ରାତି ୧୨ ଟା ପରେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉତ୍ତର – ନରୱେ

ପ୍ରଶ୍ନ – ଭାରତରେ ପ୍ରଥମ ଥର IAS ପରୀକ୍ଷା କେବେ ହୋଇଥିଲା ?

ଉତ୍ତର – ୧୯୫୦ରେ

ପ୍ରଶ୍ନ – ୮ କୁ ୮ ଥର ଲେଖିବା ଦ୍ଵାରା ୧୦୦୦ କେମିତି ଆସିବ ?

ଉତ୍ତର – ୮୮୮+୮୮+୮+୮+୮ = ୧୦୦୦

ପ୍ରଶ୍ନ – ଚନ୍ଦ୍ରମା ଉପରେ ସର୍ବେ ପ୍ରଥମେ କେଉଁ ଗଛ ଉଠିବାରେ ସଫଳତା ମିଳିଛି ?

ଉତ୍ତର – କପାସ ଗଛ

ପ୍ରଶ୍ନ – ମନୁଷ୍ୟର ହୃଦୟର ଓଜନ ପାଖାପାଖି କେତେ ହୋଇଥାଏ ?

ଉତ୍ତର – ୨୮୯.୬ ଗ୍ରାମ

ପ୍ରଶ୍ନ – ମନୁଷ୍ୟକୁ ସୁନ୍ଦର କରୁଥିବା ଡର କଣ ଅଟେ ?

ଉତ୍ତର – ପାଉଡର

ପ୍ରଶ୍ନ – କେଉଁ ବ୍ୟକ୍ତିର ହୃଦୟ ୧ ମିନିରେ ୧୫୬ ଥର ସପନ୍ଦନ କରିସାରିଛି ?

ଉତ୍ତର – ନୀଳ ଆର୍ମସ୍ଟ୍ର୍ଂଗ

ପ୍ରଶ୍ନ – କେଉଁ ସହର ମାତ୍ର ୧ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉତ୍ତର – ଇଲାହାବାଦ

ପ୍ରଶ୍ନ – ନୂଆ ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ କେଉଁଠି ଥିଲା ?

ଉତ୍ତର – କୋଲକାତା

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାର କୌଣସି ଛାଇ ନ ଥାଏ ?

ଉତ୍ତର – ରାସ୍ତା

ପ୍ରଶ୍ନ – ତାହା କଣ ଅଟେ ଯାହାର ବୁଡିବାର ଦେଖି କେହି ବି ତାକୁ ବଞ୍ଚାଇବା ଯାଆନ୍ତି ନାହିଁ ?

ଉତ୍ତର – ସୂର୍ଯ୍ୟ

ପ୍ରଶ୍ନ – ଭାରତର ସବୁଠୁ ଲମ୍ବା ଫ୍ଲାଏଓଭର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ହାଇଦ୍ରାବାଦ

ପ୍ରଶ୍ନ – ପାଣିରେ ପ୍ରବାହକୁ ମାପୁଥିବା ଯନ୍ତ୍ରର ନାଁ କଣ ?

ଉତ୍ତର – କ୍ୟୁସେକ

ପ୍ରଶ୍ନ – ଉଡୁଥିବା ଏକମାତ୍ର ଝିଟିପିଟିର ନାଁ କଣ ?

ଉତ୍ତର – Draco

ପ୍ରଶ୍ନ – ବେରୋମିଟରକୁ ପାତନରେ ବହୁତ ଜଲ୍ଦି ତଳକୁ ଖସିବାର ଅର୍ଥ କଣ ହୋଇଥାଏ ?

ଉତ୍ତର – ବାତ୍ୟା

ପ୍ରଶ୍ନ – ଝିଟିପିଟି ପାଣି ପିଇବା ସମୟରେ କାହିଁକି ଦେଖା ଯାଆନ୍ତି ନାହିଁ ?

ଉତ୍ତର – ଝିଟିପିଟିକୁ ତାହାର ଭୋଜନ ଦ୍ଵାରା ହିଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ମିଳିଯାଏ । ସେଥିପାଇଁ ତାକୁ ଅଲଗା ପାଣି ପିଇବା ଦରକାର ପଡେ ନାହିଁ ।

ପ୍ରଶ୍ନ – ଡିସ୍କ ବ୍ରେକର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ଏକ ଲେଚେଷ୍ଟର

ପ୍ରଶ୍ନ – ମନୁଷ୍ୟକୁ ଆଖିରେ ଲେନ୍ସ କେତେ ମେଗାପିକ୍ସଲର ହୋଇଥାଏ ?

ଉତ୍ତର – ୫୭୬ ମେଗାପିକ୍ସଲ

ପ୍ରଶ୍ନ – Free Fire gameର ବ୍ରାଣ୍ଡ ଏମ୍ବେସଡର କିଏ ଅଟେ ?

ଉତ୍ତର – କ୍ରିଷ୍ଟିୟାନୋ ରୋନାଲ୍ଦୋ

ପ୍ରଶ୍ନ – ଭାରତରେ ପ୍ରଥମ ଥର ଏଟିଏମର ପ୍ରୟୋଗ କେବେ କରାଯାଇଥିଲା ?

ଉତ୍ତର – ୧୯୮୭

ପ୍ରଶ୍ନ – ବ୍ୟାଙ୍କକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ଅଧିକୋଷ

ପ୍ରଶ୍ନ – କ୍ଷୀରରୁ ଦହି କେଉଁ ଜୀବାଣୁ କାରଣରୁ ହୋଇଥାଏ ?

ଉତ୍ତର – ଲ୍ୟାକ୍ଟୋ ବେସିଲସ

ପ୍ରଶ୍ନ – କେଉଁ ଜୀବ ବିନା ଖାଦ୍ୟପାନରେ ଜୀବିତ ରହି ପାରିବ ?

ଉତ୍ତର – ଜୁଗନୁ

ପ୍ରଶ୍ନ – ପାରାସୁଟର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ଏ. ଜେ. ଗାର୍ନରିନ

ପ୍ରଶ୍ନ – ତାହା କେଉଁ ପକ୍ଷୀ ଅଟେ ଯିଏ ଆଗକୁ ଓ ପଛକୁ ଦୁଇ ଆଡକୁ ଉଡିଥାଏ ?

ଉତ୍ତର – ହମିଙ୍ଗ ବାର୍ଡ

ପ୍ରଶ୍ନ – ତାହା କେଉଁ ପଶୁ ଅଟେ ଯାହା ଆକ୍ସା ଆଡକୁ ଦେଖି ପାରେ ନାହିଁ ?

ଉତ୍ତର – ଘୁଷୁରୀ

ପ୍ରଶ୍ନ – UPSCର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୧୯୨୬

ପ୍ରଶ୍ନ – ଝିଅମାନେ କେଉଁ ଶବ୍ଦ ଶୁଣିବାକୁ ବିଲକୁଲ ବି ଶୁଣିବାକୁ ପସନ୍ଦ କରନ୍ତି ନାହିଁ ?

ଉତ୍ତର – ଆଣ୍ଟି ଶବ୍ଦ

Leave a Reply

Your email address will not be published. Required fields are marked *