କରୋନା ରେ ଆକ୍ରାନ୍ତ ହୋଇ ମଧ୍ୟ ଦେଖନ୍ତୁ କିପରି ଜନ୍ମାଷ୍ଟମୀ ପୂଜା କଲେ ହିରୋଇନ Jhilik Bhatajrajee, ଭାଇରାଲ ହେଲା Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଜବରଦସ୍ତ ପର୍ଫୋମାଂସ ଦେଇ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତି କିଛି କଳକାରା ମାନେ ଅଛନ୍ତି ଯେଉଁ ମାନେ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ କେତେକ କଳାକାରା ମାନେ ଅଛନ୍ତି ଯେଉଁ ମାନେ ଆରେଞ୍ଜ ମ୍ୟାରେଜ କରି ହସ ଖୁସିରେ ଲାଇଫ ବିତାଉଛନ୍ତି । ବର୍ତ୍ତମାନ କୋରୋନା ସମୟରେ କେତେକ କଳାକାର ମାନେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ତ ଆଉ କେତେକ ନିଜର ଜୀ-ବ-ନ ହା-ରି-ଛ-ନ୍ତି ।

ତେବେ ଅଭିନେତ୍ରୀ ଝିଲିକ ଭତ୍ତାଚାର୍ଜ୍ୟ କୋରୋନାରେ ଆକ୍ରାନ୍ତ ହୋଇ କିପରି ଭାବେ ଜନ୍ମାଷ୍ଟମୀ ପାଳନ କରିଛନ୍ତି ସେହି ବିଷରେ ଆଜି ଆମେ ଆପଣ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଆପଣ ମାନେ ବଙ୍ଗାଳୀ ନାୟିକା ଯିଏ କି ଓଡିଆ ଜଗତରେ ନିଜର ଜବରଦସ୍ତ ଅଭିନୟ ପାଇଁ ପରିଚିତ ସେ ହେଉଛନ୍ତି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ଝିଲିକ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଗତ କିଛି ଦିନ ତଳେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ଦୁଖର ବିଷୟ ଯେ ଗତ ଦୁଇ ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହେବାର କଥା ନିଜ ସୋସିଆଲ ଆକାଉଣ୍ଟରେ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ କୋରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଗତ କାଲି ସେ ଜନ୍ମାଷ୍ଟମୀ ବିଧି ବିଧାନ ଅନୁସାରେ ନିଜ ଘରେ ପାଳନ କରିଛନ୍ତି । ଏହି ଭିଡିଓ ମାଧ୍ୟମ ରେ ଆପଣ ମାନେ ଅଭିନେତ୍ରୀ ଝିଲିକ ଙ୍କୁ ଜନ୍ମାଷ୍ଟମୀ ବେଶ ଭଲ ଭାବେ ପୂଜା କରୁଥିବାର ନିଶ୍ଚୟ ଦେଖି ପାରିବେ । ସେ ଭଗବାନ ଶ୍ରୀ କୃଷ୍ଣଙ୍କ ନୀତି ନିୟମ ଅନୁସାରେ ପୂଜା କରିବା ସହ ନାନାଦି ପ୍ରକାର ର ଭୋଗ ଲଗାଇଥିବାର ଏହି ଭିଡିଓ ରେ ଜଣା ପଡୁଛି । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ଥିଲେ ମହଦୀ ତାଙ୍କର ଭଗବାନ ଙ୍କ ପ୍ରତି ଏତେ ବିଶ୍ଵାସ ଓ ଶ୍ରଦ୍ଧା ରହିଛି ତାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

ଆପଣ ମାନେ ଜାଣିଥିବେ ଝିଲିକ ବଙ୍ଗାଳୀ ନାୟିକା ହେଲେ ମଧ୍ୟ ଓଡିଆ ଘର ରୀତିନୀତି ଓ ପରମ୍ପରା ବିଷୟରେ ସେ ବେଶ ଭଲ ଭାବେ ଅବଗତ ଅଟନ୍ତି । ସେ ଓଡିଆ ଘରେ ବିବାହ କରିବା ପରେ ସବୁ ରୀତିନୀତି ନିୟମର ସହ ପାଳନ କରିବାକୁ ଆଗେଇ ଆସିଥାନ୍ତି । ଯାହା ଆପଣ ମାନେ ଏହି ଭିଡିଓ ଜରିଆରେ ଲକ୍ଷ୍ୟ କରି ପାରିବେ । ଆଶା କରୁଛୁ ଝିଲିକ ବହୁତ ଜଲ୍ଦି ଆରୋଗ୍ଯ ଲାଭ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *