ଏମିତି ସମୟରେ ସବୁ ଝିଅ ଏକୁଟିଆ ରହିବା ପସନ୍ଦ କରନ୍ତି, କଣ ଆପଣଙ୍କ ପାର୍ଟନର ମଧ୍ୟ ଏମିତି କରୁଛନ୍ତି କି?

ଆପଣ ଏହା ଅନୁଭବ କରିଥିବେ ଓ ଦେଖିଥିବେ ଯେ ବହୁତ ଲୋକ ଝିଅଙ୍କ ବିଷୟରେ ବହୁତ କିଛି ଜଣେଇଥାନ୍ତି କିନ୍ତୁ ବାରମ୍ବାର ଗୋଟେ କଥା କୁହନ୍ତି ଯେ ଝିଅମାନଙ୍କୁ ଜାଣିବା ବହୁତ କଷ୍ଟକର ବା ଅସମ୍ଭବ ଅଟେ । କିଛି କଥା ସବୁ ଝିଅଙ୍କ ମଧ୍ୟରେ କମନ ହୋଇଥାଏ, ଯାହା ଉପରେ ଧ୍ୟାନ ଦେଲେ ବୁଝିବା ଅଧିକ କଷ୍ଟ ହୋଇନଥାଏ । ସର୍ବ ପ୍ରଥମ କଥା ସବୁ ଝିଅ ନିଜ ଜୀବନ ବିଷୟରେ ଅଭିଯୋଗ କରିଥାନ୍ତି ।

ତାଙ୍କ ଅନୁଯାଇ ତାଙ୍କୁ ନିଜ ପାଇଁ କେବେ ସମୟ ମିଳି ପାରେ ନାହିଁ ଯେମିତି ସମସ୍ତେ ଚାହାଁନ୍ତି ସେମିତି ସେ ନିଜ ସହ ସମୟ କାଟି ପାରନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ଏମିତି କଥା ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ତାଙ୍କୁ କେଉଁ କେଉଁ ସମୟରେ ଏକୁଟିଆ ରହିବା ପାଇଁ ମନ ହେଇଥାଏ । ଏହି ଖବର ସେହି ସବୁ ଲୋକଙ୍କ ପାଇଁ ବହୁତ ମହତ୍ଵପୂର୍ଣ ହୋଇଥାଏ ଯାହାର ସ୍ତ୍ରୀ ଅଛନ୍ତି ବା ଗର୍ଲଫ୍ରେଣ୍ଡ ଅଛନ୍ତି, ଏମିତି ଲୋକଙ୍କ ପାଇଁ ଏହି ଖବର ବହୁତ ଲାଭକାରୀ ଅଟେ ଯାହା ଦ୍ଵାରା ସେ ନିଜ ପାର୍ଟନରକୁ ଭଲ ଭାବରେ ଚିହ୍ନି ପାରିବେ ।

ସର୍ବ ପ୍ରଥମେ ଯେତେବେଳେ ଝିଅ ର ମନ କେହି ଭାଙ୍ଗି ଥାଏ ବା କେହି ନିଜର ତାକୁ ଧୋଖା ଦେଇଥାଏ ଏମିତି ସମୟରେ ଝିଅମାନେ ଏକୁଟିଆ ରହିବା ପସନ୍ଦ କରନ୍ତି । ଝିଅମାନଙ୍କ ମନ ବହୁତ ଛୋଟ ଓ ମାସୁମ ହୋଇଥାଏ ଏମିତି ପରିସ୍ଥିତି ରେ ଯଦି କେହି ତାଙ୍କ ମନ ଭାଙ୍ଗେ ତେବେ ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇଥାଏ ଓ ଏହା ପରେ ସେ ଏକୁଟିଆ ରହିବା ପସନ୍ଦ କରନ୍ତି । ଏହା ଛଡା ଯେତେବେଳେ ବାପା ମାଁ ଝିଅକୁ ଅଜନବି ସହ ବିବାହ କରେଇ ଦିଅନ୍ତି ବା ଝିଅ ଇଛା ବିରୂଧରେ ବିବାହ କରନ୍ତି ସେତେବେଳେ ଝିଅ ମନ ବହୁତ ଦୁଃଖ ହୋଇଥାଏ ଓ ଝିଅ ଏକୁଟିଆ ରହି ନିଜ ଦୁଃଖରୁ ବାହାରିବା ପାଇଁ ଏକୁଟିଆ ରହିବା ପସନ୍ଦ କରନ୍ତି ।

ବିବାହ ପାଇଁ ସବୁ ଝିଅଙ୍କ ବହୁତ ବଡ ବଡ ସପନ ଥାଏ ସମସ୍ତଙ୍କୁ ପ୍ରେମ ବିବାହ ଦରକାର ନଥାଏ କିନ୍ତୁ ସବୁ ଝିଅଙ୍କୁ ନିଜ ପସନ୍ଦ ବର ଦରକାର ଥାଏ କିନ୍ତୁ କିଛି ଝିଅଙ୍କ ମାଁ ବାପା ଅନୁଯାଇ ବିବାହ ପରେ ପସନ୍ଦ ଆସି ଜୀବ ବୋଲି କହି ବିବାହ କରେଇ ଦିଅନ୍ତି ଓ ଝିଅ ଏହାକୁ ଆପଣେଇ ପାରେ ନାହିଁ ।

Leave a Reply

Your email address will not be published. Required fields are marked *