ଫେବୃୟାରି ଦ୍ଵିତୀୟ ମଙ୍ଗଳବାର ଦିନ ହନୁମାନ କରିବେ ଚମତ୍କାର, ଏହି ୪ଟି ରାଶିର ହେବ ସମସ୍ତ ମନୋକାମନା ପୂର୍ଣ୍ଣ

ଦୁନିଆରେ ସମସ୍ତେ ଏହା ଜାଣିଛନ୍ତି ଯେ ହନୁମାନ ଠାକୁର ସବୁ କଷ୍ଟରୁ ମୁକ୍ତି ଦେଇଥାନ୍ତି ସେଥିପାଇଁ ତାଙ୍କୁ ସଙ୍କଟମୋଚନ ମଧ୍ୟ କୁହା ଯାଏ । ସଙ୍କଟ ସମୟରେ ମନ ଧ୍ୟାନ ଦେଇ ଠାକୁରଙ୍କୁ ଡାକିଲେ ହନୁମାନ ଠାକୁର ନିଶ୍ଚିନ୍ତ ସାହାଜ୍ଯ କରନ୍ତି, କଳିଯୁଗ ରେ କେବଳ ହନୁମାନ ଠାକୁର ଅଛନ୍ତି ଯିଏ ସମସାତଙ୍କ ସଙ୍କଟ ଦୂର କରିଥାନ୍ତି । ହନୁମାନ ଠାକୁର କଳିଯୁଗ ଏମିତି ଠାକୁର ଯିଏ ମନ ଧ୍ୟାନ ଦେଇ ପୂଜା କଲେ ବହୁତ ଶୀଘ୍ର ପ୍ରଶାନ ହୋଇ ଯାନ୍ତି ଓ ମନୋକାମନା ପୂର୍ଣ କରନ୍ତି ।

ହନୁମାନ ଠାକୁରଙ୍କୁ ପୂଜା କରୁଥିବା ଭକ୍ତ ନିଜ ଜୀବନ ରେ କେବେ ବି ହାରନ୍ତି ନାହିଁ ଓ ସବୁବେଳେ ଖୁସି ରେ ରୁହନ୍ତି ।

ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ ଲୋକ ଭରସା କରନ୍ତି କିନ୍ତୁ ବହୁତ ଲୋକ ଜ୍ୟୋତିଷ ଶାସ୍ତ୍ର ମାନନ୍ତି ନାହିଁ । କୁହା ଯାଏ ଯେ ଆମ ଜୀବନ ରେ ଯାହା ଘଟି ଥାଏ ତାହା ଆମ ରାଶି ଗୋଚର ଅନୁଯାଇ ଘଟି ଥାଏ । ତେବେ ଆସନ୍ତୁ ଏହି ଫେବୁଆରୀ ପ୍ରଥମ ମଙ୍ଗଳବାର ରେ କେଉଁ ରାଶି ଉପରେ ହନୁମାନ ଠାକୁର କୃପା କରିବେ ଓ ତାଙ୍କ ମନୋକାମନା ପୂର୍ଣ କରିବେ ।

କର୍କଟ :

ସର୍ବ ପ୍ରଥମେ କର୍କଟ ରାଶି କଥା ଆମେ କହିବାକୁ ଯାଉଛୁ, ଏହି ରାଶି ଲୋକ ଖୁବ ଶୀଘ୍ର ସବୁ ପ୍ରକାର ସଙ୍କଟ ଠାରୁ ମୁକ୍ତି ପାଇବେ, ହନୁମାନ ଠାକୁରଙ୍କ ଅସିମ କୃପା ଆପଣଙ୍କ ଉପରେ ରହିବେ ।

ସିଂହ :

ହନୁମା ଠାକୁରଙ୍କ କୃପା ପ୍ରାପ୍ତ କରିବା ପାଇଁ ସତ ମନ ଦ୍ଵାରା ପୂଜା କରନ୍ତୁ ଓ ॐ ହରଂ ହରରି ହରିଶ୍ଚଂଦ୍ର ହନୁମଂତ ହଲଯୁଧମ” ଏବଂ“ୱୈ ସ୍ମରେନ୍ନତ୍ଯିଂ ଘୋର ସଂକଟନାଶନମ୍”ମନ୍ତ୍ର ଜାପ କରନ୍ତୁ ଏହା ଦ୍ଵାରା ଆପଣଙ୍କ ସବୁ ସଙ୍କଟ ଦୂର ହୋଇଥାଏ ।

ମକର :

ଯଦି ଏହି ରାଶି ଲୋକ ସବୁ ପ୍ରକାର ଦୁଃଖ କଷ୍ଟ ଠାରୁ ଦୂର ହବାକୁ ଚାହୁଁଛନ୍ତି ତେବେ ‘ॐ ଭୌମାୟ ନମଃ’ ମଂତ୍ର ୧୦୮ ଥର ଜାପ କରନ୍ତୁ । ଏହି ମନ୍ତ୍ର ଜାପ କଲା ବେଳେ ଭୁଲରେ ବି କାହା ବିଷୟରେ ଖରାପ ଭାବନ୍ତୁ ନାହିଁ କେବଳ ସଫା ମନ ଓ ଧ୍ୟାନ ଦେଇ ହନୁମାନ ଠାକୁରଙ୍କୁ ମନେ କରନ୍ତୁ ଖୁବ ଶୀଘ୍ର ଆପଣଙ୍କ ସବୁ ପ୍ରକାର କଷ୍ଟ ଦୂର ହୋଇବ ।

ତୁଳା :

ତୁଳା ରାଶି ଲୋକଙ୍କ ପାଇଁ ଏହି ମଙ୍ଗଳବାର ବହୁତ ଶୁଭ ରହିବ, ଯଦି ତାଙ୍କ ଘରେ କୌଣସି ଅସୁବିଧା ଚାଲୁଛି ତେବେ ତାହା ସମାପ୍ତ ହବ ଓ ଘର ସୁଖମୟ ରହିବ । ଚାକିରି ବା ବ୍ୟବସାୟ ରେ ଉନ୍ନତି ପ୍ରାପ କରିବେ ।

Leave a Reply

Your email address will not be published. Required fields are marked *