ବିବାହିତ ଭାରତୀୟ ଙ୍କୁ ଆଫେୟର କରିବା ପାଇଁ ବହୁତ ପସନ୍ଦ ଆସୁଚି ଏହି ଆପ୍- ଜାଣନ୍ତୁ ଏହା କଣ

ଅନଲାଇନ୍ ଡେଟିଂ ଆପ୍ ଗ୍ଲିଡେନ୍ ରେ ମହିଳା ଙ୍କ ସଂଖ୍ୟା ପୁରୁଷ ଙ୍କ ସମାନ ଅଟେ । ଏଥିରେ ସବୁଠୁ ଅଧିକ ରେଜିଷ୍ଟ୍ରେସନ କରିବା ଲୋକ ରେ ବାଙ୍ଗାଲୋର ସହର ସବୁଠୁ ଆଗରେ ଅଛି । ଏକ୍ସଟ୍ରା ମୈରିଟଲ୍ ଆଫେୟର ର ତଲାସ କରିବା ଲୋକ ବିବାହିତ ଙ୍କ ପାଇଁ ହେଇଥିବା ପ୍ଲାଟ୍ ଫର୍ମ ଗ୍ଲିଡେନ୍ ବହୁତ ଶୀଘ୍ର ଅଧିକ ପ୍ରସାରିତ ହେଇ ଚାଲିଛି । ଏଥିରେ ୮ ଲକ୍ଷ ଭାରତୀୟ ରେଜିଷ୍ଟ୍ରେସନ କରି ସାରିଲେଣି ।

ଏଥିରେ ମହିଳା ଙ୍କ ସଂଖ୍ୟା ବି କମ୍ ନାହିଁ । ଏ ସର୍ଭେ ଜାନୁୟାରୀ ର ପ୍ରଥମ ସପ୍ତାହ ରେ କରଯାଇଥିଲା, ଯେତେବେଳେ ଲୋକ ଙ୍କ ଛୁଟି ସରିଯାଇଥିଲା ଓ ପିଲାଙ୍କ ସ୍କୁଲ୍ ଖୋଲି ଯାଇଥିଲା ।

ନଭେମ୍ବର ୨୦୧୯ ରେ ଏ ସର୍ଭେ ରେ ଆସୁଥିବା ଲୋକ ମୁମ୍ବାଇ, କୋଲକାତା, ଦିଲ୍ଲୀ, ପୁନେ, ହାଇଦ୍ରାବାଦ୍, ଚେନାଇ, ଅହମଦାବାଦ, ଚଣ୍ଡୀଗଡ଼, ଜୟପୁର, ଲକ୍ଷ୍ନୌ, ସୁରଟ, ଭୁବନେଶ୍ୱର ଲୋକ ସବୁଠୁ ଅଧିକ ଥିଲେ । ବିବାହିତ ଜୀବନ ରେ ଖୁସି ନଥିବା ଲୋକେ ଫ୍ରାନ୍ସ ର ଏ ଅନଲାଇନ୍ ଡେଟିଂ ପ୍ଲାଟ୍ ଫର୍ମ ରେ ନିଜ ଜୀବନ କୁ ଆଧାର କରୁଛନ୍ତି ।

ଏ ଅାପ୍ ର ଗ୍ରୋଥ ରେଟ୍ ୫୬୭ ଫିସନ୍ଦି ଅଟେ । ତେଣୁ ଏହା ଦ୍ବାରା ଜଣାଯାଇଛି ଯେ ବିବାହ ଛାଡ଼ି ରୋମାନ୍ସ ଖୋଜୁଥିବା ଲୋକ ଅଧିକ । କମ୍ପାନୀ ର ମାନେଜର କହିଛନ୍ତି ଯେ ଭାରତ ରେ କୌଣସି ବିଜ୍ଞାପନ ବିନା ରେ ବି ସପକ୍ରିପ୍ସନ ବଢୁଛି । ଭାରତ ରେ ବିବାହିତ ର ସମ୍ବନ୍ଧ ର ସକ୍ରୀୟତା ନୁହେଁ ଅଧିକ ଭାରତୀୟ ପ୍ଲଟିଂ ପାଇଁ ୱେବ୍ ସାଇଟ୍ ର ବ୍ୟବହାର କରୁଛନ୍ତି ।

ଗ୍ଲିଡେନ୍ ଡ଼ଟ୍ କମ୍ କୁ ମହିଳା ଙ୍କ ଗ୍ରୁପ୍ ଚଳାଉଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ଏଥିରେ ଯୋଗ ଦେବା ଲୋକ ୩୪ରୁ୪୯ ବର୍ଷ ଭିତରେ ହେଇଥାନ୍ତି । ଭାରତରେ ଅଧିକ ଓକିଲ, ଡାକ୍ତର ଇତ୍ୟାଦି ବରିଷ୍ଠ କାର୍ଯ୍ୟ କର୍ମୀ ଯୋଗ ଦେଉଛନ୍ତି । ଏହି ଆପ ପରିଚୟ ଲୁଚେଇବାର ଗ୍ରାରେଣ୍ଟି ଦେଇଥାଏ । ଏଥିରେ ଆସିବା ପାଇଁ ପିଲାଙ୍କ ସଂଖ୍ୟା, ବୈବାହିକ ସ୍ଥିତି, ବ୍ୟବସାୟ, ଆୟ, ଫିଗର୍, କେଶ ରଙ୍ଗ, ଲମ୍ବା ଓ ଆଖି ରଙ୍ଗ ଇତ୍ୟାଦି ବିଷୟରେ ସୂଚନା ଦେବାକୁ ପଡିଥାଏ । ଅଧିକାଂଶ ଲୋକ ଯିଏ ନିଜ ବୈବାହିକ ଜୀବନରେ ଖୁସି ନାହିଁ ସେମାନେ ଏହି ଆପ ବ୍ୟବହାର କରିବାର ଦେଖା ଯାଉଛି ।

Leave a Reply

Your email address will not be published. Required fields are marked *