ପିଏଫ ଖାତାଧାରକ ମାନଙ୍କ ପାଇଁ ବଡ ଖବର ! ଜରୁରୀ ଅଟେ ଏହି କାମ କରିବା, ନ କରିବା ଲୋକଙ୍କର ଫସି ରହିଯିବ ଟଙ୍କା

ଲକଡାଉନ ସମୟରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ରେ ଏମ୍ପଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ମେମ୍ବର୍ସକୁ ଟଙ୍କା ବାହାର କରିବା ପାଇଁ ଅନୁମତି ଦିଆ ଯାଇଛି, ଯଦି ପିଏଫ ଏକାଉଣ୍ଟ ହୋଲ୍ଡର କାହାକୁ ନିଜ ନୋମିନୀ ରଖି ନାହାନ୍ତି ତେବେ ଆପଣଙ୍କ ଟଙ୍କା ଫସି ପାରେ, ତେବେ ଇପିଏଫଓ ରେ ଏହି ସର୍ଭିସ ଗତ ବର୍ଷ ଠାରୁ ଲାଗୁ କରା ଯାଇଛି, ସେତେବେଳେ ଠାରୁ ଏବେ ପର୍ଯ୍ୟନ୍ତ ବହୁତ ଖାତାଧାରକ ନୋମିନୀ ପ୍ରକ୍ରିୟା ପୂର୍ଣ କରି ନାହାନ୍ତି । କିନ୍ତୁ ବର୍ତମାନ ରେ ଇପିଏଫଓ ଏଥିରେ ନୂଆ ନିୟମ ଯୋଡିବା ପାଇଁ ପ୍ଲାନିଗ କରୁଛନ୍ତି, ଯଦି କୌଣସି ଖାତାଧାରକ ନିଜ ଏକାଉଣ୍ଟ ରେ କାହାକୁ ନୋମିନୀ ରଖୁ ନାହାନ୍ତି ତେବେ ସେ ନିଜ ଇପିଏଫ ବାହାର କରି ପାରିବେ ନାହିଁ ।

ଏହା ସହ ଇପିଏଫଓ ଦ୍ଵାରା ଅନ୍ଲାଇନ ସାହାଜ୍ଯ କରା ଯାଉଛି ଯାହା ଦ୍ଵାରା ଘରେ ବସି ଆପଣ ନୋମିନେଶନ କରି ପାରିବେ, ଇପିଏଫଓ ନିୟମ ଅନୁଯାଇ କୌଣସି ଲୋକ କେବଳ ନିଜ ଘର ଲୋକଙ୍କୁ ନୋମିନୀ ବନେଇ ପାରିବେ, କିନ୍ତୁ ଯଦି ଲୋକ ପରିବାର ନାହିଁ ତେବେ ଅନ୍ୟ ସାଙ୍ଗ ବା ଭରସା ଥିବା ଲୋକଙ୍କୁ ନୋମିନୀ ବନେଇବା ପାଇଁ ଉପାୟ ମଧ୍ୟ ଅଟେ, ପରିବାର ହେଲା ପରେ ଏହି ନୋମିନୀ ଅମାନ୍ଯ ହୋଇଯାଏ ଏବଂ ଆପଣଙ୍କୁ ନିଜ ପରିବାର ଲୋକଙ୍କୁ ନୋମିନୀ ବନେଇବାକୁ ପଡିବ ।

ଈ- ନୋମିନେଶନ ସୁବିଧା ରେ ଆପଣ ଘରେ ବସି ନୋମିନୀ ନା ଅନଲାଇନ ଦରଜ କରି ପାରିବେ ଯାହା ତାଙ୍କ ଆଧାର ନଂ ସହ ଲିଙ୍କ ଥିବ । ଏହାକୁ କେବଳ ଅଂଶ ଧାରକ ଖୋଲି ପାରିବେ, ଏହା ଛଡା ସେହି ଲୋକ ମୃତ୍ୟୁ ପରେ ନୋମିନୀ କୁ କେବଳ ନିଜ ସମ୍ପର୍କ ଏବଂ ମୃତ୍ୟୁ ବରଣ କରିଥିବା ଲୋକ ପ୍ରମାଣ ପତ୍ର ଦେଖେଇବାକୁ ହବ, ଅନ୍ୟ ସବୁ ପ୍ରକାର ସୁବିଧା ଆପଣ ଅନଲାଇନ ପାଇ ଯିବେ । ଈ- ନୋମିନେଶନ ରେ ନିଜ ପରିବାର ସଦସ୍ୟ ସହ ଈପିଏଫଓ ପୋର୍ଟାଲ ରେ ଯାନ୍ତୁ ଏବଂ ଲାଗ- ଇନ କରନ୍ତୁ, ଏଠାରେ ଆପଣଙ୍କୁ ୟୁଏଏନ, ପାସ୍ୱାର୍ଡ ଏବଂ କେପଚା କୋରଡ ପକେଇବାକୁ ହବ, ଏହା ପରେ ଆପଣଙ୍କୁ ଉପରେ ଭିୟୁ ଅପସନ ଦେଖା ଜୀବ, ଏଠାରେ କ୍ଲିକ କଲେ ଆପଣଙ୍କୁ ପ୍ରୋଫାଇଲ ଆସିବ ଯଦି ଆପଣ ନିଜ ଫଟୋ ଅପ୍ଲୋଡ କରି ନାହାନ୍ତି ତେବେ କରି ଦିଅନ୍ତୁ ।

ଏହା ପରେ ମେନେଜ ଅପସନ ରେ ଯାଇ ଈ- ନୋମିନେଶନ ରେ ଯାନ୍ତୁ, ଏଠାରେ ନିଜ ନୋମିନୀ ନା ଲେଖନ୍ତୁ, ଏଠାରେ ଆପଣଙ୍କୁ ପ୍ରଥମ ପ୍ରଶ୍ନ ଏହା ପଚରା ଜୀବ ଯେ ଆପଣଙ୍କ ପରିବାର ଅଛି ବା ନାହିଁ, ଯଦି ଆପଣ ହଁ କୁହନ୍ତି ତେବେ ଆପଣଙ୍କୁ ପରିବାର ଡିଟେଲ ପଚରା ଜୀବ, ଏହା ପରେ ତାଙ୍କ ସ୍କାନ କରା ଯାଇଥିବା ଫଟୋ ଅପ୍ଲୋଡ କରନ୍ତୁ । ଏହା ପରେ ଏଡ ନିଉ ବଟନ ରେ ଯାଇ ନିଜ ପରିବାର ସବୁ ଡିଟେଲ ପୂର୍ଣ କରନ୍ତୁ ଏହା ପରେ ସେଭ ଫ୍ୟାମିଲି ଡିଟେଲ ମାରି ସେଭ କରନ୍ତୁ ।

Leave a Reply

Your email address will not be published. Required fields are marked *