ଆଜିକା ସମୟରେ ଲୋକଙ୍କ ବାବା ଉପରେ ଭରସା କରିବା ବହୁତ କଠିନ ଅଟେ କିନ୍ତୁ ପ୍ରକୃତି କେବେ କେବେ ଏମିତି କିଛି ଦେଖାଇଥାଏ ଯାହା ଆମେ କେବେ ସପନରେ ମଧ୍ୟ ଦେଖିବାକୁ ପାଇ ନଥାଉ । ତେବେ ଗୋରଖପୁର, ଦେଉରା ନାମକ ଜାଗାରେ ଜଣେ ସାଧୁ ହଟାତ ଦେଖା ଦେଇଥିଲେ ତାଙ୍କ ଜନ୍ମ ବିଷୟରେ କେହି ଜାଣି ନଥିଲେ ସେ ଗୋଟେ କୁଟିଆରେ ବାସ କରୁଥିଲେ ସେହି କୂଟିଆ ସରୟୂ ନଦୀ ଉପରେ ଥିଲା ବାବା କେବଳ ସ୍ନାନ ପାଇଁ ତଳକୁ ଆସୁଥିଲେ ଆଉ ତା ପରେ ଉପରକୁ ଯାଇ ବାସ କରୁଥିଲେ ।
ତେବେ କିଛି ମାସ ଏହି ଭଳି ରହିବା ପରେ ଲୋକଙ୍କ ଭିତରେ ତାଙ୍କ ବିଷୟରେ ଜାଣିବାର କୋତୁହଳ ହେଲା କିନ୍ତୁ ତା ପରେ ମଧ୍ୟ ତାଙ୍କ ଜନ୍ମ ବିଷୟରେ କିଛି ଜଣା ପଡିଲା ନାହିଁ ବାବଙ୍କ ନାମ କେହି ଜାଣି ନଥିଲେ ଔ ଦେଉରା ନାମକ ଜାଗାରେ ବାବା ବାସ କରୁଥିଲେ ସେଥିପାଇଁ ତାଙ୍କ ନାମ ଦେଉରା ବାବା ରଖା ଯାଇଥିଲା ।
ଦେଉରା ବାବା ବହୁତ ବର୍ଷ ଧରି ଜୀବିତ ରହିଥିଲେ ଏହାର ପ୍ରମାଣ ଅଟେ ଯେ ସେ ଇନ୍ଦ୍ରା ଗାନ୍ଧୀ, ରାଜୀବ ଗାନ୍ଧୀ, ଜବାହଲ ନେହରୁ ଆଉ ବହୁତ ବଡ ବଡ ଲୋକଙ୍କୁ ନିଜେ ଆଶୀର୍ବାଦ ଦେଇଛନ୍ତି ଆଉ ଏହାର ପ୍ରମାଣ ମଧ୍ୟ ଅଛି । ଲୋକଙ୍କ କହିବା ଅନୁଯାଇ ଦେଉରା ବାବା କିଛି ସେବନ କରୁ ନଥିଲେ କେବଳ କ୍ଷୀର ଆଉ ତାହା ମଧ୍ୟ କେଉଁଠାରୁ ଆସୁଥିଲା କେହି ଜାଣି ନଥିଲେ ।
କାହିଁକିନା ବାବା କେବେ ତଳକୁ ଆସୁ ନଥିଲେ ବାବା ନିଜ କୁଟିଆରେ ବାଲକୋନୀରେ ବସି ନିଜ ଭକ୍ତ ମାନଙ୍କ ସମସ୍ୟା ଶୁଣୁଥିଲେ ଆଉ ସମାଧାନ ମଧ୍ୟ କରୁଥିଲେ । ତାଙ୍କ ମହିମା ଲୋକଙ୍କ ଭିତରେ ବହୁତ ବଢି ଯାଉଥିଲା କାହିଁକିନା ତାଙ୍କ ପାଖରେ ଆସି ଖୁଙ୍ଖାର ଜୀବ ଜନ୍ତୁ ମଧ୍ୟ ଶାନ୍ତ ପଡି ଯାଉଥିଲେ ଏହା ଛଡା କୌଣସି ଜୀବ କେବେ ତାଙ୍କୁ ଖ୍ଯାତି କରି ନାହିଁ ।
ଥରେ ରାଜୀବ ଗାନ୍ଧୀ ଦେଉରା ବାବାଙ୍କୁ ଦେଖା କରିବାକୁ ଇଛା କଲେ ଯାହା ପରେ ପୋଲିସ ଅଧିକାରୀ ମାନେ ବାବଙ୍କ ପାଖରେ ଥିବା ବବୁଲ ଗଛ କାଟିବାକୁ ଆସିଲେ ବାବା କହିଲେ ଗଛ ତମର କଣ ଦୋଷ କରିଛି ଅଧିକାରୀ କହିଲେ ସୁରକ୍ଷା ପାଇଁ ଏହା ଆବଶ୍ୟକ ଅଟେ ।
ବାବା ତାଙ୍କୁ କହିଲେ ଗଛ ର ଏଥିରେ କଣ ଦୋଷ ସେ ମତେ କହିବ ତମକୁ ଦେଖା କରିବାକୁ ଜଣେ ଲୋକ ଆସିଲା ବଲି ମତେ ମାରିଦେଲ ମୁଁ ତାକୁ କଣ କହିବି ଗଛ କଟା ହବ ନାହିଁ ତା ପରେ ମଧ୍ୟ ଅଧିକାରୀ ମାନିଲେ ନାହିଁ । ବାବା କହିଲେ ତମ ନେତାଙ୍କୁ ଆସିବା କିଛି ଆବଶ୍ୟକ ନାହିଁ ଆଉ ଏହା ପରେ ରାଜୀବ ଗାନ୍ଧୀଙ୍କ କିଛି ଆବଶ୍ୟକ କାମ ପଡିଲା ଯାହା ପରେ ସେ ଆସି ପାରିଲେ ନାହିଁ ।
ସେହି କାମ ସମାପ୍ତ କରି ସେ ବାବଙ୍କ ଆଶୀର୍ବାଦ ପାଇଁ ଆସିଲେ ଆଉ କହିଲେ ବାବା ମୁଁ ସବୁ କାମ ସାରି ଦେଇଥିଲି ଆସିବା ପାଇଁ ତଥାପି କାହିଁ ଆସି ପାରିଲି ନାହିଁ ଯାହା ପରେ ବାବା କହିଲେ ତମ ଲୋକ ଗଛ କାଟିବାକୁ କହିଲେ ସେଥିପାଇଁ । ତେବେ ବହୁତ ବର୍ଷ ନିଜ ଇଚାରେ ବଞ୍ଚିବା ପରେ ଦେଉରା ବାବା ନିଜେ ସମାଧି ନେଇଥିଲେ ।