ଧଳା ବାଳରେ ଥରେ ଲଗାନ୍ତୁ ଏବଂ ବର୍ଷଯାକ ଡାଇ ବ୍ୟବହାର କରିବା ପାଇଁ ଆବଶ୍ୟକ ପଡିବ ନାହିଁ

ଆଜିକା ସମୟରେ ସମତାଙ୍କ ଚୁଟି ଧଳା ହେଉଛି ଏହାର ମୁଖ୍ୟ କାରଣ ଆମ ଖାଦ୍ଯ ପ୍ରଣାଳୀ ଅଟେ । ଆଜିକା ସମୟରେ ଲୋକ ବାହାର ଜିନିଷ ଖାଇବା ପାଇଁ ଅଧିକ ଧ୍ୟାନ ଦଉଛନ୍ତି ଯେଉଁ କାରଣରୁ ଆମ ଶରୀରକୁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ । ତେବେ ଡକ୍ଟର ମାନଙ୍କ କହିବା ଅନୁଯାଇ ଯେଉଁ ବ୍ୟକ୍ତି ପେଟ ସବୁବେଳେ ଗରମ ରହିଥାଏ ତାଙ୍କ ଚୁଟି ସମୟ ଠାରୁ ଆଗରୁ ଧଳା ହୋଇଥାଏ । ଆଜି ଆମେ ଆପଣଙ୍କୁ ପ୍ରାକୃତିକ ରୂପରେ ଚୁଟି କଳା କରିବା ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ନଡିଆ ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ଆପଣ ମାନଙ୍କ ଘରେ ନଡିଆ ନିଶ୍ଚିନ୍ତ ମିଳିଯିବ ଆପଣଙ୍କୁ ଶୁଖିଲା ନଡିଆ ଚୋପା ନବାର ଅଛି । ଏହା ପରେ ଆପଣଙ୍କୁ ଗୋଟେ ଲୁହା କଡେହୀ ନବାର ଅଛି ତାକୁ ନିଆ ଉପରେ ରଖନ୍ତୁ ଆଉ ନଡିଆ ଚୋପା ସେଥିରେ ପକାଇ ତାକୁ ପୋଡିବା ଆରମ୍ଭ କରନ୍ତୁ ଦେଖିବେ ଯେତେବେଳେ ନଡିଆ ଚୋପା ପୁରା କଡା ହୋଇ ପାଉଁଶ ହୋଇଯିବ ସେତେବେଳେ ଆପଣଙ୍କୁ ତାକୁ ନିଆରୁ ଅଲହାଇ ତଳେ ରାଖୀ ଥଣ୍ଡା କରିବାକୁ ହବ ।

ଏହା ପରେ ଆପଣ ସେହି ପାଉଁଶକୁ ଗ୍ରାଇଣ୍ଡ କରି ନିଅନ୍ତୁ ନଚେତ ଚାମୁଚରେ ମଧ୍ୟ ପାଉଡର କରି ନିଅନ୍ତୁ ଏହା ପରେ ଆପଣଙ୍କୁ ଯେତିକି ଆବଶ୍ୟକ ସେତେ ପାଉଁଶ ନେଇ ସେଥିରେ ଏଲୋଭେରା ଜେଲ ମିଶେଇ ଲଗାଇବାକୁ ହବ ଯଦି ଏଲୋଭେରା ଗଛ ଅଛି ତେବେ ଆହୁରି ଭଲ; ଆପଣ ପ୍ରାକୃତିକ ଏଲୋଭେରା ଲଗାଇଲେ ଆହୁରି ଭଲ । ଏହି ମିଶ୍ରଣକୁ ତୁଳା ବା ବ୍ରସ ସାହାଯ୍ୟରେ ଲଗାଇ ନିଅନ୍ତୁ ଆଉ ୧୫ ରୁ ୨୦ ମିନିଟ ପରେ ଚୁଟି ଧୋଇ ନିଅନ୍ତୁ ଶ୍ୟାମ୍ପୁ କିଛି ଆବଶ୍ୟକ ହବ ନାହିଁ ।

ଏହା ଛଡା ଯଦି ଆପଣ କ୍ୟାଷ୍ଟର ଅଏଲ ଆଉ ନଡିଆ ପାଉଁଶ ମିଶାଇ ବ୍ୟବହାର କରନ୍ତି ତେବେ ଆହୁରି ଭଲ କିନ୍ତୁ ଏହାକୁ ଘାନ୍ତେ ଲଗାଇ ଛାଡିବାକୁ ହବ ଆଉ ତା ପରେ ଶ୍ୟାମ୍ପୁ ନିଶ୍ଚିନ୍ତ ଲଗାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ହବ ଆଉ ସପ୍ତାହରେ ଆପଣ ଏହାକୁ ନିଜ ଇଛା ଅନୁଯାଇ ଲଗାଇ ପାରିବେ । ତେବେ ଏହା ଗୋଟେ ପ୍ରାକୃତି ଉପାୟ ଅଟେ ଯଦି ଆପଣ ମଧ୍ୟ ନିଜ ଧଳା ଚୁଟି ଦ୍ଵାରା ହଇରାଣ ଅଛନ୍ତି ତେବେ ଏହାକୁ ଥରେ ବ୍ୟବହାର କରି ଦେଖନ୍ତୁ ଦେଖିବେ ବହୁତ ଭଲ ଲାଭ ଆପଣଙ୍କୁ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *