ନବରାତ୍ରିରେ ଯଦି ଦେଖନ୍ତି ଏହି ୪ଟି ସଂକେତ ତେବେ ବୁଝି ଯାଅନ୍ତୁ ମା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି 

ଆଜି ଠାରୁ ଚେତ୍ର ନବରାତ୍ରି ଆରମ୍ଭ ହୋଇ ଯାଇଛି ଏହି ନବରାତ୍ରିରେ ବହୁତ ଲୋକଙ୍କ ଭାଗ୍ୟ ସବୁ ଦିନ ପାଇଁ ବଦଳିବାକୁ ଯାଉଛି । ତେବେ ଏହି ନବରାତ୍ରି ଆପଣ କଣ ଜାଣିବାକୁ ଚାହୁଞ୍ଚନ୍ତି ଆପଣଙ୍କ ଜୀବନ ବଦଳିବ କି ନାହିଁ ଆପଣଙ୍କ ଉପରେ ମାତାଙ୍କ ଆଶୀର୍ବାଦ ରହିବ କି ନାହିଁ । ଯଦି ଆପଣ ମଧ୍ୟ ଜାଣିବାକୁ ଇଛା ରଖନ୍ତି ତେବେ ଏହି ଚିହ୍ନ ଗୁଡିକ ବିଷୟରେ ଭଲ ଭାବରେ ଜାଣି ରଖିବା ଉଚିତ ହୋଇଥାଏ । ତେବେ ଆସନ୍ତୁ କେଉଁ ଚୀନ ଦେଖିବାର ଅର୍ଥ ମା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଆଉ କଣ ଶୁଭ ହବାକୁ ଯାଉଛି ଆପଣଙ୍କ ଜୀବନରେ ।

ମା ଦୂର୍ଗା ନ୍ୟାୟ ଦେବୀ ଅଟନ୍ତି ସେ କେବେ କାହା ସହ ଅନ୍ୟାୟ କରିବେ ନାହିଁ ଆଉ ନା କେବେ ଜୀବନରେ କୌଣସି ଭଲ ଲୋକ ସହ ଅନ୍ୟାୟ କରନ୍ତି । ଯେଉଁ ଲୋକ ମାତାଙ୍କ ପରମ ଭକ୍ତ ହୋଇଥାନ୍ତି ତାଙ୍କୁ ମାତା ସବୁବେଳେ ସାହା ହୋଇଥାନ୍ତି । ଜୀବନରେ ଯଦି କାହାକୁ କେବେ କଷ୍ଟ ହୋଇଥାଏ ତେବେ ସେ ମାଙ୍କ ପାଖକୁ ଯାଇଥାନ୍ତି ଆଉ ନିଜ ସମସ୍ୟା ନିବାରଣ ମାଗିଥାନ୍ତି ଆଉ ମାତା ମା ହୋଇ ନିଜ ଭକ୍ତ ର ରକ୍ଷା କରିଥାନ୍ତି । ତେବେ ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ କିନ୍ତୁ ଚେତ୍ର ନବରାତ୍ରି ଉପବାସ ବହୁତ କଠିନ ହୋଇଥାଏ ।

ତଥାପି ଭକ୍ତ ମାନଙ୍କ ଉପରେ ମାଙ୍କ ଆଶୀର୍ବାଦ ରହିଥାଏ ବୋଲି ଭକ୍ତ ମାନଙ୍କୁ ଭୋକ ଶୋଷ କିଛି ଜଣା ପଡି ନଥାଏ । ଶାସ୍ତ୍ର ଅନୁଯାଇ ନବରାତ୍ରି ସମୟରେ ଆପଣଙ୍କୁ ପଦମ ଫୁଲ ଫୁଟିଥିବାର ଦେଖା ଯିବା ବହୁତ ଶୁଭ ହୋଇଥାଏ । ଏହି ସମୟରେ ଯଦି ଆପଣଙ୍କୁ ସାପ ଦେଖା ଯାଏ ତାହା ବି ସୁନେଲି ରଙ୍ଗର ତେବେ ବୁଝିବେ ଆପଣଙ୍କ ଜୀବନ ସବୁ ଆର୍ଥିକ ସମସ୍ୟା ଦୂର ହବାକୁ ଯାଉଛି । ଯେଉଁ ଲୋକ ରାସ୍ତାରେ ବା ସକାଳେ ଘର ମୁଖ୍ୟ କବାଟ ପାଖରେ ଧଳା ଗାଈ ଦେଖିଥାନ୍ତି ତାଙ୍କ ଜୀବନ ସବୁ ଦୁଃଖ ସବୁ ଦିନ ପାଇଁ ଦୂର ହୋଇଥାଏ ।

ମାତାଙ୍କ ବିଶେଷ କୃପା ସେହି ଘର ଲୋକଙ୍କ ଉପରେ ପଡିଥାଏ । ଯେଉଁ ଲୋକ ନବରାତ୍ରି ସମୟରେ ନଡିଆ ବା ଆଖୁ ଭଳି ଜିନିଷ ବଡ ଆକାର ବା ମାତ୍ରାରେ ଦେଖିବାକୁ ପାଇଥାନ୍ତି ତାଙ୍କ ଜୀବନ ସୁଖମୟ ଆଉ ସଫଳ ହୋଇଥାଏ । ଯଦି ସକାଳେ ଉଠିବା ସମୟରେ ଆପଣଙ୍କୁ ଶଙ୍ଖ ଧ୍ୱନି ସୁବିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ମଧୁର ଆଉ ଧାର୍ମିକ ହବାକୁ ଯାଉଛି ।

Leave a Reply

Your email address will not be published. Required fields are marked *