ଯେବେ ହଟାତ ହେଲେ 91 ବର୍ଷର ମହିଳା ପ୍ରେଗନେଣ୍ଟ, ତା ପରେ ଯାହା ହେଲା….

ବନ୍ଧୁଗଣ ଆମ ନୀତି ଦିନ ଜୀବନ ଭିତରେ ଅନେକ ଗୁଡିଏ ଘଟଣା ଘଟିଥାଏ । ସେ ସବୁ ମଧ୍ୟରୁ କେତେକ ଘଟଣା ଅଛି ଯାହା କି ଆମ୍ଭ ମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଥାଏ । ବନ୍ଧୁଗଣ ଆଜିର କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଯିବ, କାରଣ ଜଣେ ୯୧ ବର୍ଷ ବୟସ୍କ ମହିଳା ୬୦ ବର୍ଷ ଧରି ପ୍ରେଗନେଣ୍ଟ ହେବା କିଛି ଅଯୁବା ଘଟଣା ଠାରୁ କମ ନୁହେଁ । ବନ୍ଧୁଗଣ ଆଜି ଆମେ ସେହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କର କାହାଣୀ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବନ୍ଧୁଗଣ ୯୧ ବର୍ଷର ଅଷ୍ଟିଲା ମ୍ୟାଲେଣ୍ଡିସ ନିଜ ସ୍ଵାମୀ ମ୍ୟାନୁଲ ସହିତ ରହୁଥିଲେ । ଯେଉଁଠାରେ ଉଭୟ ଆନନ୍ଦର ସହିତ ଜୀବନ ଜାପନ କରୁଥିଲେ । ତାଙ୍କ ସ୍ଵାମୀ ଜଣେ ଫିସର ମ୍ୟାନ ର କାମ କରୁଥିଲେ । ତାଙ୍କ ଘରେ ମଧ୍ୟ କୌଣସି ପ୍ରକାରର ଅଭାବ ନଥିଲା । ତାଙ୍କ ସ୍ବାମୀଙ୍କ ପ୍ରତି ବୃଦ୍ଧ ମହିଳା ଜଣଙ୍କର ଅତୁଟ ପ୍ରେମ ଥିଲା । ଉଭୟ ବିବାହର ୭୪ ବର୍ଷ ପର୍ଯ୍ୟନ୍ତ ବୈବାହିକ ଜୀବନକୁ ଭଲ ଭାବରେ ନିଭାଇଲେ । ଉଭୟ ବିବାହ ପରଠାରୁ ଖୁଶିର ସହିତ ଜୀବନ ଯାପନ କରିବାକୁ ଇଛା କରୁଥିଲେ ।

କେବଳ ଏହା ନୁହେଁ ଉଭୟ ପ୍ରାଏ ସମସ୍ତ ଦୁଖୀ ଲୋକ ମାନଙ୍କୁ ସାହାଜ୍ଯ କରୁଥିଲେ । ଦୁହେଁ ସ୍ଵାମୀ ସ୍ତ୍ରୀ ଅତ୍ୟନ୍ତ ଆନନ୍ଦ ସହିତ ଜୀବନ ଯାପନ କରୁଥିଲେ । ଦୁହେଁ ବହୁତ ଖୁସି ମଧ୍ୟ ଥିଲେ । ମାତ୍ର ଜାନୁଆରୀ ୨୦୧୫ ରେ ଅଷ୍ଟିଲାଙ୍କ ଲାଇଫ ସଂପୂର୍ଣ୍ଣ ଭାବେ ବଦଳିଗଲା । କାରଣ ୨୦୧୫ ରେ ତାଙ୍କ ସହିତ ଏମିତି ଘଟଣା ହେଲା ଯାହାକୁ ଆଜି ମଧ୍ୟ ପୁରା ଦୁନିଆ ମନେ ପକାଉଛନ୍ତି । ବନ୍ଧୁଗଣ ୨୦୧୫ ଆରମ୍ଭ ହେବାବେଳେ ତାଙ୍କର ୭୪ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଗଲା ।

ଅଚାନକ ତାଙ୍କ ସ୍ଵାମୀ ୯୧ ବର୍ଷ ବୟସରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କୁ ଛାଡି ଚାଲିଗଲେ । ଏହା ତାଙ୍କ ଜୀବନର ପ୍ରଥମ ଝଟକା ସାଦୃଶ୍ୟ ଥିଲା କାରଣ ତାଙ୍କୁ ତାଙ୍କର ପୁରା ଜୀବନ ଏକୁଟିଆ ବିତେଇବାକୁ ଥିଲା । ଏବଂ ସେ ତାଙ୍କ ସ୍ବାମୀଙ୍କ ଠାରୁ ୧ ବର୍ଷ ସାନ ହେବା କାରଣରୁ ତାଙ୍କ ବୟସ ମଧ୍ୟ ୯୦ ଥିଲା, ଏହି ବୟସରେ ଏକୁଟିଆ ଜୀବନ କାଟିବା ଆଦୌ ସହଜ ନଥିଲା । ସେ ଗୋଟିଏ ଇଣ୍ଟ୍ରବ୍ୟୁ ରେ କହିଥିଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଆଗରୁ ତାଙ୍କ ୟୁଟ୍ରେସ ରେ ଗୋଟିଏ ଟ୍ଯୁମର ହେଇଥିଲା ଯାହାକୁ ଅପେରେସୋନ ମଧ୍ୟ କରାଯାଇଥିଲା ।

ବନ୍ଧୁଗଣ ପୁନ୍ନର୍ବାର ତାଙ୍କର ଟ୍ଯୁମର ହେଲା ସେ ଡାକ୍ତର ପାଖକୁ ଗଲଲେ ଏବଂ ଡାକ୍ତର ଭଲ ଭାବରେ ନିରୀକ୍ଷଣ କରିବାରୁ ଜଣା ପଡିଲା ଯେ ସେ ପ୍ରାୟ ୬୦ ବର୍ଷ ରୁ ପ୍ରେଗନେଣ୍ଟ ଅଛନ୍ତି । ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ଏବଂ ତାଙ୍କ ସ୍ଵାମୀ ଇଛା କରିଥିଲେ ତାଙ୍କର ଛୁଆଟିଏ ହେଉ ମାତ୍ର ମେଡିକାଲ କଣ୍ଡିସନ ଯୋଗୁଁ ଏଭଳି ହୋଇ ପାରିନଥିଲା । ମାତ୍ର ତାଙ୍କୁ ଏବେ ଜାଣିବାକୁ ମିଳୁଛି ଯେ ସେ ପ୍ରେଗନେଣ୍ଟ ଅଛନ୍ତି । ବନ୍ଧୁଗଣ ଏହା ପ୍ରାଏ ସମସ୍ତଙ୍କୁ ମିଛ ଲାଗିପାରେ ମାତ୍ର ଏହି କଥାଟି ସତ୍ୟ ଅଟେ ।

ଏହି କଣ୍ଡିସନ କୁ ଲିପୋପିଡିଓ ନାମରେ ଜଣାଯାଏ । ଏବଂ ଏହା ପୁରା ଦୁନିଆରେ କିଛି ମହିଳାଙ୍କୁ ହୋଇଥାଏ । ଏହି ପିଲା ଯେତେ ଲମ୍ବା ସମୟ ଧରି ମା ପେଟରେ ରହିଥାନ୍ତି ତାଙ୍କୁ ଲିପୋପେଡିଆ ଷ୍ଟୋନ ବେବି ନାମରେ ଜଣାଯାଏ । ଏମାନେ ନିଜ ମା ପେଟ ବାହାରେ ବଢିବାକୁ ଲାଗିଥାନ୍ତି ଏବଂ ଏହି କଣ୍ଡିସନ ବହୁତ ରେୟାର ହେବା ସହିତ ବହୁତ ଖତରନାକ ମଧ୍ୟ ହୋଇଥାଏ । ପେଟ ବାହାରେ ଏଭଳି ଅବସ୍ଥାରେ ପିଲା ରହିଲେ ଡାକ୍ତର ତାଙ୍କୁ ଅପେରେସନ କରି କାଢି ନିଅନ୍ତି କାରଣ ଏଭଳି ଅବସ୍ଥା ଉଭୟ ମା ଏବଂ ପିଲା ପାଇଁ କ୍ଷତିକାରକ ହୋଇଥାଏ ।

କିନ୍ତୁ ଅଷ୍ଟିଲା ଙ୍କ ମଧ୍ୟରେ ତାଙ୍କ ବେବି ପ୍ରାଏବ ୬୦ ବର୍ଷ ଧରି ରହିଛି ଏହା ବହୁତ ଆଶ୍ଚର୍ଯ୍ୟ ର ବିଷୟ ଅଟେ । ଅଷ୍ଟିଲା ନିସ୍ପତି ନେଲେ ଯେ ସେ ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଏହି ଷ୍ଟୋନ ବେବି କୁ ଧାରଣ କରି ରଖିବେ କାରଣ ଏହିଭଳି ଅବସ୍ଥାରେ ତାଙ୍କର ଅପେରେସନ ଦ୍ଵାରା ବେବିକୁ ବାହାର କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *