ବଲିଉଡ ରେ ସବୁ ବେଳେ ଚର୍ଚ୍ଚାରେ ଋହନ୍ତି ଯେ କେହି ଭି ହେଲେ ହିରୋ ହେଉ କିମ୍ବା ହିରୋଇନ ହେଉ କିମ୍ବା ପ୍ରଡୂଷର ହୁଅନ୍ତୁ ସେମାନେ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ଏହାର କାରଣ କିଛି ବି ହୋଇ ପରେ କେବେ ତାଙ୍କ ରହିବା କୁ ନେଇକି କେବେ ଡ୍ରେସ କୁ ନେଇକି ତ କେବେ ତାଙ୍କ ବ୍ୟକ୍ତି ଗତ ଜୀବନକୁ ନେଇକି ।
ସେମାନେ ସବୁ ବେଳେ କିଛି ନା କିଛି କଥାକୁ ନେଇକି ଚର୍ଚ୍ଚାରେ ରହି ଥାନ୍ତି । ତେବେ ଆପଣ ଜାଣିଥିବେ କି “ଶିଲ୍ପା ଶେଠୀ” ଯାହାଙ୍କୁ ଆମେ ତାଙ୍କ ନାଚ ଅଭିନୟ ପାଇଁ ତାଙ୍କୁ ଭଲ ଭାବେ ଜାଣିଛେ । ସେ ଅନେକ ରିଆଲିଟି ସୋ ମଧ୍ୟ କରିଛନ୍ତି ।
ଏହା ସହ ତାଙ୍କ ଜୀବନସାଥୀ ଜଣେ ବ୍ରିଟିଶ ଓ ଭାରତୀୟ ବ୍ୟବଶାୟୀ ଅଟନ୍ତି । ତାଙ୍କୁ ବିଶ୍ଵର ଧନୀ ବ୍ୟବଶାୟୀ ମାନଙ୍କ ମଧ୍ୟରେ ମାନ୍ୟତା ମିଳିଛି । କିନ୍ତୁ କିଛି ଏଭଳି ଘ-ଟ-ଣା ଆସିଛି ସାମନାକୁ ଯାହା ବିଶ୍ଵାସ କରି ହେଉନି । ରାଜ କୁନ୍ଦରା ଶିଲ୍ପା ଙ୍କ ସ୍ଵାମୀ ଖରାପ ଓ ଅଶୀଳ ଚଳଚିତ୍ର କରି ପଇସା ରୋଜଗାର କରୁଛନ୍ତି । ଏହା ଏବେ ନିଆ ଭଳି ସବୁ ଆଡେ ବ୍ୟାପବାରେ ଲାଗିଛି । ତେବେ ତାଙ୍କୁ ଏବେ ପୋ-ଲି-ସ ଆ-ରେ-ଷ୍ଟ କରାଯାଇଛି ।
ରାଜ ଙ୍କ ଆମଦାନୀ ଶିଲ୍ପା ଙ୍କ ପାଖରୁ ଖୁବ ଅଧିକା ପଇସା ରୋଜଗାର କରନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ସମ୍ପତି ଓ ତାଙ୍କ ବ୍ୟାପାର ବିଷୟରେ କହିବା ପାଈଁ ଯାଉଛୁ । ସେ ନିଜ ବାପାଙ୍କ ପରାମର୍ଶ ରେ ଗ୍ରାଜୁଏସନ ପରେ ବ୍ୟାପାର ପାଇଁ ଦୁବାଇ ଯାଇଥିଲେ ସେଠାରେ ସେ ହିରାର ବ୍ୟାପାର କରିବା ଆରମ୍ଭ କରିଥିଲେ । ଏହା ନଚାଲିବା ରୁ ସେ ନେପାଲ ର ପଶମିନା ସାଲ କୁ କିଣିକି ଏକ ବ୍ରାଣ୍ଡ କରିକି ବିକିବା ଆରମ୍ଭ କରିଥିଲେ ବ୍ରିଟେନ ରେ ।
ଏହା ପରେ ପୁଣି ଥରେ ସେ ହୀରା ବ୍ୟାପାର ପାଇଁ ଦୁବାଇ ଗଲେ ଏଥର ତାଙ୍କୁ କିନ୍ତୁ ସଫଳତା ମିଳିଥିଲା । ଏହି ଭଳି ବାବେ ସେ ଅଭୁତ ବ୍ୟାପାର ରେ ନିଜକୁ ବ୍ୟସ୍ତ କରିଥିଲେ ଯଦି ଆମେ ତାଙ୍କ ସମ୍ପତି ଦେଖିବା ପାଇଁ ଯିବା ତାଙ୍କ ସମ୍ପତି ହେଉଛି 3200 କୋଟି । କିନ୍ତୁ ଏହି ବ୍ୟାପାର ବିଷୟରେ ଗଣମାଧ୍ୟମ ଜାଣି ନଥିଲେ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।