Raj Kundraଙ୍କ କ-ଳା କା-ର-ନା-ମାର ସାମ୍ନାକୁ ଆସିଲା ଏହି ସବୁ ସାଂଘାତିକ ତଥ୍ୟ, ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ

ସୂଚନା ଅନୁସାରେ ବଲିଉଡ ଅଭିନେତ୍ରୀଙ୍କ ସ୍ଵାମୀ ତଥା ବିଜେନ୍ସ ମ୍ୟାନ ରାଜା କୁନ୍ଦ୍ରାଙ୍କ ନାଁ ରେ ସ-ଙ୍ଗି-ନ ଅ-ଭି-ଯୋ-ଗ ହୋଇଛି । ଅ-ଶ୍ଳୀ-ଳ ଫିଲ୍ମ ନିର୍ମାଣ ଓ ବୀ-ତ-ର-ଣ ଅ-ଭି-ଯୋ-ଗ-ରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋ-ଲି-ସ ଆ-ରେ-ଷ୍ଟ କରିଛି । ଗତ ଫେବୃଆରୀ ମାସରେ ମୁମ୍ବାଇ କ୍ରା-ଇ-ମ-ବ୍ରା-ଞ୍ଚରେ ମା-ମ-ଲା ରୁ-ଜୁ ହେବା ପରେ ରାଜା କୁନ୍ଦ୍ରାଙ୍କୁ ଗି-ର-ଫ କରା ଯାଇଥିଲା ।

ନିଜକୁ ନିର୍ଦୋଷ ପ୍ରମାଣ କରିବାକୁଯାଇ ରାଜ କୁନ୍ଦ୍ରା ଜା-ମି-ନ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଜା-ମି-ନ ମିଳି ନ ଥିଲା । ରାଜାଙ୍କ ବି-ରୁ-ଦ୍ଧ-ରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ମୁମ୍ବାଆ ପୋ-ଲି-ସ ହେମନ୍ତ ନାଗରାଲେ କହିଛନ୍ତି । ଅ-ଶ୍ଳୀ-ଳ ଫିଲ୍ମ ସୁ-ଟ କରି ନିଜ ୱେ-ବ-ସା-ଇ-ଟରେ ଅ-ପ-ଲୋ-ଡ କରିବା ନେଇ ଅଭିନେତ୍ରୀ ଗେହେନା ବସିସଙ୍କୁ ଗି-ର-ଫ କରିବା ସହିତ ତାଙ୍କ ନାଁ ରେ ମା-ମ-ଲା ରୁ-ଜୁ କରିଛି ମୁମ୍ବାଇ ପୋ-ଲି-ସ । ଏହି ଫିଲ୍ମ ନିର୍ମାଣ ଓ ବିତରଣ ମା-ମ-ଲାରେ ଏକ ବ୍ରିଟିଶ ପ୍ରଡ଼କସନ କମ୍ପାନୀ କେନିରିନର ସମ୍ପର୍କ ଥିବା ଜଣା ପଡିଛି ।

କମ୍ପାନୀର କାର୍ଯ୍ୟ ନିର୍ବାହୀ ଉମେଶ କାମଥ ରାଜା କୁନ୍ଦ୍ରାଙ୍କର ପୂର୍ବତନ କର୍ମଚାରୀ ହୋଇଥିବା ବେଳେ ଜେନେରିନରେ ରାଜାଙ୍କର ସମ୍ପର୍କ ଥିବାର ସୂଚନା ମିଳିଛି । ସେହି ପରି ଜେନେରିନ ମାଲିକ ପ୍ରଦୀପ ବକ୍ସି ଓ ରାଜା କୁନ୍ଦ୍ରାଙ୍କ ମଧ୍ୟରେ ଲକ୍ଷ ଲକ୍ଷ ତାଙ୍କର ଦେବା ନେବାର ନେଇ ୱ୍ହାଟସପରୁ ସୁ-ରା-ଗ ମିଳିଛି । ପ୍ରଥମରୁ ଅଭିନେତ୍ରୀ ଗେହେନା ବସିସ ଏହି ଭଳି ଅ-ଶ୍ଳୀ-ଳ ଫିଲ୍ମ ନିର୍ମାଣ କରିଥିବାର ଅ-ଭି-ଯୋ-ଗ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବି-ରୁ-ଦ୍ଧ-ରେ କରିଥିଲେ ।

ଏହି ୨୪ ବର୍ଷୀୟ ଜଣେ ମଡ଼େଲର ଅଭିନେତ୍ରୀ ଗେହେନାଙ୍କ ନାଁ ରେ ତାଙ୍କ ସହ ବଳ ପୂର୍ବକ ଫିଲ୍ମ ସୁ-ଟ କରିବା ନେଇ ଅ-ଭି-ଯୋ-ଗ ହୋଇଥିଲା । ସେହି ଯୁବକ ଜଣକ ତାଙ୍କ ବିନା ଅନୁମତିରେ ଫିଲ୍ମ ଶୁଟିଙ୍ଗ କରିବା ସହ ତାଙ୍କ ସହ ଗ-ଣ ଦୁ-ଷ୍କ-ର୍ମ ହେବାର ସ-ଙ୍ଗି-ନ ଅ-ଭି-ଯୋ-ଗ ଆଣିଥିଲେ । ବର୍ତ୍ତମାନ ରାଜ କୁନ୍ଦ୍ରା ଗି-ର-ଫ ହେବା ପରେ ଆଉ ଜଣେ ଯୁବତୀ ଏହି ମା-ମ-ଲାକୁ ନେଇ ମୁହଁ ଖୋଲିଛନ୍ତି । ଅ-ଶ୍ଳୀ-ଳ ଫିଲ୍ମରେ ଅଭିନୟ କରିବା ପାଇଁ ମହିଳାଙ୍କୁ ରାଜ କୁନ୍ଦ୍ରାଙ୍କ କମ୍ପାନୀ ତରଫରୁ ପ୍ର-ଲୋ-ଭି-ତ କର ଯାଇଥିବା ଅ-ଭି-ଯୋ-ଗ ଆଣିଛନ୍ତି ।

ସେହି ମହିଳା ଜଣକ ନିଜ ରାଏ ରେ କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କର କର୍ମଚାରୀ ଉମେଶ ତାଙ୍କୁ ଏଭଳି କମ କରି ଅଧିକ ଟଙ୍କା ରୋଜଗାର କରିବା ପାଇଁ ବାଧ୍ୟ କରୁଥିଲେ । ଏପରି କରିବା ଦ୍ଵାରା ସେ ସବୁ ଜାଗାରେ ଛାଇ ଯିବେ ବୋଲି ମଧ୍ୟ ଉମେଶ ମହିଳା ଜଣଙ୍କୁ କହୁଥିବାର ଅ-ଭି-ଯୋ-ଗ ଆସିଛି ।

ଏହି ମା-ମ-ଲା ରୁ-ଜୁ ହେବା ପରେ ରାଜଙ୍କର ଏକ ପୁରୁଣା ଟ୍ବିଟ ସାମନାକୁ ଆସିଛି ଯେଉଁଥିରେ ଉଲେଖ୍ହା ରହିଛି ଯେ “ପ-ର୍ଣ୍ଣ ଓ ପ୍ର-ଷ୍ଟି-ଚ୍ୟୁ-ସ-ନ-କୁ ତୁଳନା କରି ପର୍ଣ୍ଣ କାହିଁକି ଆ-ଇ-ନ ସମ୍ମତ” ବୋଲି ପ୍ରଶ୍ନ କରା ଯାଇଛି । ଏହା ପରେ ରାଜ ଉତ୍ତରରେ ଲେଖିଥିଲେ ଯେ “ଅଭିନେତା କ୍ରିକେଟ ଖେଳୁଛନ୍ତି, କ୍ରିକେଟର ରାଜନୀତି କରୁଛନ୍ତି, ରାଜନେତା ପ-ର୍ଣ୍ଣ ଦେଖୁଛନ୍ତି, ପ-ର୍ଣ୍ଣ-ଷ୍ଟା-ର ଅଭିନୟ କରୁଛନ୍ତି” । ୨୦୧୩ରେ ଆପିଏଲ ମ୍ଯା-ଚ ଫି-କ୍ଶି-ଙ୍ଗ-କୁ ନେଇ ରାଜା କୁନ୍ଦ୍ରାଙ୍କୁ ପୋ-ଲି-ସ ପଚରାଉଚରା କରିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *