ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ, ରାତାରାତି ହେବେ କୋଟିପତି

ବନ୍ଧୁଗଣ, ଶ୍ରାବଣ ମାସରେ ଶି-ବ-ଲି-ଙ୍ଗ ଉପରେ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ । ଆପଣଙ୍କ ସମସ୍ତ ମନୋସ୍କାମନା ସୁନିଶ୍ଚିତ ପୂରଣ ହୋଇଯିବ । ବନ୍ଧୁଗଣ ମହାଦେବ ଙ୍କର ପୂଜାର୍ଚ୍ଚନା କରିବା ପାଇଁ ସୋମବାର ଦିନ କୁ ବହୁତ ଶୁଭ ବୋଲି ମାନାଯାଇଥାଏ ।

ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ମାସ ବୋଲି କୁହାଯାଏ । ବନ୍ଧୁଗଣ ଶ୍ରାବଣ ମାସର ସୋମବାର ରେ ଯଦି ମହାଦେବଙ୍କୁ ଭକ୍ତି ଭାବରେ ପୂଜାର୍ଚନା କରାଯାଏ ତେବେ ତାହା ଅନ୍ୟ ସୋମବାର ଅପେକ୍ଷା ୧୦୦ ଗୁଣା ବଢିଯାଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି କିଛି ଉପାୟ ମାନ କହିବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ବହୁତ ପୁର୍ଣ୍ଣ୍ୟ ତଥା ଭଗବାନ ଶିବ ଙ୍କ ଆଶୀର୍ବାଦ ପ୍ରାପ୍ତ କରି ପାରିବେ ।

୧- ଜଳ;- ବନ୍ଧୁଗଣ, ଯଦି ଆପଣ ସୋମବାର ଦିନ “ଓମ ନମଃ ଶିବାୟ” ମନ୍ତ୍ର ୧୦୮ ଥର ଜପ କରି ଶି-ବ-ଲି-ଙ୍ଗ ଉପରେ ଜଳ ଅର୍ପଣ କରିବେ, ତେବେ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ । ନାନା ପ୍ରକାରର ସ-ମ-ସ୍ୟା ଆପଣଙ୍କର ସାମାଧାନ ହୋଇଯିବ ।

୨- କ୍ଷୀର;- ବନ୍ଧୁଗଣ ଯଦି ଆପଣ ସୋମବାର ଦିନ ଶିବ ଙ୍କ ଅଭିଷେକ କ୍ଷୀର ରେ କରାଇବେ, ତେବେ ଆପଣଙ୍କୁ ବହୁତ ଲାଭ ମିଳିଯିବ । ଆପଣଙ୍କର ଶାରୀରିକ ରୋଗ ସବୁ ମଧ୍ୟ ଦୂର ହୋଇଯିବ ।

୩- ଚିନି;- ଯଦି ଆପଣ ଶ୍ରାବଣ ମାସର ସୋମବାର ଦିନ ଶି-ବ-ଲି-ଙ୍ଗ ଉପରେ ଚିନି ଅର୍ପଣ କରିବେ, ତେବେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଏହା ସହିତ ଭଗବାନ ଶିବଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ସଦାସର୍ବଦା ରହିବ ।

୪- ଘିଅ;- ବନ୍ଧୁଗଣ ଯଦି ଆପଣ ଶି-ବ-ଲି-ଙ୍ଗଙ୍କର ଅଭିଷେକ ଘିଅ ରେ କରାଇବେ ତେବେ ଆପଣଙ୍କୁ ଶକ୍ତି ପ୍ରାପ୍ତି ହେବ । ଯେଉଁ ଲୋକ ମାନେ ସନ୍ତାନ ସୁଖ ପ୍ରାପ୍ତି କରି ପାରୁନାହାଁନ୍ତି ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ ।

୫- ମହୁ;- ବନ୍ଧୁଗଣ ଯଦି ଆପଣ ଶି-ବ-ଲି-ଙ୍ଗ ଉପରେ ମହୁ ଅର୍ପଣ କରନ୍ତି ତେବେ ଆପଣଙ୍କ ବାଣୀ ମଧୁର ହେବ ।

୬- ଭାଙ୍ଗ;- ଯଦି ଆପଣ ଶି-ବ-ଲି-ଙ୍ଗ ଉପରେ ଭା-ଙ୍ଗ ଅର୍ପଣ କରିବେ, ତେବେ ଭଗବାନ ଶିବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯିବେ । କାରଣ ଭଗବାନ ଶିବଙ୍କର ଭା-ଙ୍ଗ ସହିତ ଗଭୀର ସମ୍ପର୍କ ରହିଅଛି ।

୭- ଚନ୍ଦନ;- ଯଦି ଆପଣ ଶି-ବ-ଲି-ଙ୍ଗ ଉପରେ ଚନ୍ଦନ ଅର୍ପଣ କରନ୍ତି ତେବେ, ଆପଣଙ୍କର ମନୋସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ । ବନ୍ଧୁଗଣ ଏହାକୁ ଆପଣ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଅର୍ପଣ କରିପାରିବେ ।

୮- କେଶର;- ବନ୍ଧୁଗଣ ଯଦି ଆପଣ ଶି-ବ-ଲି-ଙ୍ଗ ରେ କେଶର ଅର୍ପଣ କରନ୍ତି, ତେବେ ଆପଣଙ୍କର ସମସ୍ତ ସ-ମ-ସ୍ୟା ଦୂର ହୋଇଯିବ । ପରିବାରରେ ସୁଖ ଶାନ୍ତି ବନି ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ମହତ୍ଵପୂର୍ଣ୍ଣ କଥା କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *