ଓଡିଆ ଅଭିନେତ୍ରୀ Mitali Sarghariaଙ୍କ ଭଉଣୀ ମ୍ୟାରେଜରେ ସାମିଲ ହୋଇ ଏମିତି ମସ୍ତି କଲେ (ସାତ୍ଵିକ)Jagjit pal: ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ଷ୍ଟାଇଲିସ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

ଠିକ ସେହିଭଳି ଟେଲିଭିଜନ ଜଗତରେ ମଧ୍ୟ କଳାକାର ମାନେ କିଛି କମରେ ନାହାନ୍ତି । ଆଜିକଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ “ନୂଆ ବୋହୁ” ରେ ଅଭିନୟ କରୁଥିବା ଅଭିନେତ୍ରୀ ରାଧିକା କିପରି ନିଜ ଭଉଣୀ ମ୍ୟାରେଜରେ ମଜାମସ୍ତି କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ରେ ରାଧିକା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ମିତାଲି ସରଘରିଆ ନିଜର ଦମଦାର ପ୍ରଦର୍ଶନ ଯୋଗୁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସିରିଏଲରେ ରାଧିକା ଓ ସାତ୍ଵିକଙ୍କ ଯୋଡି ଖୁବ ସୁନ୍ଦର ହୋଇ ଥିବାର ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।

ଅଭିନେତା ସାତ୍ଵିକଙ୍କ ପ୍ରକୃତ ନାଁ ହେଉଛି ଜଗଜୀତ ପାଲ ଅଟେ । ଏହି ସିରିଏଲରେ ରାଧିକା କେବଳ ଭଲ ବୋହୁ ନୁହେଁ ବରଂ ଭଲ ସ୍ତ୍ରୀ ଓ ଜଣେ ପ୍ରେମିକା ଚରିତ୍ରରେ ମଧ୍ୟ ବେଶ ସୁନ୍ଦର ଅଭିନୟ ଜାରି ରଖିଛନ୍ତି ଯାହା ଦର୍ଶକ ମାନଙ୍କୁ ଅଧିକ ପ୍ରଭାବିତ କରି ପାରୁଛି । ଏହି ଭି-ଡି-ଓ ରେ ରାଧିକା ନିଜ ବଡ ଭଉଣୀଙ୍କ ମ୍ୟାରେଜ କିପରି ଭାବେ ଟାଇମ ସ୍ପେନ୍ଡ କରୁଛନ୍ତି ତାହା ନଜର ଆସୁଛି । ଗତ କିଛି ଦିନ ତଳେ ରଦହିକା ବଡ ଭଉଣୀ ବିବାହରେ ସାତ୍ଵିକଙ୍କ ବ୍ଯତୀତ ଅନ୍ୟ କେତେକ ସେଲିବ୍ରେଟି ମାନେ ମଧ୍ୟ ଯୋଗ ଦେଇଥିଲେ ।

ନିଜ ଭଉଣୀ ମ୍ୟାରେଜରେ ରାଧିକା ସାତ୍ଵିକଙ୍କ ସହ ଡ୍ୟାନ୍ସ କରିବା ସହ ବହୁତ ମଜାମସ୍ତି କରିବାର ଏହି ଭି-ଡି-ଓ ରେ ନଜର ଆସୁଛନ୍ତି । ଏହା ଛଡା ରାଧିକାଙ୍କ ଭଉଣୀଙ୍କର ହଳଦୀ ରସମ ହେବାର ନଜର ମଧ୍ୟ ଏହି ଭି-ଡି-ଓ ରେ ନଜର ଆସୁଛି । ହଳଦୀ ରସମ ରେ ରାଧିକା ନିଜ ଭଉଣୀଙ୍କ ସହ ବେଶ ହସ ଖୁସିରେ ଥିବାର ଏହି ଭି-ଡି-ଓ ରେ ଦ୍ରୁଶ୍ଯ ହେଉଛି । ଏହା ସହ ବାହାଘର ଦିନ ରାଧିକା ପିନ୍ଧିଥିବା ଲେହେଙ୍ଗରେ ବେଶ ସୁନ୍ଦର ଲାଗୁଛନ୍ତି ।

ଏହା ରାଧିକାଙ୍କର ହେୟାର ଷ୍ଟାଇଲ ମଧ୍ୟ ବେଶ ନିଆରା ଲାଗୁଛି । ରାଧିକା ସାତ୍ଵିକଙ୍କ ସହ ଅଧିକାଂଶ ଜାଗାରେ ରହି ଥିବାର ନଜର ଆସୁଛନ୍ତି । ସାତ୍ଵିକଙ୍କ ସହ ରାଧିକା ବହୁତ ସାରା ଫୋଟୋ ମଧ୍ୟ ଉଠାଇଛନ୍ତି । ତେବେ ସୂଚନା ଅନୁସାରେ ରାଧିକା ମଧ୍ୟ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ତେବେ ସେ କାହା ସହ ମ୍ୟାରେଜ କରିବେ ତାହା ବର୍ତ୍ତମାନ ଯାଏଁ ଜଣା ପଡି ନାହି ।

ବନ୍ଧୁଗଣ ରାଧିକା ଓ ସାତ୍ଵିକଙ୍କ ଯୋଡି ନୂଆ ବୋହୁ ସିରିଏଲରେ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *