ବିଦ୍ୟାଭାରତିଙ୍କ ଘଟଣାକୁ ବିଦ୍ୟାଶ୍ରୀଙ୍କ ସହ ତୁଳନା କରିବା ପରେ ବିଦ୍ୟାଶ୍ରୀ କହିଲେ କିଛି ଏମିତି, ଦେଖନ୍ତୁ Video

କିଛି ଦିନ ତଳେ ଆମେ ଦେଖିଥିଲେ ଓ ଶୁଣିଥିଲେ ମଧ୍ୟ ତାଙ୍କ ସ୍ଵାମୀ ଙ୍କ ନିଖୋଜ ଓ ପରେ ହ-ତ୍ୟା ବୋଲି । ସେ କହିଥିଲେ କି ତାଙ୍କ ସ୍ଵାମୀ କେବେ ଭି ତାଙ୍କୁ ଧୋକା ଦେଇ ନଥିଲେ ତାଙ୍କ ଭିତ୍ତରେ କିଛି ମନ ମାଳିନ୍ୟ ହୋଇଥିଲା ଓ ଏହା ପରେ ସେ କେଉଁ ଆଡେ ଚାଲି ଯାଇଥିଲେ । ଏହା ପରେ ତାଙ୍କୁ ଆଉ ଖୋଜି ପାଇ ନଥିଲେ ।

ତାଙ୍କ ମୃ-ତ ଦେହ ଟ୍ରେନ ପାଖରେ ମିଳିଥିଲା । ଏହା ପରେ ଏହି ଘ-ଟ-ଣା ବିଦ୍ୟାଶ୍ରୀ ଙ୍କୁ ଆଡକୁ ଇଙ୍ଗିତ କରିଥିଲା କି ସେ ତାଙ୍କ ସ୍ବାମୀଙ୍କ ମୃ-ତ୍ୟୁ ର କାରଣ ଅଟନ୍ତି । ତାଙ୍କ ସ୍ବାମୀର ମଧ୍ୟ କାହା ସହ ସ-ମ୍ବ-ନ୍ଧ ଥିଲା ବୋଲି ସେ କହିଛନ୍ତି । ସେହି ଘ-ଟ-ଣା କୁ ଏବେ ବିଦ୍ୟା ଭାରତୀ ଙ୍କ ସହ ଯୋଡା ଯାଉଛି । କୁହା ଯାଉଛି କି ସେ ମଧ୍ୟ ଏକା ଘ-ଟ-ଣା କରିଛନ୍ତି ।

କାରଣ ବିଦ୍ୟା ଭାରତୀୟ ଙ୍କ ଶାଶୁ ଶଶୁର ମଧ୍ୟ ତାଙ୍କ ଉପରେ ଆରୋପ ଆଣୁଛନ୍ତି କି ସେ ତାଙ୍କ ସ୍ବାମୀଙ୍କୁ ସନ୍ଦେହ କରି ମା-ରି ଦେଇଛନ୍ତି । ତାଙ୍କ ସ୍ବାମୀଙ୍କର ମଧ୍ୟ ଆଉ ଏକ ଝିଅ ସହ ସ-ମ୍ପ-ର୍କ ଥିଲା । ଏହାକୁ ବିଦ୍ୟାଶ୍ରୀ ଙ୍କ ସହ ଯୋଡା ଯିବାରୁ ସେ ର୍ରୋକ ଠୋକ କହିଥିଲେ କି ସେ ବିଦ୍ୟାଶ୍ରୀ ବିଦ୍ୟାଭାରତି ନୁହଁନ୍ତି । ତାଙ୍କ ମତରେ ସେ ଆଉ ତାଙ୍କ କାହାଣୀ ଅଲଗା ।

ଲୋକମାନେ ଅଯଥାରେ ତାଙ୍କୁ ୟା ସହ ଯୋଡୁଛନ୍ତି । ୟାଙ୍କ ଶାଶୁ ଶଶୁର ଏବେ ଅ-ଭି-ଯୋ-ଗ ଆଣୁଛନ୍ତି । କାରଣ ସେ ନିଜକୁ ପ୍ରମାଣ କରୁ ନାହାଁନ୍ତି । ଯଦି ଆମେ ଦେଖିବା ତ ସେ କହିଛନ୍ତି କି ବିଦ୍ୟାଭାରତି ଙ୍କ ଶାଶୁ ଶଶୁର ତାଙ୍କୁ ଝିଅ ବୋଲି ଦେଖିବା କଥା । ନିଜ ଭଲ ମନ୍ଦ ରେ ତାଙ୍କୁ ଠିଆ କରିବା କଥା ।

ସେ ତାଙ୍କ ଘର କଥା । ଏହା ସହ ସେ କହିଛନ୍ତି କି ଆଦିତ୍ୟ ଙ୍କୁ ସେ ଭଲ ପାଉଥିଲେ ଏବେ ମଧ୍ୟ ଭଲ ପାଉଛନ୍ତି ଓ ତାଙ୍କ ବାପା ମା ଙ୍କୁ ସେ ନିଜ ବାପା ମା ଭଳି ରଖିବେ । ସେ ନିଜ କର୍ତ୍ତବ୍ୟ ପାଳନ କରିବେ । ଆଦିତ୍ୟ ଙ୍କ ପାଇଁ ସାରା ଜୀବନ ସେ ସେମିତି ରହିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *