ନିଜ ମାମୁଁ, ବାପା ଓ ମା’ଙ୍କ ବିରୁଦ୍ଧରେ ଏହି ମହିଳା ଜଣଙ୍କ ଆଣିଲେ ଏଭଳି ସଙ୍ଗିନ ଅଭିଯୋଗ, ଯାହା କହୁଛନ୍ତି ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ-ଦେଖନ୍ତୁ Video

ଆମ ଦେଶରେ ନାରି ମାନଙ୍କ ପ୍ରତି ଦିନକୁ ଦିନ ଅ-ତ୍ୟା-ଚା-ର ବଢିବାରେ ଲାଗିଛି । ଆଜିର ଆମର ଏହି ଲେଖାରେ ଏମିତି ଏକ ଘ-ଟ-ଣା ରହିଛି ଯେଉଁଠାରେ ଜଣେ ଝିଅ ସହ ତାର ମାମୁଁ ଶା-ରୀ-ରି-କ ସ-ମ୍ପ-ର୍କ ରଖି ଝିଅଟିକୁ ୩ଥର ଗର୍ଭବତି କରିବାର ଅ-ଭି-ଯୋ-ଗ ଆସିଛି ।

ଏହି ଭିଡିଓରେ ପୀ-ଡ଼ି-ତା ମହିଳା ଜଣକ ନିଜ ରାଏରେ କହିଛନ୍ତି ଯେ ତାଙ୍କୁ ଯେତେବଳେ ୧୨ ବର୍ଷ ହୋଇଥିଲା ସେହି ସମୟରେ ତାଙ୍କ ପରିବାର ଲୋକେ ତାଙ୍କୁ ତାଙ୍କ ମାମୁଁଙ୍କ ପାଖରେ ଛାଡି ଦେଇଥିଲେ । ତାଙ୍କ ମାମୁଁ ପ୍ରାୟ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ । ସେହି ସମୟରେ ତାଙ୍କ ମାମୁଁ ନିଜ ଭାଣିଜୀ ସହ ଖ-ରା-ପ ସ-ମ୍ପ-ର୍କ ରଖିଥିଲେ ।

ଏ କଥା ଜାଣିବା ପରେ ଝିଅର ପରିବାର ଲୋକେ ସମାଜ କଣ କହିବ ଭୟରେ ତାଙ୍କୁ ସମର୍ଥନ ନ କରି ମାମୁଁଙ୍କ ପାଖରେ ତାଙ୍କ ସ୍ତ୍ରୀ ହୋଇ ରହିବାକୁ ଛାଡି ଦେଇ ଆସିଥିଲେ । ଦୀର୍ଘ ୧୫ ବର୍ଷ ହେବ ଝିଅଟି ତାର ମାମୁଁ ପାଖରେ ରହୁଥିଲେ ମଧ୍ୟ ତାଙ୍କ ମାମୁଁ ତାଙ୍କୁ ମ୍ୟାରେଜ କରି ନାହାନ୍ତି ବୋଲି ଝିଅଟି ଅ-ଭି-ଯୋ-ଗ ଆଣିଛନ୍ତି । ଏହା ଛଡା ଝିଅଟି ୩ଟି ଝିଅର ମା ହୋଇ ସାରିଛନ୍ତି । ବରଂ ଝିଅଟି ଅନେକ ନି-ର୍ଯ୍ୟା-ତ-ନା ଦେଉଥିଲେ ବୋଲି ଝିଅ ଜଣକ ଅ-ଭି-ଯୋ-ଗ କରିଛନ୍ତି ।

ଝିଅଟି ୭ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ତାଙ୍କ ମାମୁଁ ଘରେ ତାଙ୍କୁ ଛାଡି ଦିଆ ଯାଇଥିଲା । ଏହା ସହ ଝିଅଟି ପ୍ରଥମେ ଗର୍ଭବତି ହେବା ପରେ ଜଣାଇବା ପରେ ତାଙ୍କ ପରିବାର ଲୋକେ ତାଙ୍କର ଅପରେସନ କରାଇ ଥିଲେ । ଏହା ପରେ ମାମୁଁର ସ୍ତ୍ରୀ ହେବା ପାଇଁ ଝିଅକୁ ତା ମାମୁଁ ପାଖରେ ପରିବାର ଲୋକେ ଛାଡି ଦେଇଥିଲେ । ଝିଅଟି ନି-ର୍ଯ୍ୟା-ତ-ନା ସହି ନ ପାରି ସେଠାରୁ ପଳାଇ ଯାଇଥିଲେ ମଧ୍ୟ ତାର ମାମୁଁ ତାକୁ ପୁଣି ଥରେ ତାଙ୍କ ଘରକୁ ନେଇ ଆସିଥିଲେ ।

ଝିଅଟିକୁ ଯେଉଁ ମହିଳା ସାହାଜ୍ଯ କରି ତାଙ୍କୁ ସେ ନ-ର୍କ-ରୁ ଉଧାର କରିଛନ୍ତି ସେ ହେଉଛନ୍ତି ଈପ୍ସିତା ମ୍ୟାଡମ । ଈପ୍ସିତା ନିଜ ରାଏରେ କହିଛନ୍ତି ଯେ ଯେତେବେଳେ ସେ ଝିଅଟିର ମା ସହ ଏହି ଘ-ଟ-ଣା ବିଷୟରେ ଆଲୋଚନା କରିଥିଲେ ଉତ୍ତରରେ ତାଙ୍କ ମା କହିଥିଲେ ଯେ ଯେତେବେଳେ ସେ ଜଣାଇଲେ ତାଙ୍କ ଝିଅର ପିଲାର ବାପା ହେଉଛି ତାଙ୍କ ନିଜ ଭାଇ ସେତେବଳେ ସେ କଣ ଏହାର ପ୍ର-ତି-ବା-ଦ କରିଲେ ନାହି ।

ଏଭଳି ଖ-ରା-ପ ପ୍ର-କୃ-ତି-ର ଲୋକଙ୍କୁ ଘରେ ନ ପୁରାଇବା ପାଇଁ ଈପ୍ସିତା ଯେତେବଳେ ପ୍ରଶ୍ନ କରିଥିଲେ ଉତ୍ତରରେ ତାଙ୍କ ମା କହିଥିଲେ ଯେ ତାଙ୍କ ଝିଅ ଅଧିକ କଥା ହେବାକୁ ନିଜ ମାମୁଁ ସହ ପସନ୍ଦ କରୁଥିଲା । ସେଥିପାଇଁ ସେ ନିଜ ଝିଅକୁ ସମାଜ କଣ କହିବ ଭୟରେ ନିଜ ଭାଇ ପାଖରେ ସ୍ତ୍ରୀ ହେବା ପାଇଁ ଛାଡି ଦେଇଥିଲେ । ଏହା ଛଡା ଝିଅର ମାମୁଁଙ୍କୁ ଯେବେ ପ୍ରଶ୍ନ କରାଗଲା ଉତ୍ତରରେ ସେ କହିଲେ ଯେ “ମୁଁ ଏବେ ବାହା ହେବାକୁ ରାଜି ଅଛି” । ଶେଷରେ ଏତିକି କୁହାଯାଇ ପାରେ ଯେ ଏଭଳି ଲ-ଜ୍ୟା-ଜ-ନ-କ ଘଟଣା ଆମ ସମାଜରେ କିଛି ଖ-ରା-ପ ପ୍ର-କୃ-ତି-ର ଲୋକଙ୍କ ପାଇଁ ସୃଷ୍ଟି ହେଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *