ଅଭିନେତ୍ରୀ ଶ୍ଲୀପା ଶେଠୀ ଙ୍କ ସ୍ଵାମୀ ରାଜ କୁନ୍ଦ୍ରା ହେଉଛନ୍ତି ଜଣେ ପ୍ରକ୍ଷାତ ବ୍ୟବଶାୟୀ । ସେ ନିଜ ବ୍ୟାପାର ଓ ନିଜ ବ୍ୟକ୍ତି ଗତ ଜୀବନକୁ ନେଇକି ସବୁ ବେଳେ ଚର୍ଚ୍ଚାରେ । ଆପଣ ମାନେ ଜେଭଳି ଜଣାଇଥିବେ ସେ ବିଶ୍ଵର ନାମୀ ଦାମୀ ବ୍ୟବଶାୟି ତାଙ୍କୁ ଭି ପଇସାର ଏତେ ଲୋଭ ଅଛି କି ସେ ଅ-ଶ୍ଳୀ-ଳ ଚଳଚିତ୍ର ନିର୍ମାଣ କରୁଛନ୍ତି ।
ଏହା କେବଳ ମୁମ୍ବାଇ ରେ ସୀମିତ ନାହି ଏବେ ଏହାର ଧୀରେ ଧୀରେ ଶାଖା ଖୋଲିବାରେ ଲାଗିଛି । କହିବା ପାଇ ଗଲେ ଏହା ଓଡିଆ ଲୋକ ମାନଙ୍କୁ ମଧ୍ୟ ଛାଡି ନାହି । ଏହା ସହ ଜଡିତ ଅନେକ ନାମ ଏବେ ସାମନାକୁ ଆସୁଛି । କୁହା ଯାଏ କି ରାଜ କୁନ୍ଦ୍ରା ଅଭିନୟ କରିବା ପାଇଁ ଆସୁଥିବା ସବୁ ପ୍ରକାର ଯୁବ ପିଢୀ ଙ୍କୁ ଏହି କାମରେ ଲଗାଉଛି ।
ଏପାଖେ ସବୁ ଜାଣି ମଧ୍ୟ କିଛି କରୁନଥିଲା କାଇଁ ପୋ-ଲି-ଶ । ଏହାର କାରଣ କଣ ଆଶ୍ଚର୍ଯ୍ୟ ର ଘ-ଟ-ଣା ଏହିକି ଯେ ଏହି ଖ-ରା-ପ କାମରେ ଓଡିଶାର ଜଣେ ନାମୀ ଦାମୀ ଡାଇରେକ୍ଟର ମଧ୍ୟ ସାମିଲ ଅଛନ୍ତି । ତାଙ୍କୁ ଏହୀ କାମ କରିବା ଅନେକ ସମୟ ହୋଇ ଗଲାଣି । ଏହିଥିରେ ଅନେକ ଅଭିନେତ୍ରୀ ମାନେ ଜଡିତ ଅଛନ୍ତି । ଏହା ସହ ଯାହାକୁ ଅନେକ ଥର ଆମେ ଆଦର୍ଶ ଡାଇରେକ୍ଟର ଭାବେ ଜାଣି ଥିଲେ ସେ ମଧ୍ୟ ଏହି ସବୁ କାମ କରୁଛନ୍ତି ।
ଅନେକ ଝିଅ ଓ ପୁଅଙ୍କୁ ନେଇ ଅ-ଶୀ-ଳ ଫଟ ଉଠା ଯାଉଛି ଏହାକୁ ରାଜ କୁନ୍ଦ୍ରା ବାହାରେ ବିକି ବ୍ୟବଶାୟ କରୁଛନ୍ତି । ଏହା ପାଇ ତାଙ୍କୁ ରି-ମା-ଣ୍ଡ ରେ ନିଆ ଯାଇଛି । ଏହା ସହ ଏକ ଓଡିଆ ମଡେଲ ଙ୍କ ନାମ ଖୁବ ଚର୍ଚ୍ଚା ରେ ଅଛି ଭୁବନେଶ୍ବର ରେ ଥିବା ଜଣେ ଓଡିଆ ମଡେଲ ଜିଏକି ନିଜ କ୍ଯାରିୟର ପାଇଁ ମୁମ୍ବାଇ ଯାଇଥିଲେ ମାତ୍ର ସେ ରାଜ କୁନ୍ଦ୍ରା ଙ୍କ ଅ-ଶୀ-ଳ ଚଳଚିତ୍ର ରେ ଦେଖିବା ପାଇଁ ମିଳିଛି ଏହାକୁ ।
ସେ ନିଜ ଫେସ ବୁକ ର୍ରେ ମଧ୍ୟ ଖୁବ ଆ-ଶି-ଳ ଫଟ ଛାଡି ଥିଲେ । ଏହା ସହ ସେ ନିଜକୁ ଏହି କାମରେ ଖୁବ ଦିନରୁ ଲି-ପ୍ତ କରି ସାରିଛନ୍ତି । ତେବେ ସବୁ ଜାଣି ମଧ୍ୟ ଏହାକୁ ଓଡିଶା ପୋ-ଲି-ଶ କଣ ପାଇଁ ଏହାକୁ ଧାରିନି ଏହାର ଉତ୍ତର କେହହୀ ଦେଉ ନାହାଁନ୍ତି । ଏହା ସହ ଏହିଭଳି ଚଳଚିତ୍ର ଆମ ଦେଶରେ ଆ-ଇ-ନ ସଙ୍ଗତ ଅମାନ୍ଯ ଅଟେ । ଏହାକୁ କରୁଥିବା ଲୋକ ମାନେ ଆଜି ଭି ଏହି ଦେଶରେ ଅଛନ୍ତି । ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ।