ଫିଲ୍ମରେ ଯୋଡି ଭାବେ ନଜର ଆସୁଥିବା ଏହି ୮ ଜଣ ଷ୍ଟାର ବାସ୍ତବ ଜୀବନରେ ମଧ୍ୟ ପତୀ ପତ୍ନୀ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଫିଲ୍ମ ଦୁନିଆର କିଛି ଯୋଡ଼ିଙ୍କ ବିଷୟରେ କହିବୁ ଯାହାଙ୍କୁ ଆପଣ ପରଦାରେ ସବୁବେଳେ ପତ୍ନୀ ପତ୍ନୀ ଭାବେ ଦେଖଛନ୍ତି । କିନ୍ତୁ କଣ ଅପାନ ଜାଣିଛନ୍ତି ସେଥି ମଧ୍ୟରୁ କିଛି ପ୍ରକୃତ ଜୀବନରେ ମଧ୍ୟ ପତ୍ନୀ ପତ୍ନୀ ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଅଭିନେତା ଓ ଅଭିନେତ୍ରୀଙ୍କ ଯୋଡି ବିଷୟରେ କହିବୁ ଯାହାକୁ ଆପଣ ସବୁବେଳେ ପତ୍ନୀ ପତ୍ନୀ ଭାବେ ପରଦାରେ ଦେଖୁଛନ୍ତି ସେମାନେ ପ୍ରକୃତ ଜୀବନରେ ମଧ୍ୟ ପତି ପତ୍ନୀ ଅଟନ୍ତି ।

କୁମୁଦ ମିଶ୍ରା ଓ ଆୟଶା ରଜା

କୁମୁଦ ମିଶ୍ରା ବଲୀଉଡର ଏକ ଭଲ କଳାକର । ଜି ବହୁତ ଗୁଡିଏ ହିଟ ଫିଲ୍ମ ରେ କାମ କରିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଅନେକ ଫିଲ୍ମ କରିଛନ୍ତି । ଏମିତିକି ସେମାନେ ପ୍ରାୟତଃ ବହୁତ ଫିଲ୍ମରେ ପଟି ପତ୍ନୀ ଭାବେ ଅଭିନୟ କରିଥାନ୍ତି କିନ୍ତୁ କେହି ବି ଯାନୀ ନାହାନ୍ତି ଯେ ସେମାନେ ପ୍ରକୃତ ଜୀବନରେ ମଧ୍ୟ ପଟି ପତ୍ନୀ ଅଟନ୍ତି ।

ମୁରଲି ଶର୍ମା ଓ ଅଶ୍ବିନୀ କାଲସେକର

ଏଇ ଦୁଇ ଜଣ ତ ବହୁତ ହିଟ କଳାକାର । ଏମାନେ ପ୍ରାୟତଃ ସବୁ ଫିଲ୍ମରେ ନେଗେଟିଭ ରୋଲରେ ନଜର ଆସନ୍ତି । ଏମାନେ ଅନେକ ଫିଲ୍ମରେ ପତି ପତ୍ନୀ ଭାବେ କାମ କରିଛନ୍ତି । କେବଳ ବଲୀଉଡ ନୁହେଁ ବରଂ ସାଉଥ ଫିଲ୍ମ ରେ ମଧ୍ୟ ଏମାନେ କାମ କରନ୍ତି । ତେବେ ଏମାନେ ମଧ୍ୟ ବାସ୍ତବରେ ସ୍ଵାମୀ ସ୍ତ୍ରୀ ବୋଲି କେଶି ଯାନୀ ନାହାନ୍ତି ।

କେକେ ମେନନ୍‌ ଓ ନିବେଦିତା ଭଟ୍ଟାଚାର୍ଯ୍ୟ

କେକେ ମେନେନ ଏକ ବଳିଷ୍ଠ କଳାକାର । ତାଙ୍କର ଏକ୍ଟିଂ ବି ପୁରା ରିଅଲ ଲାଗେ । ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି କେକେ ମେନନ । ତେବେ ତାଙ୍କର ପତ୍ନୀ ମଧ୍ୟ ଜଣେ ଅଭିନେତ୍ରୀ ଯିଏକି ଛୋଟ ଓ ବଡ ପରଦା ଦୁଇଟିରେ କାମ କରନ୍ତି । ଏମାନେ ଏମାନେ ବହୁତ ଫିଲ୍ମ ଏକା ସହ କରିଛନ୍ତି । କେକେ ନିଜର ନେଗେଟିଭ ରୋଲ ପାଇଁ ଅଭୁତ ଫେମସ ।

ମନୋଜ ବାଜପାଇ ଓ  ନେହା

ବଲିଉଡର ଟ୍ୟାଲେଣ୍ଟେଡ୍‌ ଅଭିନେତା ମନୋଜ ବାଜପାଇ ଓ ପତ୍ନୀ ନେହା ଏକା ସହ ଅନେକ ଫିଲ୍ମରେ ସ୍ବାମୀ ସ୍ତ୍ରୀ ଭାବେ ଅଭିନୟ କରିଛନ୍ତି। ଏହି ଯୋଡିକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି। ମନୋଜ ଓ ସୀମା ରିଲ ଲାଇଫ ବ୍ୟତୀତ ରିଅଲ ଲାଇଫରେ ପତୀ ପତ୍ନୀ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *