ଫିଲ୍ମ ଷ୍ଟାଇଲରେ ଛପି ଛପି ଆସି ସିଧା ମାଡି ବସିଲେ…ପୁରା ଘଟଣା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଫିଲ୍ମ ଷ୍ଟାଇଲରେ ସିଧା ଆଟାକ । ଛପି ଛପି ଆସିଲେ ଆଉ ସିଧା ମାଡି ବସିଲେ । ଫାୟାରିଙ୍ଗ କରି ହଠାତ ଆଟାକ ହେଲା । ପୁରା କାହଣାଇ ଶୁଣିଲେ ବନ୍ଧୁଗଣ ଆପଣ ମାନେ ମଧ୍ୟ କହିବେ ଏ ପୁରା ଫିଲ୍ମ ଷ୍ଟାଇଲ । ଗତ ଶନିବାର ଦିନ ସନ୍ଧ୍ଯା ସମୟରେ ଆରମ୍ଭ ହୋଇଥିଲା ଚୋର ପୋଲିସ ଖେଳ । ହଠାତ ବଲାଙ୍ଗୀର ଜିଲା ଲୋଇଶିଙ୍ଘା ଥାନା ଭାଲିଆମୁଣ୍ଡା ଛକରେ ଏକ ପୋଲିସ ଗାଡୋ ବୋଲୋର କୁ ପଛ ପଟୁ ପିଛା କରୁଥିଲା । ଏହା ଦେଖି ବୋଲୋର ରେ ବସିଥିବା ଚାଳକ ବି ଗାଡି ଜୋର ରେ ଚଳାଇବାକୁ ଲାଗିଲେ ।

ବୋଲରର ରେ ବସିଥିବା ଚାଳକ ମାନେ ଫେରାର ହେବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପୋଲିସ ଫାୟାରିଙ୍ଗ କରୁଥିଲା । ଫଳରେ ବୋଲୋର ଟି ଛକରେ ଥିବା ଏକ ଷ୍ଟଲ ରେ ପିଟି ହୋଇଗଲା । ଆଉ ବୋଲୋରୋ ରେ ଥିବା ୪ ଜଣଙ୍କୁ କାବୁ କରିଥିଲା ପୋଲିସ । ଏକ ବୋଲୋର ରେ କଫ ଶିରଫ ବୋଝେଇ କରି ଜଣେ ନିଶା ବେପାରୀ ବେଆଇନ ଭାବେ ଚାଳନା କରୁଥିବାର ଖବର ପାଇଥିଲା ବରଗଡ ପୋଲିସର ସ୍ପେଶାପଲ ଟିମ ।

ପରେ ପୁରା ଫିଲ୍ମ ଷ୍ଟାଇଲ ରେ ଛପି ଛପି ଆସିଲେ ଆଉ ମାଡି ବସିଲେ । ଅନ୍ୟ ପକ୍ଷରେ ଜନ ବସତି ଭିତରେ ପୋଲିସ ଫାୟାରିଙ୍ଗ କରି ଫିଲ୍ମ ଷ୍ଟାଇଲରେ ନିଶା ବେପାରୀକୁ କାବୁ କରିବାକୁ ନେଇ ଆପତ୍ତି ଉଠାଇ ଥିଲେ ସ୍ଥାନୀୟ ଲୋକେ । ପୋଲସିର ଏପରି କାମ ଦ୍ଵାରା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିଥାନ୍ତା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ପରେ ଲୋଇଶିଙ୍ଘା ପୋଲିସ ସ୍ଥାନୀୟ ଲୋକଙ୍କୁ ଯାଇ ବୁଝାସୁଝା କରିବା ପରେ ବରଗଡ ପୋଲିସ ନିଶା ବେପାରୀଙ୍କୁ ଆରେଷ୍ଟ କରି କଫ ଶିରଫ ସିଚ କରି ବରଗଡକୁ ନେଇ ତଦନ୍ତ କରୁଛି । ଫାୟାରିଙ୍ଗ ହୋଇଛି କି ନାହି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନାହି । ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ବରଗଡ ବା ବଲାଙ୍ଗୀର ପୋଲିସ ମୁହଁ ଖୋଲି ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ପୋଲିସ ର ଫିଲ୍ମ ଷ୍ଟାଇଲ ରେ ଆସି ନିଶା ବେପାରୀଙ୍କୁ ଧରିବାର କାର୍ଯ୍ୟ କଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *