Odia Dhaga Dhamali- ପାଟିରୁ ଖସିଲେ ମା’ର ଦୋଷ ପେଟରୁ ଖସିଲେ ଛୁଆର ଦୋଷ, ଏହାର ଉତ୍ତର କଣ ଅଟେ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ଭାରତର ସବୁଠାରୁ ଉଚ୍ଚ ନ୍ୟାୟଳୟ କଣ ଅଟେ ?

ଉତ୍ତର- ଆଲ୍ହାବାଦ ନ୍ୟାୟଳୟ

୨- ବିଶ୍ଵ ର ସବୁଠାରୁ ଛୋଟ ମାଛର ନାମ କଣ ଅଟେ ?

ଉତ୍ତର- ଗୋବୀ

୩- ଭିଏତ୍ନାମ ର ମୁଦ୍ରା କଣ ଅଟେ ?

ଉତ୍ତର- ଡଗ

୪- କେଉଁ ଦେଶରେ କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ?

ଉତ୍ତର- ଚିଲି

୫- ଭାରତରେ ଇଣ୍ଟରନେଟ ସୁବିଧା କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୧୯୯୫ ମସିହାରେ

୬- ବିଶ୍ଵରେ ସବୁଠାରୁ ଅଧିକ ପଶୁ କେଉଁଠାରେ ଦେଖାଯାଏ ?

ଉତ୍ତର- ଭାରତ

୭- ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠାରୁ ଛୋଟ ରାଜ୍ଯର ନାମ କଣ ?

ଉତ୍ତର- ସିକିମ

୮- କେଉଁ ଫୁଲ ୧୨ ବର୍ଷରେ ଠାରେ ଫୁଟିଥାଏ ?

ଉତ୍ତର- ନୀଲକୁରଞ୍ଜି

୯- ସୂର୍ଯ୍ୟ କିରଣରେ କେତୋଟି ରଙ୍ଗ ଥାଏ ?

ଉତ୍ତର- ୭ଟି

୧୦- ଭାରତର ଗୋଲାପ ସହରର ନାମ କଣ ?

ଉତ୍ତର- ଜୟପୁର

୧୧- ସୂର୍ଯ୍ୟମୁଖ୍ୟ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ ?

ଉତ୍ତର- ୟୁକ୍ରେନ

୧୨- ଭାରତର ସବୁଠାରୁ ବଡ ରାଜ୍ଯର ନାମ କଣ ?

ଉତ୍ତର- ରାଜସ୍ଥାନ

୧୩- କ୍ରିକେଟ ଖେଳର ଭଗବାନ କାହାକୁ କୁହାଯାଏ ?

ଉତ୍ତର- ସଚିନ ତେନ୍ଦୁଲକର

୧୪- କେଉଁ ଦେଶ ସର୍ବାଧିକ ନଡିଆ ଉତ୍ପାଦନ କରିଥାଏ ?

ଉତ୍ତର- ଇଣ୍ଡୋନେସିଆ

୧୫- ଭାରତରେ କେଉଁ ବର୍ଷ ରେଳପଥ ଆରମ୍ଭ ହୋଇଥିଲା ?

ଉତ୍ତର- ୧୮୩୬ ମସିହା

୧୬- ଶ୍ରମିକ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ମେ ୧ରେ

୧୭- ଶିକ୍ଷକ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ସେପ୍ଟେମ୍ବ ୫ରେ

୧୮- କେଉଁ ଦେଶ ସର୍ବାଧିକ ଆମ୍ବ ଉତ୍ପାଦନ କରିଥାଏ ?

ଉତ୍ତର- ଭାରତ

୧୯- କେଉଁ ଦେଶକୁ ସୂର୍ଯ୍ୟ ଉଦୟର ଦେଶ ବୋଲି କୁହାଯାଏ ?

ଉତ୍ତର- ଜାପାନ

୨୦- ପାଟିରୁ ଖସିଲେ ମା’ର ଦୋଷ ପେଟରୁ ଖସିଲେ ଛୁଆର ଦୋଷ । ଏହାର ଉତ୍ତର କଣ ଅଟେ ?

ଉତ୍ତର- ବିଲେଇ ଓ ମାଙ୍କଡ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *