ମାତ୍ର 2 ଦିନରେ ଭଲ ହେବ ପୁରୁଣା ରୁ ପୁରୁଣା ଜାଦୁ କାଛୁ କୁଣ୍ଡିଆ, ବାସ କରନ୍ତୁ ଏହି ଉପାୟ- Swami Ramdev

ଆଜି ଆମେ ଆପଣଙ୍କୁ କହିବୁ କି ଜାଦୁ, କାଛୁ, ଓ କୁଣ୍ଡିଆ ରୋଗରୁ କିଭଳି ମୁକ୍ତି ପାଇବେ । ପ୍ରାୟତଃ କିଛି ଲୋକଙ୍କ ପାଖରେ ଏଭଳି ରୋଗ ଦେଖାଯାଏ । ଏହାର ପ୍ରଥମ ଲକ୍ଷଣ ହେଉଛି ଏହା ପ୍ରଥମେ କୁଣ୍ଡେଇ ହେବ । ଏହାକୁ ଆପଣ ପ୍ରଥମରୁ ହିଁ ଭଲ କରିବାକୁ ପଡିବ । ନଚେତ ଏହା ବହୁତ ବଢିଯାଏ ଓ ଆମ ଚର୍ମକୁ ମଧ୍ୟ ବହୁତ ଶୀଘ୍ର ଖରାପ କରିଥାଏ । ଏହା ସବୁ ଜାଗାରେ ହୋଇଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କିପରି ନିଜ ଘରେ ଥିବା ଜିନିଷ ଦ୍ଵାରା ଏହି ରୋଗ ମାନଙ୍କ ଠାରୁ ରକ୍ଷା ପାଇବେ । ଏହାକୁ କରି ସାରିଲା ପରେ ଏହାର ବ୍ୟବହାର ମଧ୍ୟ ଆମେ ଆପଣଙ୍କୁ କହିବୁ । ସର୍ବ ପ୍ରଥମେ ଆପଣ ଏକ ଅଦା ନେବେ । ଏହା ଭିତରେ ଥିବା ଔଷଧୀୟ ଗୁଣ ଦ୍ଵାରା ଜାଦୁ ଓ କାଛୁ ଭଳି ବଡ ବଡ ରୋଗ ଭଲ ହୋଇଥାଏ ।

ଏହା ଆପଣଙ୍କ ଭିତରେ ଥିବା ଇନଫେକ୍ଶନ ହେଉଥିବା ସ୍ଥାନରେ ଲଗାଇବା ଫଳରେ ଏହା ବହୁତ ଶୀଘ୍ର ସେହି କୀଟାଣୁ ଗୁଡିକୁ ମାରିଥାଏ । ଅଳ୍ପ ଅଦା ନିଅନ୍ତୁ ଓ ଏହାକୁ ଭଲ ଭାବରେ ତାର ଚୋପା ଛଡାନ୍ତୁ । ଏହାକୁ ଆପଣ ଛେଚି ବା ବାଟି ତା ମଧ୍ୟରୁ ରସ ବାହାର କରନ୍ତୁ । ଏହାପରେ ଆପଣ ଆପଣ ଏଥିରେ ଅଳ୍ପ ହଳଦୀ ମିଶାନ୍ତୁ ।

ଯେହେତୁ ହଳଦୀ ଭିତରେ ଆଣ୍ଟିଅକ୍ସାଇଡ ଥିବା ହେତୁ ଏହା ମଧ୍ୟ ଏହି ଉପଚାର ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଏହା ଆମ ଚର୍ମକୁ ଭଲ ରଖିଥାଏ । ଏହାପରେ ଆପଣ ଏଥିରେ ନିମ ପତ୍ରକୁ ବାଟି ଏହା ମଧ୍ୟରେ ମିଶାନ୍ତୁ । ଯଦି ଆପଣ ଚାହିଁବେ ଏହାକୁ ବହୁତ ଦିନ ଧରି ମଧ୍ୟ ରଖୀ ପାରିବେ । ଆପଣଙ୍କ ଘର ପାଖରେ ଯଦି ନିମ୍ବ ଗଛ ନଥିବ ତେବେ  ଆପଣ ଏହାକୁ ବଟି  ଆପଣ ଘରେ ରଖି ପାରିବେ ।

ଏହାକୁ ତେଲ କରି ଆପଣ ଏଥିରେ ପକାଇ ଏହାକୁ ବ୍ୟବହାର କରି ପାରିବେ। ବହୁଦିନ ପୂର୍ବରୁ ଏହି ଉପଚାର ହେଉଥିଲା ଏହାକୁ ବ୍ୟାହାର କରି ବହୁତ ଲୋକେ ଉପସମ ହୋଇଛନ୍ତି । ଆପଣ କରିଥିବା ଜିନିଷରେ ନିମ ପତ୍ର ମିଶାଇଲେ ଭଲ କାମ କରିଥାଏ ଓ ଏଥିରେ ଆପଣ ଆଉ ଏକ ଜିନିଷ ବ୍ୟବହାର କରିବେ ସେଇଟା ହେଉଛି ଲେମ୍ବୁ ।

ଲେମ୍ବୁ ଭିତରେ ସେଟରୀକ ଏସିଡ ଓ ଭିଟାମିନ c ମିଳିଥାଏ । ଏହାକୁ ଯଦି ଆପଣ ବ୍ୟବହାର କରୁଛନ୍ତି ତେବେ ଏଥିରେ ଥିବା ଔଷଧୀୟ ଗୁଣ ନିଜର ଥିବା ଜାଦୁ ଓ କାଛୁ ଭଳି ରୋଗରୁ ମୁକ୍ତି ପାଇବେ । ଏଥିରେ ଫାଲେ ଲେମ୍ବୁ କାଟି ରସ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ସେହି ଔଷଧ ତିଆରି ହୋଇଯିବ । ଏହାକୁ ଆପଣ କେବଳ ରାତିରେ ବ୍ୟବହାର କରିବେ ।

ଯେଉଁ ଜାଗାରେ ଆପଣଙ୍କର ଜାଦୁ ହୋଇଥିବା ସେହି ଜାଗାରେ ଆପଣ ଲଗାଇବେ । ଏହାକୁ ତୁଳା ବା ଆଙ୍ଗୁଠି ସାହାର୍ଯ୍ୟରେ ଲଗାଇ ପାରିବେ । ଯେଉଁ ଜାଗାରେ ହେଉଥିବ ସେହି ଜାଗାରେ ଭଲ ଭାବରେ ମାଲସ କରନ୍ତୁ । ଏହାପରେ ଆପଣ ସେହି ଜାଗାକୁ ଆପଣ ଘୋଡାଇ ରଖନ୍ତୁ । ଏହାକୁ ରାତି ସାରା ସୁଖିବା ପାଇଁ ଛାଡି ଦିଅନ୍ତୁ । ସକାଳୁ ଉଠି ଏହାକୁ ଆପଣ ଛଡାଇ ଦିଅନ୍ତୁ ।

ଏହାକୁ ଆପଣ ଗୋଟିଏ ମାସ ବା ଗୋଟିଏ ସପ୍ତାହ କରୁଛନ୍ତି ତେବେ ଆପଣଙ୍କର ଏହି ରୋଗ ବହୁତ ଶୀଘ୍ର ଭଲ ହୋଇଯିବ । ଏହାର ପ୍ରୋଯୋଗ କରିବା ଫଳରେ ନିଜର ଚର୍ମ ମଧ୍ୟ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *