କଳି ଯୁଗର ଅନ୍ତ ବେଳକୁ କିଏ ରହିବେ ଜୀବିତ ଓ କିଏ ନୁହେଁ ? ଗରୁଡ ପୁରାଣରେ ମିଳିଲା ଏହି ଭୟଙ୍କର ତଥ୍ୟ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ କଳି ଯୁଗର ସମୟ ଚାଲିଛି । କଳି ଯୁଗରେ କିଏ ବଞ୍ଚିବ ଆଉ କିଏ ଏ ଦୁନିଆରୁ ବିଦାୟ ନେବ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମହାଭରତରେ ଏହାର ସ୍ପଷ୍ଟ ସୂଚନା ଦିଆ ଯାଇଛି । ଭଗବାନ କୃଷ୍ଣ କହିଛନ୍ତି କଳି ଯୁଗରେ ବଡରୁ ବଡ ଭୟଙ୍କର ଦୁର୍ଘଟଣା ଘଟିବ । ଏହା ସହ ବଡ ଯୁଦ୍ଧ, ଭାରି ବର୍ଷା, ପ୍ରଚଣ୍ଡ ଭୂମିକମ୍ପ, ଅଧିକ ଗରମ ହେବ କଳି ଯୁଗରେ ଯାହା ଭଗବାନ କୃଷ୍ଣ କହିଛନ୍ତି । ଲୋକମାନଙ୍କର କ୍ଷେତ ନଷ୍ଟ ହେବା ସହ କପଡା ଚୋରୀ ହେବାର ଲାଗିବ କଳି ଯୁଗରେ । ଏମିତିକି କଳି ଯୁଗରେ ପାଣିକୁ ନେଇ କଳହ ଆରମ୍ଭ ହେବ ।

ଏମିତି ସମୟ ଆସିବ ଯେବେ ଧରିତ୍ରିରେ ଅର୍ଣ୍ଣ ଉତ୍ପାଦନ ହେବ ନାହି । ସ୍ଥିତି ଏମିତି ଆସିବ କଳି ଯୁଗରେ କି ମଣିଷ ଟଙ୍କା ଲୋଭରେ କାହାର ବି ହତ୍ୟା କରିବାକୁ ସଙ୍କୋଚ କରିବା ନାହି । ଝିଅମାନେ ନିଜକୁ ସୁରକ୍ଷିତ ମାନେ କରିବେ ନାହି ଓ ନିଜ ଘରେ ସେମାନଙ୍କର ଶୋଷଣ କରାଯିବ କଳି ଯୁଗରେ । କଳି ଯୁଗରେ ବାପା ଝିଅ, ଭାଇ ଭଉଣୀ, ସବୁ ସମ୍ପର୍କରେ ବାଧା ଆସିବ ।

ଭାଇ ଭାଇ ମଧ୍ୟରେ କଳହ ଦେଖାଯିବ । ଶିଷ୍ୟ ଗୁରୁଙ୍କ ଅଧୀନରେ ରହିବେ ନାହି ଓ ପୁଅ ବାପର କଥାକୁ ବେଖାତିର କରିବ । ଯେଉଁ ବ୍ୟକ୍ତି ଯେତେ ବଡ କୁଳ ରେ ଜନ୍ମ ହୋଇଥିଲେ ମଧ୍ୟ କଳି ଯୁଗରେ ଯିଏ ବଳବାନ ହେବେ ସେ ହିଁ ରାଜା ଭଳି ଜୀବନ ବିତାଇବ । ସେହି ବ୍ଯକ୍ତିର କୁହା ଯାଇଥିବା ପ୍ରତେକଟି କଥାକୁ ଶାସ୍ତ୍ରରେ ମାନ୍ୟତା ଦିଆଯିବ । ବ୍ରାମହାନ ବେଦ ବିକ୍ରି କରି ଜୀବିକା ନିର୍ବାହ କରିବେ ।

ଧନ ଅର୍ଜନ କରିବା ପାଇଁ ପୂଜକ ମାନେ ବିଦ୍ୟାର ଅଭ୍ୟାସ କରିବେ । ଅଧିକ ସମୟ ବ୍ରାମ୍ହଣ ମାନେ ଭୋଗ ବିଳାସରେ ଲୀନ ରହିବେ । ନିଜର ଧର୍ମ ଛାଡି ଅନ୍ୟକୁ ଠକିବାକୁ ଲାଗିଲେ ଲୋକମାନେ ଏହି କଳି ଯୁଗରେ । କଳି ଯୁଗର ସ୍ତ୍ରୀ ମାନେ ସଦାଚାର ଭ୍ରଷ୍ଟ କରିବା ସହ ସ୍ଵାମୀଙ୍କ ଅପମାନ କରିବେ । ଭଗବାନଙ୍କ ପୂଜା ପାଠ ଠାରୁ ଦୂରେଇ ରହିବେ ।

ମହିଳାମାନେ ସ୍ଵାମୀ ସେବାରୁ ବଞ୍ଚିତ ହେବା ସହ ମଦ୍ୟପାନ, ଆମିଷ କରିବେ । ଏହି ଯୁଗ ଏମିତି ଭାବେ ନିର୍ମାଣ ହେବ ଯେଉଁଠି ମଣିଷ ନାସ୍ତିକ, ପଶୁବୁଦ୍ଧି ଓ ଗୂଢ ହେବ । ଭଗବାନ କଲ୍କି ଅବତାର ଯେବେ ନେବେ ହିମାଳୟର ଗଙ୍ଗା ନଦୀ ଧୀରେ ଧୀରେ ଶୁଖିବାରେ ଲାଗିବ ଓ ନଦୀର ପାଣି ବୈକୁଣ୍ଠ ଧାମକୁ ଚାଲିଯିବ ।

କଳିଯୁଗର ୧୦ ବର୍ଷ ବିତିଗଲେ ସବୁ ଦେବିଦେବତା ମନ୍ଦିର ଛାଡି ନିଜର ଧାମକୁ ଫେରିଯିବେ । ଯାହା ଫଳରେ ମଣିଷର ଆୟୁଷ ମାତ୍ର ୧୨ ବର୍ଷ ହେବ ଯାହା ଦ୍ଵାରା ଜଣା ପଡିବ କଳିଯୁଗର ଅନ୍ତ ଘଟିବ । ଏହା ପରେ ନୂଆ ଯୁଗର ଆରମ୍ଭ ହେବ ଯାହାର ନାମ ସତ୍ୟଯୁଗ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *