ସିଂହ ରାଶିର ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ ରହସ୍ୟ, ଦେଖନ୍ତୁ ମହା ଭବିଷ୍ୟବାଣୀ- Jyotisha Shastra

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କର ଆଚାର, ବ୍ୟବହାର, ଶିକ୍ଷା, ପ୍ରେମ ଜୀବନ, ଦାଂପତ୍ଯ ଜୀବନ, ବ୍ୟବସାୟ କ୍ଷେତ୍ର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ଖୁସି ଆସିଥାଏ ଯାହା ସେମାନେ ଇଚ୍ଛା ରଖିଥାନ୍ତି । ଏମାନଙ୍କର ଭଲ ଗୁଣ ହେଉଛି ବିଚାରବନ୍ତ, ସାହସୀ, ଉଦାର ସ୍ଵଭାବ ହୋଇଥାନ୍ତି । ଏମାନଙ୍କର ମନ୍ଦ ଗୁଣ ହେଉଛି ଗର୍ବୀ, ଅଭିମାନୀ ଓ ଆମିଷ ପ୍ରିୟ ହୋଇଥାନ୍ତି । ଏମାନଙ୍କର ରୋଗ ହେଉଛି ହୃଦୟ, କର୍ଣ୍ଣ, ପିଠି, ଅଣ୍ଟା, ଚକଯୁ, ଗୁପ୍ତ ରୋଗ ଇତ୍ୟାଦି ହୋଇଥାଏ ।

ଏମାନଙ୍କର କର୍ମ ହେଉଛି ସରକାରୀ କର୍ମଚାରୀ, କୃଷି କର୍ମ, ଧାତୁ ରତ୍ନ ବ୍ୟବସାୟ, ଧର୍ମ ପ୍ରଚାରକ, ଇଞ୍ଜିନିୟର ଓ ଲେଖକ ଅଟନ୍ତି । ଏମାନଙ୍କର ଗ୍ରହ ହେଉଛି ରବି ଗ୍ରହ । ରବିବାର ସୁନା ପୂଜା କରି ପିନ୍ଧିଲେ ଶୁଭ ହୋଇଥାଏ । ଏମାନଙ୍କର ଶୁଭ ରଙ୍ଗ କମଳା, ଏମାନଙ୍କର ବୁଦ୍ଧି ପ୍ରଖର ହେବା ସହ ଯତ୍ନବାନ ଓ ଜ୍ଞାନୀ ହୋଇଥାନ୍ତି । କ୍ଷେତ୍ରୀୟ ସ୍ଵଭାବ ହେବା ସହ ଜଣ ହିତକାରୀ ହୋଇଥାନ୍ତି ।

ଏମାନଙ୍କର ପ୍ରତି ବର୍ଷ ଦିତୀୟା ମାସର ୩,୧୮,୨୩, ୨୪, ୨୯ ତାରିଖ ଦିନ ଗୁଡିକ ଅଶୁଭ ଅଟେ । ପ୍ରତି ଶନିବାର ଦିନଟି ଅଶୁଭ ଅଟେ । ଏମାନଙ୍କ ପାଇଁ କଳା ରଙ୍ଗର ବସ୍ତ୍ର କ୍ଷତିକାରକ ହୋଇଥାଏ । ଏମାନେ ଜୀବନର ମଧ୍ୟ ଅବସ୍ଥାରେ ଲାଭ ତା ପରେ ଶନି ପ୍ରଭାବରେ ଅଶୁଭ ଜୀବନର ଶେଷ ସମୟରେ ଭୂ-ସମ୍ପତି, ଧନ, ଲଟେରୀ, ସନ୍ତାନ ସୁଖ ଓ ଯାନବାହାନ ପ୍ରାପ୍ତ କରିଥାନ୍ତି ।

ଏମାନଙ୍କ ଜୀବନରେ ଅଚାନକ ଧନ ପ୍ରାପତିଏ ଯୋଗ ରହିଥାଏ । ସ୍ତ୍ରୀ ଓ ପରିବାର ପାଇଁ ସାମାନ୍ୟ ଦୁଖୀ ହୋଇଥାନ୍ତି । ଏମାନଙ୍କର ବିବାହ ବୟସ ହେଉଛି ୧୫, ୨୪,୨୫ ବର୍ଷ ରେ ଯୋଗ ଥାଏ । ସ୍ତ୍ରୀ ମନ ମୁତାବକ ମିଳିବା ସହ ସନ୍ତାନ ସୁଖ ଲାଭ କରିଥାନ୍ତି । ସୁଯୋଗ୍ୟ ସନ୍ତାନ ମାନଙ୍କ ପାଇଁ ଜୀବନ ସୁଖମୟ ହୋଇଥାଏ । ପାଠ ପଢାରେ ସେତେ ଭଲ ନୁହେଁ । ଅଧିକ ପରିଶ୍ରମରେ ପାଠ ହୋଇଥାଏ ।

ପଶୁପକ୍ଷୀଙ୍କ ସେବାରେ ଆଗ୍ରହୀ ହୋଇଥାନ୍ତି । ଏମାନଙ୍କର ଶୁଭ ଦିଗ ପୂର୍ବ । ପୂର୍ବ ଦିଗକୁ ଯାତ୍ରା ଓ ମୁଖ କରି କାର୍ଯ୍ୟ କରିଲେ ସଫଳ ମିଳିଥାଏ । ଏମାନଙ୍କର ଶୁଭ ବାର ରବିବାର ହୋଇଥିବାରୁ କାର୍ଯ୍ୟ କରିଲେ ମଙ୍ଗଳମୟ ହୋଇଥାଏ । ଚାକିରି କରିଥିଲେ ସାବଧାନ ରହିବେ । ଘର ଲୋକଙ୍କ ଦ୍ଵାରା ସମାନ ପାଇବେ ।

ଅଶୁଭ ତାରିଖ ପ୍ରତିବର୍ଷ ଫେବ୍ରୁଆରି ମାସ ୩,୧୮, ୨୩, ୨୯ ଅଶୁଭ ଅଟେ । ଘାତ ବାର ଶନିବାର ଅଟେ । ଜନ୍ମ ଠାରୁ ୧୨ ବର୍ଷ, ୧୨ ବର୍ଷ ଠାରୁ ୨୦ ବର୍ଷ ଯାଏଁ କଷ୍ଟ ଦୁଖ ଚିନ୍ତା ଆସିବ ନାହି, ରୋଗ ସୃଷ୍ଟି ହୋଇପାରେ, ଧନର ଅଭାବ ହୋଇପାରେ । ୨୮ ଓ ୨୯ ବର୍ଷରେ ଭାଗ୍ୟ ଉଦୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *