S letter ବ୍ୟକ୍ତି ପ୍ରେମରେ କେମିତି ? ଦେଖନ୍ତୁ Psychology Fact

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଇଂରାଜୀ ଅକ୍ଷର ର S ନାମର ବ୍ୟକ୍ତି ବିଶେଷ ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ର ଅନେକ ମହତ୍ଵ ରହିଛି । ଏହା ଦ୍ଵାରା ବୟକ୍ତିର ସ୍ଵଭାବ, ଚରିତ୍ର, ଶିକ୍ଷା, ବେପାର, ଚାକିରି, ବ୍ଯକ୍ତିତ୍ବ, ଦାଂପତ୍ଯ ଓ ପ୍ରେମ ଜୀବନରେ ବହୁତ କିଛି କଥା ଜାଣି ହୁଏ । ତେବେ ଶାସ୍ତ୍ର ଅନୁଯାୟୀ ଏହି ନାମର ବ୍ୟକ୍ତି ଅନେକ ସମୟରେ ବହୁତ କିଛି କଥା ଭାବିଥାନ୍ତି ଯାହା ସେମାନଙ୍କ କଳ୍ପନା ଠାରୁ ଉପରେ ରହିଥାଏ । ଏମାନଙ୍କ ମନରେ ପ୍ରତେକ ମୂହୁର୍ତ୍ତ ରେ କିଛି ନା କିଛି ଚାଲିଥାଏ ।

ଏମାନେ ନିଜ ପ୍ରତି ସେଲ୍ଫ କନ୍ଫିଡେନ୍ସ ହୋଇଥାନ୍ତି । କିଛିନା କିଛି କରିବାର ଆଗ୍ରହ ଏମାନଙ୍କ ମନରେ ରହିଥାଏ । ଏମାନେ କାହା ଉପରେ ନିର୍ଭର ବ ଭରସା କରନ୍ତି ନାହି । ଏମାନଙ୍କ ବିଷୟରେ କିଏ କଣ କହୁଛି ତାହାର ଫରକ ଏମାନଙ୍କ ଉପରେ ପଡେ ନାହି । ଏମାନେ ଭାବନ୍ତି ନାହି ସାମନା ବାଲା କିଏ କଣ କହୁଛି । ଯାହା କୁହନ୍ତି ସିଧା ସିଧା କହିଥାନ୍ତି । ଆଉ କେବେ ବି ନିଜର ମନ କଥା କହିବାକୁ ଲାଜ କରନ୍ତି ନାହି ।

ଏମାନେ ନିଜ ମନ କଥା ଖୁଲମ ଖୁଲା କହିଥାନ୍ତି କେବେ କାହାକୁ ଲୁଚାନ୍ତି ନାହି । ଏମାନଙ୍କ ପାଖରେ ପିଲା ଦିନଉ ଲିଡର ସିପ କ୍ଵାଲିଟି ରହିଥାଏ । ଏମାନଙ୍କୁ ବିକାଶ କରିବାର ଜରୁରତ ନାହି । ଯେମିତି ଇଂରାଜୀ ଅକ୍ଷର ରେ ପ୍ରଥମେ A କୁ ମାନାଯାଏ ବା ନ୍ୟୁମରିକାଲ ରେ ୧ କୁ ମାନାଯାଏ ଠିକ ସେହିପରି ଏମାନେ ଆଗରେ ରହିଥାନ୍ତି । ଏମାନଙ୍କୁ ଆଗରେ ରହିବାକୁ ଅଭ୍ଯାସ ହୋଇଥାଏ ।

ଏମାନେ ଆଗରେ ନ ରହିଲେ ଭଲ ଲାଗେ ନାହି । ଏଥିପାଇଁ ଏମାନେ ଆଗରେ ରହିବାକୁ ପ୍ରୟାସ ମଧ୍ୟ କରିଥାନ୍ତି । ଏମାନେ ସମ୍ପର୍କରେ ରହିବାକୁ ଆଗ୍ରହୀ ହୋଇଥାନ୍ତି । ଖାଲି ଯେ ପ୍ରେମିକ, ପ୍ରେମିକା, ସ୍ଵାମୀ ବା ସ୍ତ୍ରୀ ସମ୍ପର୍କ ମଧ୍ୟରେ ନୁହେଁ ବରଂ ସବୁ ରିଲେସନରେ ରହିବାକୁ ଇଚ୍ଛା କରିଥାନ୍ତି । ଏମାନେ ଧୋକା କହିଥାନ୍ତି କିନ୍ତୁ ଶେଷରେ ଭଲ ମଣିଷ ଏମାନଙ୍କୁ ମିଳିଥାଏ ।

ଏମାନେ ଚାହାନ୍ତି ତାଙ୍କ ସାମନା ବାଲା ତାଙ୍କୁ ସତ କୁହନ୍ତୁ କେବେ ମିଛ ନ କୁହନ୍ତୁ । ଏମାନଙ୍କ ମନରେ କେତେବେଳେ କଣ ଚାଲିଛି ତାହା କେହି ଜାଣି ପାରିବେ ନାହି । ଯେ ପର୍ଯ୍ୟନ୍ତ ଏମାନେ କହି ନାହାନ୍ତି କି ଦୁଖୀ ଅଛନ୍ତି ସେବେ ଯାଏଁ କେହି ଜାଣିପାରିବେ ନାହି କି ଏମାନଙ୍କର ମୁଡ ଖରାପ ଅଛି । କେବେ ବି ଦୁଖରେ ଥିଲେ ଏମାନେ ସବୁବେଳେ ହସିଥାନ୍ତି ।

କିନ୍ତୁ ମନରେ ଏମାନେ ବହୁତ ଦୁଖରେ ରହିଥାନ୍ତି । କାହକୁ କଣ କହିଲେ ଠିକ ହେବ ତାହା ଏମାନଙ୍କୁ ଖୁବ ଭଲ ଭାବେ ଜଣା ହୋଇଥାଏ । ତେବେ ଏହା ଥିଲା S ନାମର ବ୍ୟକ୍ତିଙ୍କର ସାଇକୋଲୋଜି ଫ୍ୟାକ୍ତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *