ଘରେ ଅଟା ଡବାରେ ରଖି ଦିଅନ୍ତୁ ଏହି 1 ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର…. ହେବ ଖାଲି ଟଙ୍କା ବର୍ଷା- Ajira Anuchinta

ଆପଣ ମାନେ ଜାଣିଥିବେ ତୁଳସୀ ପତ୍ର କୁ ହିନ୍ଦୁ ଧର୍ମ ରେ ସବୁ ପତ୍ର ଠାରୁ ଅଧିକ ପବିତ୍ର ମାନାଯାଏ । ହିନ୍ଦୁ ଧର୍ମ ପାଳନ କରୁଥିବା ସବୁ ବ୍ୟକ୍ତି ଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । ବ୍ୟକ୍ତି ନିଜ ଘରେ ତୁଳସୀ ଗଛ ରଖିଲେ ଏହା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ର ବାସ ରହିଥାଏ । କୌଣସି ବି ଖରାପ ଶକ୍ତି ର ବାସ ରହେ ନାହାଇ । ତୁଳସୀ ପତ୍ର କୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରାଯାଏ । ଏହି କାରଣ ପାଇଁ ମଧ୍ୟ ଲୋକ ମାନେ ତୁଳସୀ ଗଛ ନିଜ ଘରେ ଲଗାଇ ଥାନ୍ତି । ଏହା ଛଡା ତୁଳସୀ ପତ୍ର କୁ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଏ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହା ଛଡା ତୁଳସୀ ପତ୍ର କୁ ଥଣ୍ଡା ଓ ଜ୍ଵର ହେଲେ ମଧ୍ୟ ବ୍ୟବହାର କରାଯାଏ । ଯାହା ଶରୀର ପାଇଁ ବହୁତ ଲାଭବାନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ କୁ ଘରେ ଲଗାଯାଏ ତାହା ନୁହେଁ ବରଂ ଏହାର ଉପୋଯୋଗ ଦ୍ଵାରା ଘରେ ଧନ ର ଅଭାବ ରହିବ ନାହି ।

ଜି ଆମେ ଆପଣ ମାନଙ୍କୁ ଧନ ସମ୍ବଧୀୟ କୌଣସି ସମସ୍ୟା ରହିଥାଏ ତେବେ ତୁଳସୀ ପତ୍ର ର ଏହି ଉପାୟ କରିଲେ ଏହାର କିପରି ସମାଧାନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ପତ୍ର ଦ୍ଵାରା ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଯେତିକି ସହଜ ହୋଇଥାଏ ତାହାର ଫଳ ମଧ୍ୟ ସେତିକି ଭଲ ମିଳିଥାଏ ।

ଏହି ଉପାୟ ଟି କରିବା ପାଇଁ ଶନିବାର ଦିନ ଉପଯୁକ୍ତ ହୋଇଥାଏ । ଶନିବାର ଦିନ କିଛି ଗହମ ସହ ୧୦୦ ଗ୍ରାମ ଦେଶୀ ବୁଟ କୁ ଭଲ ଭାବେ ପାଉଡର କରନ୍ତୁ । ଯାହା ଦ୍ଵାରା ଆପଣଙ୍କର ଅଟା ପ୍ରସ୍ତୁତ ହୋଇଯିବ । ଏହା ପରେ ଆପଣ ଯେଉଁ ଅଟା ଡବା ରେ ଅଟା ରଖୁଛନ୍ତି ସେହି ଡବା ରେ ୧୧ ଟି ତୁଳସୀ ପାତ୍ର ସହ କିଛି କେଶର ରଖୀ ଦିଅନ୍ତୁ ।

ଏହା ପରେ ଏଥିରେ ଅଟା ରଖି ଦିଅନ୍ତୁ । କେବଳ ଶନିବାର ଦିନ ହିଁ ଗହମ ପେଶୀ ଅଟା ପ୍ରସ୍ତୁତ କରିବା ଉଚିତ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଧନ ର ଅଭାବ ରହିବ ନାହି । ଏହି ଉପାୟ କରିବାର କିଛି ଦିନ ପରେ ଆପଣ ଏହାର ଭଲ ପରିଣାମ ଦେଖିବାକୁ ପାଇବେ ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିବ ଯାହା ଆପଣ ମାନଙ୍କୁ ସହାୟତା ହେବ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *