ଗଲାବେଳେ ଏହି ଦୁଇଟି ଲୋକଙ୍କ ଜୀବନ ବଦଳାଇ ଚାଲିଗଲେ ଡୋନାଲ୍ଡ ଟ୍ରମ୍ଫ ଓ ଇବାଙ୍କା, ବହୁତ ଭାଗ୍ୟଶାଳୀ ଏହି ଦୁଇଟି ଲୋକ

ସୋମବାର ଦିନ ଡୋନାଲ୍ଡ ଟ୍ରମ୍ଫ ସପରିବାର ଭାରତ ବୁଲିବା ପାଇଁ ଆସିଥିଲେ, ଏହି ସମୟରେ ସେ ଚର୍ଚା ର ବିଷୟ ରହିଥିଲେ ଓ ଖବର ରେ କେବଳ ତାଙ୍କରି କଥା ଚାଲିଥିଲା । ସବୁ ନ୍ଯୁଜ ଚେନେଲ ରେ ତାଙ୍କରି ଖବର ଦେଖିବାକୁ ମିଳୁଥିଲା, ଭାରତ ବୁଲିବା ପାଇଁ ଡୋନାଲ୍ଡ ଟ୍ରମ୍ଫ ନିଜ ସ୍ତ୍ରୀ ମେଲାନିୟା ଏବଂ ଝିଅ ଇୱାଙ୍କା ସହ ଆସିଥିଲେ । ସର୍ବ ପ୍ରଥମେ ଟ୍ରମ୍ଫ ନିଜ ସପରିବାର ସହ ଅହମଦାବାଦ ଆସିଥିଲେ, ଏଠାରେ ସେ ମୋଟେରା ଷ୍ଟାଡିୟମ ଯାଇଥିଲେ ।

ଏହା ପରେ ସେ ସପରିବାର ଦୁନିୟାର ଆଠଟି ଅଯୁବା ମଧ୍ୟରୁ ଗୋଟେ ତାଜମହଲ ବୁଲିବା ପାଇଁ ଆଗରା ଯାଇଥିଲେ ।

ଯେତେବେଳେ ଲୋକଙ୍କୁ ଏହା ଖବର ମିଳିଲା ଯେ ଦୁନିୟାର ସବୁଠାରୁ ଶକ୍ତିଶାଳି ଦେଶ ରାଷ୍ଟ୍ରପତି ଆଗରା ଆସିଛନ୍ତି ତେବବେ ଲୋକଙ୍କ ଭିଡ ଲାଗି ଗଲା । ଲୋକ ଟ୍ରମ୍ଫଙ୍କ ଗୋଟେ ଥର ଦେଖିବା ପାଇଁ ଭିଡ ଲଗେଇ ଠିଆ ରହିଲେ, ଲୋକଙ୍କୁ ଟ୍ରମ୍ଫ ପାଖକୁ ଛଡା ଗଲା ନାହିଁ କିନ୍ତୁ ଦୂରରୁ ଲୋକ ଟ୍ରମ୍ଫ ଓ ତାଙ୍କ ପରିବାରକୁ ଦେଖିବାକୁ ପାଇଥିଲେ ।

ସୋଫିଆ ସହ ସେଲଫି :

ଏହା କହିବା ଭୁଲ ହବନି ଯେ ଟ୍ରମ୍ଫ ପାଇଁ ଦୁଇଟି ଲୋକଙ୍କ ଜୀବନ ପୂର୍ଣ ଭାବରେ ବଦଳି ଯାଇଥିଲା ଏହି ଦୁଇଟି ଲୋକଙ୍କ ନା ସୋଫିଆ ଖେରିଚା ଓ ନିତିନ ସିଂହ ଅଟେ ।

ଯେତେବେଳେ ଡୋନାଲ୍ଡ ଟ୍ରମ୍ଫ ନିଜ ପରିବାର ସହ ଷ୍ଟାଡିୟମ ଯାଇଥିଲେ ସେତେବେଳେ ତାଙ୍କ ଝିଅ ଇୱାଙ୍କା ଅହେମଦାବାଦ ରେ ରହୁଥିବା ଇଣ୍ଟରପ୍ରେନ୍ୟୋର ସୋଫିଆ ଖେରିଚକୁ ସରପ୍ରାଇଜ ଦେଇଥିଲେ । ଇୱାଙ୍କା ବହୁତ ଶୀଘ୍ର ସ୍ଥାନୀୟ ଲୋକଙ୍କ ସହ ମିଶି ଯାଇଥିଲେ ଓ ତାଙ୍କ ସହ ବସି କଥା ମଧ୍ୟ ହେଲେ, ସୋଫିଆ ସହ ଟ୍ରମ୍ଫ ଓ ତାଙ୍କ ପରିବାର ସେଲଫି ମଧ୍ୟ ନେଇଥିଲେ ।

ଗାଇଡ ନିତିନ ସିଂହ ବେଜ :

ଯେତେବେଳେ ଡୋନାଲ୍ଡ ଟ୍ରମ୍ଫ ନିଜ ପରିବାର ସହ ତାଜମହଲ ବୁଲିବା ପାଇଁ ଯାଇଥିଲେ ସେତେବେଳେ ନିତିନ ନାମକ ଜଣେ ଗାଇଡ ତାଙ୍କୁ ତାଜମହଲ ବିଷୟରେ ସବୁ ପ୍ରକାର କଥା କହିଥିଲେ ଓ ତାଙ୍କୁ ତାଜମହଲ ବିଶେଷ କଥା ସହ ତାଜମହଲ ବନେଇବା ଭାବନା ବିଷୟରେ ମଧ୍ୟ କହିଥିଲେ ଯାହା ପରେ ଦୋନାଲ୍ଡୋ ଖୁସି ହୋଇ ତାଙ୍କୁ ଗୋଟେ ବ୍ୟାଚ ଦେଇଥିଲେ ଯାହା ଉପରେ ଡୋନାଲ୍ଡ ଟ୍ରମ୍ଫ ନା ଲେଖା ହୋଇଥିଲା । ତେବେ ଏହି ଘଟଣା ପରେ ଏହି ଦୁଇଟି ଲୋକଙ୍କ ଜୀବନ ସବୁଦିନ ପାଇଁ ବଦଳି ଯାଇଥିଲା ।

Leave a Reply

Your email address will not be published. Required fields are marked *