କରିନାଙ୍କ ଏହି ନଣନ୍ଦ ବିଷୟରେ ଜାଣି ନଥିବେ ଆପଣ, ସମ୍ଭାଳନ୍ତି ପଟୌଦି ବଂଶର କୋଟି କୋଟି ସମ୍ପତ୍ତି

ପଟୋତି ଖାନ୍ଦାନ ସମସ୍ତେ ବଲୀଉଡ ରେ ବହୁତ ପ୍ରସିଦ୍ଧ ଅଛନ୍ତି । ଶରମିଲା ଟେଗୋର, ଶେଫ ଅଲି ଖାନ, ଶୋହା ଅଲି ଖାନ, କରିନା କପୁର ଓ ଏବେ ସାରା ଅଲି ଖାନ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଛନ୍ତି । ପଟୋତି ଖାନ୍ଦାନ ଏମିତି ଗୋଟେ ବିଶେଷ ଲୋକ ଅଛନ୍ତି ଯିଏ ବଲୀଉଡ ଠାରୁ ବହୁତ ଦୂର ରେ ଅଛନ୍ତି ଓ ତାନଙ୍କର ବଲୀଉଡ ସହ କୌଣସି ପ୍ରକାର ସମ୍ପର୍କ ନାହିଁ ।

ଏହି ସଦସ୍ୟ ଜଣକ ଶେଫ ଅଲି ଖାନ ନିଜ ଭଉଣୀ ସବା ଅଲି ଖାନ ଅଟନ୍ତି, ସବା ଶେଫ ଠାରୁ ଛୋଟ ଓ ଶୋହା ଅଲି ଖାନ ଠାରୁ ବଡ ଅଟନ୍ତି ।

ଶେଫ ଓ ଶୋହା ଭିତରେ ଏକଟିଙ୍ଗ ଗୁଣ ତାଙ୍କ ମାଁ ସରମିଲା ତେଗୋର ଠାରୁ ଆସିଛି କିନ୍ତୁ ସବା ସବୁବେଳେ ଲାଇମଲାଇଟ ଠାରୁ ଦୂରେଇ ରହିବା ପସନ୍ଦ କରନ୍ତି ସେଥିପାଇଁ ଦର୍ଶକମାନେ ତାଙ୍କ ବିଷୟରେ ବହୁତ କମ ଜାଣନ୍ତି । ଖବର ଅନୁଯାଇ ଫେମିଲି ଫଙ୍କସନ ଛଡା ସବା କେଉଁଠି ବି ଦେଖା ଯାନ୍ତି ନାହିଁ, ପ୍ରୋଫେସନ ରେ ସବା ବହୁତ ଭଲ ଗହଣା ଡିଜାଇନର ଅଟନ୍ତି ।

ସବୁବେଳେ କ୍ୟାମେରା ପଛରେ ଲୁଚିଠିବା ସବା କେବେ ବଲୀଉଡ ରେ କାମ କରିବା ବିଷୟରେ ଭାବି ବି ନାହାନ୍ତି କାହିଁକିନା ସେ ବହୁତ ଲାଜ କରନ୍ତି । କିଛି ସମୟ ଆଗରୁ ସବା ନିଜର ଗୋଟେ ଡାଇମଣ୍ଡ ରେଞ୍ଜ ଆରମ୍ଭ କରିଛନ୍ତି ଯାହା ପରେ ତାଙ୍କ ଗୋଟେ ଇଣ୍ଟରଭ୍ୟୁ ରେ ସେ କହିଥିଲେ ଯେ ମୁ କେବେ ବି ଏକଟିଙ୍ଗ କରିବା ପାଇଁ ଇଛା କରି ନାହିଁ ଓ ମତେ ମୋ କାମ ବହୁତ ପସନ୍ଦ ଓ ମତେ ମୋ କାମ ରେ ବହୁତ ପ୍ରସିଦ୍ଧି ପ୍ରାପ୍ତ ହୋଇଛି ।

ସବାଙ୍କ ବୟସ ୪୭ ଅଟେ ଓ ସେ ନିଜ ଭାଉଜ କରିନାଙ୍କ ପାଇଁ ବହୁତ ଗୁଡେ ଗହଣା ଡିଜାଇନ କରିଛନ୍ତି କିନ୍ତୁ ଆଜି ଯାଏଁ ସବା ନିଜେ ବିବାହ କରି ନାହାନ୍ତି । ଫେମିଲି ସହ ରହୁଥିବା ସବାଙ୍କ ସମସ୍ତଙ୍କ ସହ ବହୁତ ଭଲ ସମ୍ପର୍କ ଅଟେ କରିନା ସହ ତାଙ୍କର ସାଙ୍ଗ ଭଳି ସମ୍ପର୍କ ଅଟେ । ନିଜ ବ୍ୟବସାୟ ସହ ସବା ନବାବ ଖାନ୍ଦାନ କୋଟି କୋଟି ସମ୍ପତ୍ତି ହିସାବ ମଧ୍ୟ ରଖନ୍ତି । ତାଙ୍କ ଦ୍ଵାରା ପଟୋତି ଖାନ୍ଦାନ ସବୁ ହିସାବ ସଠିକ ଭାବରେ ରଖା ଯାଏ, ଏହା ପାଇଁ ଗୋଟେ ସଂସ୍ଥା ମଧ୍ୟ ଅଛି ଯାହାର ମୁଖିଆ ସବା ଅଟନ୍ତି ।

Leave a Reply

Your email address will not be published. Required fields are marked *