ଘଣ୍ଟା ସହିତ ଯୋଡା ହୋଇଛି ଆପଣଙ୍କ ଭାଗ୍ୟର ସମ୍ପର୍କ, ଜାଣନ୍ତୁ କେମିତି

ଆପକ କେତେକ ଲୋକଙ୍କୁ ଦେଖି ଥିବେ କି ହାତରେ ଦାମି ଘଣ୍ଟା ପିନ୍ଧି ବୁଲୁଥିବେ । କିନ୍ତୁ ଆପ ସେହି କଥା ସୂନୀ ଥିବେ କି ଦାମି ଘଣ୍ଟା ପିନ୍ଧି ଦେଲେ ଭଲ ସମୟ ଆସିନଥାଏ । କିନ୍ତୁ ବାସ୍ତୁରେ ଘଣ୍ଟା ଏବଂ ଭାଗ୍ୟର ସମ୍ପର୍କ କୁହାଯାଇଛି କିନ୍ତୁ ଏହାର ଦାମି ଏବଂ ସସ୍ଥାରେ କୌଣସି ଫରକ ପଡେ ନାହିଁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ପ୍ରକାର ଘଣ୍ଟା ଆପଣଙ୍କ ସମୟ ବଦଳାଇ ଦେଇପାରେ ଘଣ୍ଟା ଆପଣଙ୍କ ଦିନ ଭଲ ଏବଂ ଖରାପ ଦୁଇଟି ଯାକ ହେଇପାରେ ।

ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ

– ବାସ୍ତୁ ବିଜ୍ଞାନରେ ଉତ୍ତର ଏବଂ ପୂର୍ବ ଦିଗକୁ ବୃଦ୍ଧିର ଡ଼ିଆଇଜି ବୋଲି କୁହାଯାଇଥାଏ । ଆପଣଙ୍କ ଘରେ ଯଦି ଆପଣ କାନ୍ଥ ଘଣ୍ଟା ଲଗାଉଛନ୍ତି ତାହେଲେ ତାହାକୁ ଉତ୍ତର ବା ପୂର୍ବ ଦିଗର କାନ୍ଥରେ ଲଗାନ୍ତୁ ।

– ଘରେ ସକାରାତ୍ମକ ଶକ୍ତି ରହିବା ପାଇଁ ମଧୁର ସଙ୍ଗୀତ ବାଲା ଘଣ୍ଟାକୁ କାନ୍ଥରେ ଲଗାଇବା ଦରକାର ।

– ଘଣ୍ଟା ବନ୍ଦ ହୋଇଯିବା ବାସ୍ତୁ ଅନୁସାରେ ଶୁଭ ହୋଇନଥାଏ ,ଏଥିରେ ବ୍ୟକ୍ତିର ପ୍ରଗତି ରହିଯାଇ ଥାଏ । ଯେତବେଳେ କୌଣସି ଘଣ୍ଟା ବନ୍ଦ ହେଇଯାଉଛି ତାହାକୁ ଶୀଘ୍ର ଚାଲୁ କରାନ୍ତୁ । ଯଦି ଘଣ୍ଟା ଚାଲିବା ଭଳି ନାହିଁ ତାହେଲେ ତାକୁ ଘରେ ରଖନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *