ହେବେ ଗଙ୍ଗା ନଦୀ ରେ ବୁଡି ଯାଉଥିବା ଭକ୍ତ ଙ୍କୁ ବଞ୍ଚାଇବା ପାଇଁ ସ୍ଵୟଂ ଆସିଲେ ମହାଦେବ, ତା ପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ- ଦେଖନ୍ତୁ Video

ବନ୍ଧୁଗଣ, ଏହି ସଂସାରରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ମହାଦେବ ଙ୍କ କୃପା ପାଇବା ପାଇଁ ଅନେକ କିଛି କରିଥାନ୍ତି । ମାତ୍ର ଚମତ୍କାର ସେଠାରେ ହୋଇଥାଏ ଯେଉଁଠାରେ ମହାଦେବ ଙ୍କ ବାସ ହୋଇଥାଏ ।

ଗୋଟିଏ ଏଭଳି ସତ୍ୟ ଘଟଣା ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ, କିଭଳି ଭାବରେ ଜଣେ ମହିଳା ର ସାହାର୍ଯ୍ୟ କରିବା ନିମନ୍ତେ ମହାଦେବ ସ୍ଵୟଂ ପହଞ୍ଚିଗଲେ । କିଛି ମହାଜ୍ଞାନୀ କହିଛନ୍ତି ଯେ, ଭଗବାନ ସେମାନଙ୍କ ସାଥ ଦେଇଥାନ୍ତି ଯାହାଙ୍କ ମନ ସ୍ଵଚ୍ଛ ତଥା ନିର୍ମଳ ହୋଇଥାଏ । ମାହାଦେବ ଙ୍କର ଏକ ଅନୋଖା ଚମତ୍କାର ହରିଦ୍ଵାର ର ଗଙ୍ଗା ନଗରୀରେ ଦେଖିବାକୁ ମିଳିଥିଲା । ଏହି ଚମତ୍କାରୀତା ଦେଖି ସେଠାକାର ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ରହିଗଲେ ।

ହିନ୍ଦୁ ଧର୍ମ ରେ ପିତୃ ସହିତ ଯୋଡି ଆସ୍ଥା କୁ ବହୁତ ମାନ୍ୟତା ଦିଆଯାଇଥାଏ । ଗୋଟିଏ ପରିବାର ନିଜ ପିତୃ ପୁରୁଷ ଙ୍କର ପିଣ୍ଡଦାନ କରିବା ପାଇଁ ଗଙ୍ଗା ଘାଟ କୁ ଯାଇଥିଲେ । ପ୍ରଥମେ ପୂଜାରୀ ଜଣକ ପରିବାର ର ସମସ୍ତ ସଦସ୍ୟ ଙ୍କ ସହିତ ପୂଜାକାର୍ଯ୍ୟ କରାଇଲେ । ଏହାପରେ ସେମାନଙ୍କୁ ସ୍ନାନ କରିବାକୁ କହିଲେ । ପୂଜାରୀ ଜଣେ ପରିବାର ର ସବୁ ସଦସ୍ୟ ଙ୍କୁ ଗଙ୍ଗା ନଦୀ ରେ ବୁଡ ଲଗାଇବାକୁ କହିଲେ ।

ମାତ୍ର ପରିବାର ର ବହୂ ଜଣେ ସେହି ନଦୀରେ ବୁଡି ଯାଇଥିଲେ । ଏହି ସମୟରେ ଝଡବର୍ଷା ହେବାକୁ ଲାଗିଲା । ଏହାଫଳରେ ଗଙ୍ଗା ନଦୀରେ ପ୍ରଭାବ କ୍ଷିପ୍ର ଗତିରେ ବଢିବାକୁ ଲାଗିଲା । ଏହି ସମୟରେ ଗୋଟିଏ ଭାଙ୍ଗି ଯାଇଥିବା ଗଛର ଡାଳ ସେହି ମହିଳା ଜଣଙ୍କୁ ଦେଖାଗଲା । ସେ ଏହି ସମୟରେ ମହିଳା ଜଣକ ଗଛର ଡାଳ ଟିକୁ ଧରିଲେ ଏବଂ ଡାଳ ଦ୍ଵାରା ସେ କ୍ରମଶ ନଦୀର କୁଳ କୁ ଚାଲି ଆସିଲେ । ଏହାପରେ ସେ ବେହୋସ ହୋଇଗଲେ ।

ପରିବାରର ବହୁତ ଚେଷ୍ଟା ଫଳରେ ସେ ହୋସ ରେ ଆସିଲେ । ସେ ସଂପୂର୍ଣ୍ଣ ରୂପେ ଠିକ ଥିଲେ । ମାତ୍ର ଏହା ଦେଖି ସେଠାକାର ପୂଜାରୀ ତଥା ଭକ୍ତ ମାନେ କହିଲେ ଯେ, ଏହା ପ୍ରଭୁ ମହାଦେବ ଙ୍କ ଚମତ୍କାର ଅଟେ । ଭକ୍ତ ମାନେ କହିଲେ ଏହା ମହାଦେବ ଙ୍କର ଅପାର କୃପା ଏହି ମହିଳା ଙ୍କ ଉପରେ ହୋଇଅଛି । ଭଗବାନ ଙ୍କ କୃପା ରୁ ତାଙ୍କ ଜୀବନ କୁ କୌଣସି ବିପତି ହୋଇନାହିଁ ।

ଏହାପରେ ମହିଳା ଜଣକ ଯେତେବେଳେ ହୋସ ରେ ଆସିଲେ, ସେ କହିଲେ ଯେ ମୁଁ ଜୋର ଜୋରସେ ହର ହର ମହାଦେବ ର ନାମ ଉଚାରଣ କରିଲି । ପ୍ରଭୁ ମହାଦେବ ହିଁ ମୋର ହାତ ଧରି ମତେ କୁଳକୁ ଟାଣି ଆଣିଲା ସାଦୃଶ୍ୟ ମନେ ହେଲା ।

ବନ୍ଧୁଗଣ ମହାଦେବ ଙ୍କ କୃପା ଅପାରମ୍ପାର ଅଟେ । ଏହିଭଳି ଚମତ୍କାରିତା ଆପଣ ମାନେ ନିଶ୍ଚିତ ଅନେକ ସ୍ଥାନରେ ଦେଖିଥିବେ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *