କାମ ଦେଲାନି ଇକମୋ ଚିକିତ୍ସା, ୩ ମାସର ପୁଅ ଓ ପତ୍ନୀଙ୍କୁ ଛାଡ଼ଇ ଆରପାରିକୁ ଚାଲିଗଲେ Divyaranjan, କାନ୍ଦି କାନ୍ଦି ସ୍ତ୍ରୀ ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକେଇବେ- ଦେଖନ୍ତୁ Video

ବନ୍ଧୁଗଣ, ଗତବର୍ଷ କୋରୋନା ମ-ହା-ମା-ରୀ କିଭଳି ଭାବରେ ସାରା ବିଶ୍ଵ ରେ ତାଣ୍ଡବ ରଚାଇଛି ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଗତବର୍ଷ ଏହି ସଂ-କ୍ର-ମ-ଣ ବୃଦ୍ଧ ବୟସର ବ୍ୟକ୍ତି ଉପରେ ଧୃତ ଗତିରେ ନିଜର ପ୍ରଭାବ ପକାଉଥିବା ବେଳେ, ଚଳିତ ବର୍ଷ ଏହା ପିଲାଙ୍କୁ ମଧ୍ୟ ସଂକ୍ରମିତ କରିବାରେ ଲାଗିଛି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ମର୍ମହତ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହି ଘଟଣା ଟି କଟକ ସହରର ଦିବ୍ୟରଞ୍ଜନ ଙ୍କର ଅଟେ । ଦିବ୍ୟ ରଞ୍ଜନ ଏକ ମଧ୍ୟମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରତିଭା ପ୍ରିୟଦର୍ଶନୀ ଙ୍କୁ ବିବାହ କରିଥିଲେ । ତାଙ୍କର ୩ ମାସର ଶିଶୁ ପୁତ୍ରଟିଏ ମଧ୍ୟ ରହିଅଛି । ନିଜ ପରିବାର ଲୋକଙ୍କ ସହିତ ବେସ ହସ ଖୁସି ରେ ଦିନ କାଟୁଥିଲେ ଦିବ୍ୟରଞ୍ଜନ । ମାତ୍ର “ବିଧିର ବିଧାନ କେ କରିବ ଆନ” ।

ସାରା ବିଶ୍ଵ କୁ ନିଜ ସଂ-କ୍ର-ମ-ଣ ରେ ସଂକ୍ରମିତ କରିଥିବା କୋରୋନା ମ-ହା-ମା-ରୀ ଦିବ୍ୟରଞ୍ଜନ ଙ୍କୁ ନିଜ ଶିକାର ବନାଇ ସାରିଥିଲା । ଏହା ସମ୍ବନ୍ଧରେ ଜଣା ପଡିବା ପରେ ଦିବ୍ୟ ରଞ୍ଜନ ଚିକିତ୍ସ୍ୟାଧୀନ ଅବସ୍ଥାରେ ରହିଲେ । ମାତ୍ର ଏହି ସଂ-କ୍ର-ମ-ଣ ଦିନକୁ ଦିନ ବଢିବାରେ ଲାଗିଲା । ଚିକିତ୍ସ୍ୟା ରେ ସମସ୍ତ ଧନରାଶି ସମାପ୍ତ ହୋଇଗଲା । ସ୍ତ୍ରୀ ପ୍ରତିଭା ସ୍ଵାମୀ ଙ୍କ ସୁସ୍ଥ କାମନା କରି ଓଡିଶା ବାସୀ ଙ୍କୁ ସହାୟତା ମାଗିଲେ ।

ଅଳ୍ପ ବହୁତ ପରିମାଣରେ ସହାୟତା ମଧ୍ୟ ମିଳିଲା ମାତ୍ର ଆଜି ଦିବ୍ୟ ରଞ୍ଜନ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ସେ ସବୁଦିନ ଲାଗି ନିଜ ସ୍ତ୍ରୀ ଏବଂ ୩ ମାସର ଶିଶୁ କୁ ଛାଡି ଛାଡି ଯାଇଛନ୍ତି । ଦିବ୍ୟଙ୍କ ସ୍ତ୍ରୀ ମର୍ମାହତ ହୋଇ କହିଛନ୍ତି ଯେ, ହଟାତ ଚିକିତ୍ସ୍ୟାଧୀନ ଅବସ୍ଥା ରେ ଡାକ୍ତର ଡାକି କହିଲେ ଯେ, ଦିବ୍ୟଙ୍କର କିଡ୍ନି ଫେଲ ହୋଇ ଯାଇଅଛି ।

ଡାକ୍ତର କହିଲେ ଦେଖିବା ଚିକିତ୍ସ୍ୟା ଚାଲିଅଛି ଆଗକୁ କଣ କରିବା କଥା କରିବା । ଏହାପରେ ସ୍ତ୍ରୀ ପ୍ରତିଭା କହିଛନ୍ତି, ଆମେ ଟିକିଏ ଅପେକ୍ଷା କରିଲୁ, ଭବିଲୁ ଯେ ମେଡ଼ିସିନ ତ ଚାଲିଅଛି ଶରୀର ସୁସ୍ଥ ହୋଇପାରେ । ପ୍ରତିଭା କହିଲେ, ଇନଫେକ୍ସନ ହୋଇଅଛି ବୋଲି ଡାକ୍ତର କହିଥିଲେ । ଏହାପରେ ୫.୪୫ ପାଖାପାଖି ଡାକ୍ତର ପ୍ରତିଭା ଙ୍କୁ ଡାକି କହିଲେ ଦିବ୍ୟ ଙ୍କ ହାର୍ଟ କାମ କରୁନାହିଁ ।

୨ ତାରିଖରେ କଟକ ର ରୁଦ୍ର ହସ୍ପିଟାଲ, ଏହାପରେ ୭ ତାରିଖରେ ଆପୋଲୋ ହସ୍ପିଟାଲ, ଏହାପରେ ଆଟ୍ମୋ ଲଗାଇବା ନିମନ୍ତେ ସମ ହସ୍ପିଟାଲ କୁ ଦିବ୍ୟ ଙ୍କୁ ନେଇ ଯାଇଥିଲେ ବୋଲି ପ୍ରତିଭା କହିଥିଲେ । ପ୍ରତିଭା ଅତି ମର୍ମାହାତ ହୋଇ କହିଛନ୍ତି ଲୋକ ମାନେ ବହୁତ ସାହାର୍ଯ୍ୟ କରିଥିଲେ ମଧ୍ୟ ସେ ବଞ୍ଚି ରହିଲେ ନାହିଁ । ବନ୍ଧୁଗଣ ଏହି ଦୂଖନୀୟ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *