Ollywood ଅଭିନେତ୍ରୀ Shivani ରାତି ଅଧରେ Live ଆସି Swaraj ଙ୍କ ବିଷୟରେ କହିଲେ କିଛି ଏମିତି, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ “ଶିବାନୀ ସଙ୍ଗୀତା” ଙ୍କୁ ଜାଣିଥିବେ । ଶିବାନୀ ବର୍ତ୍ତମାନ ଅନେକ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରି ପ୍ରସିଦ୍ଧ ହୋଇ ସାରିଲେଣି । ଶିବାନୀ ଙ୍କ ଡାକ ନାମ ହେଉଛି ନିକି । ଶିବାନୀ ୨୦୦୧ ମସିହା ଜୁଲାଇ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ବର୍ତ୍ତମାନ ତାଙ୍କୁ ୨୦ ବର୍ଷ ବୟସ ହୋଇଅଛି । ଶିବାନୀ ଙ୍କ ଜନ୍ମ ଭୁବନେଶ୍ୱରରେ ହୋଇଥିଲା । ବର୍ତ୍ତମାନ ସେ ଭୁବନେଶ୍ୱରରେ ରହୁଛନ୍ତି । ଶିବାନୀ ଓଡିଆ, ହିନ୍ଦୀ ଏବଂ ଇଂରାଜୀ ବେସ ଭଲ ଭାବରେ ଜାଣିଛନ୍ତି । ଶିବାନୀ ଭୁବନେଶ୍ଵର ର ଶ୍ରୀ ପବ୍ଲିକ ସ୍କୁଲ ରୁ ନିଜର ଶିକ୍ଷା ଗ୍ରହଣ କରିଛନ୍ତି । ଶିବାନୀ ଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ସିଷ୍ଟର ଦେବୀ । ଏହି ଚଳଚ୍ଚିତ୍ରରେ ଓଡିଶା ର ମେଗାଷ୍ଟାର “ବାବୁଷାନ” ନାୟକ ଭାବରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ର ରେ ଶିବାନୀ ଙ୍କୁ ନାୟିକା ରୂପରେ ଦେଖି ଦର୍ଶକେ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ର ପୂର୍ବରୁ ସେ ଓଡିଆ ସିନେମା ରେ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରି ସାରିଛନ୍ତି । ବର୍ତ୍ତମାନ ସମୟରେ ଓଲିଉଡ ଜଗତର ନମ୍ବର୧ ହିରୋଇନ ମାନଙ୍କ ମଧ୍ୟରେ ଶିବାନୀ ୧ ନମ୍ବର ରେ ଅଛନ୍ତି । ଶିବାନୀ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ବର୍ତ୍ତମାନ ସମୟରେ ଲାଇଭ ଆସି ନିଜ ଫ୍ୟାନ୍ସ ମାନଙ୍କ ସହିତ କଥା ବାର୍ତ୍ତା ହୁଅନ୍ତି ।

ସେ ଲାଇଭ ଆସିବା ସମୟରେ ଅଭିନେତା ସ୍ଵରାଜ ତାଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଥିଲେ, ଯାହା ଶୁଣି ଶିବାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଵରାଜ କହିଥିଲେ ଯେ, ତୁମେ ଏତେ ସୁନ୍ଦର ଦେଖା ଯାଉଅଛ ଏହା ପଛର ରହସ୍ୟ କଣ ଅଟେ ? ବିୟୁଟି ଟିପ୍ସ ଦିଅ । ଶିବାନୀ ଏହି କମେଣ୍ଟ ଦେଖି ହଟାତ କିଛି ବୁଝି ପାରିଲେ ନାହିଁ । ସେ କହିଲେ “ସ୍ଵରାଜ ବାରିକ” ଙ୍କର ଏଟା ରିୟଲ ID ଅଥବା ଫେକ ID ବୁଝି ହେଉ ନାହିଁ ।

ମାତ୍ର ଲାଗୁ ନାହିଁ ଯେ ଏଟା ଫେକ ବୋଲି ଯଦି ରିୟଲ ତେବେ ଶିବାନୀ କହିଥିଲେ, କଣ ଆପଣଙ୍କୁ ଝିଅ ପିଲା ଟିପ୍ସ ଦରକାର ? ଯଦି ପୁଅ ପିଲା ଟିପ୍ସ ଦରକାର ତେବେ ତାହା ମୁଁ ଆଗରୁ କହିଦେଇଛି । ଏତିକି କହି ଶିବାନୀ ନିଜର ଲାଇଭ ବନ୍ଦ କରି ଦେଇଥିଲେ ।

ବର୍ତ୍ତମାନ ଶିବାନୀ ଙ୍କୁ ଅନେକ ଚଳଚ୍ଚିତ୍ର ର ଅଫର ମଧ୍ୟ ଆସୁଅଛି । ମାତ୍ର ଶିବାନୀ ସେମାନଙ୍କ ମଧ୍ୟରୁ ପ୍ରଥମେ ଷ୍ଟୋରି ଶୁଣିଛନ୍ତି ଏବଂ ଏହାପରେ ନିଜ ମନପସନ୍ଦ ଚଳଚ୍ଚିତ୍ର ରେ ଅଭିନୟ ନିମନ୍ତେ ସାଇନ କରୁଛନ୍ତି ।

ନିକଟରେ ସେ ସଙ୍ଗୀତଜ୍ଞ “ପ୍ରେମାନନ୍ଦ” ଙ୍କ ଲିଖିତ ଏକ ରୋମାଣ୍ଟିକ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ଏହି ଗୀତ ଟିକୁ ଦର୍ଶକେ ବହୁତ ପସନ୍ଦ କରିବେ ବୋଲି ଶିବାନୀ ଙ୍କର ଆଶା ରହିଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *