ଗରମ ଦିନରେ ପିଆଜକୁ ଚେହେରାରେ ଘଷିବାର ଫାଇଦା ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ପିଆଜର ବ୍ୟବହାର ତ କମସେ କମ ସମସ୍ତଙ୍କ ଘରେରେ କରାଯାଏ । ଏହା ବିନା ଖାଦ୍ଯରେ ସ୍ଵାଦ ନ ଥାଏ, ବିନା ପିଆଜରେ ଅନେକ ଲୋକ ଖାଦ୍ୟ ପସନ୍ଦ କରନ୍ତି ନାହିଁ । ତେବ କେବଳ ଖାଇବାରେ ସ୍ଵାଦ ବଢେଇବା ପାଇଁ ନୁହେଁ ବରଂ  ପିଆଜର ଅଗଣିତ ସ୍ବାସ୍ଥ୍ୟଲାଭ ମଧ୍ୟ ରହିଛି । ସମସ୍ତଙ୍କ ରୋଷେଇ ଘରେ ଥିବା ପିଆଜରୁ କେତେ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ଉପଚାର ମିଳି ଯାଇପାରିବ । ଏହାର ସେବନବି ସ୍ବାସ୍ଥ୍ୟପ୍ରତି ଲାଭ ଦେଇଥାଏ କିନ୍ତୁ ଏହାଛଡା ଏହାକୁ ଚେହେରାରେ ଘସିଲେବି କେତେ ପ୍ରକାର ଲାଭ ମିଳିବ ।

Image Courtesy: Google

ଆସନ୍ତୁ ଜାଣିବା ସେଇ ଫାଇଦା ବିଷୟରେ

ଚେହେରାରେ ଇନଫେକ୍ସନକୁ ସମାପ୍ତ କରିବା ପାଇଁ ବି ପିଆଜର ରସ ବା ବଟା ଯାଇଥିବା ପିଆଜ ଲଗାଇଲେ ଲାଭ ହୋଇଥାଏ, ଏବଂ ଚେହେରାରେ ହେବାକୁ ଥିବା ସଂକ୍ରମଣ ସମାପ୍ତ ହୋଇଥାଏ । ଗରମ ଦିନରେ ପିଆଜର ଉପଯୋଗ ଖାଲି ଖାଇବା ପାଇଁ ନୁହ ଚେହେରାରେ ଘଷିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ଚେହେରାର ଗରମକୁ ଶାନ୍ତ ହେବାରୁ ଓ ଶରୀରର ତାପମାତ୍ରା ର ସନ୍ତୁଳନ ବନି ରହିଥାଏ ।

Image Courtesy: Google

ପିଆଜ ରସରେ ଲୁଣ ଓ ଗୋଲମରିଚର ପାଉଡର ମିଶେଇ ମାଲିଶ କଲେ ମୁଣ୍ଡ ବିନ୍ଧା ଓ ମୁଣ୍ଡରେ ଉପୁଡୁଥିବ ବଳ ପୁଣି ଉତ୍ପନ୍ନ ହେବ । ଗୋଡ଼ର ପାଦତଳେ ହେଉଥିବା ପୋଡ଼ରୁ ବଞ୍ଚିବା ପାଇଁ ମଧ୍ୟ ବଟା ଯାଥିବା ପିଆଜ ରଗଡ଼ିଲେ ଲାଭ ଓ ଆରାମ ମିଳିଥାଏ । ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧାରୁ ମଧ୍ୟ ବଞ୍ଚେଇବ ।

Image Courtesy: Google

ମଶା କାମୁଡିବା ପରେ ଯଦି ଫୁଲି ଯାଉଛି ବା ଚେହେରାରେ ନାଲି ପଡି ଯାଉଛି , ତେବେ ଏହାଉପରେ କଟା ହେଉଥିବା ପିଆଜ ଘସିଲେ ଠିକ୍ ହୋଇଯିବ । ଚେହେରାରେ ଚିକଣ ପଣ ଓ ଝଡିଯାଇଥିବ ବାଲା ଏଥିରେ ମଧ୍ୟ ପିଆଜ ଘସିଲେ ଝଡି ଯାଇଥିବା ବାଲା ପୁଣି ଫେରିବ । ମୁଣ୍ଡରେ ଉକୁଣୀ ହେବା କାରଣରୁ ମୁଣ୍ଡରେ ପିଆଜ ରସ ଘସିଲେ ଉକୁଣୀ ହେବା କମି ଯିବ । ଆଶା କରୁଛୁ ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ଗୁଡିକ ପସନ୍ଦ ଆସୁଥିବ । ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ଖବର ସହ ଅପଡେଟ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *