ଗରିବ ହେବାର ମୁଖ୍ୟ କାରଣ ଘରେ ଥିବା ଏହି ସବୁ ଜିନିଷ, ଆଜି ହିଁ ଘରୁ କାଢିଦିଅନ୍ତୁ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆପଣଙ୍କର ଗରିବୀ ହେବାର କାରଣ କିଛି ଅଭ୍ଯାସ ହୋଇଥାଏ । ଯାହା କାରଣରୁ ଧନ କେବେ ଲୁଚି ରୁହେ ନାହିଁ । ଏମିତି କୁହାଯାଏ ମା ଲକ୍ଷ୍ମୀ କୌଣସି ସ୍ଥାନରେ ରୁହନ୍ତି ନାହିଁ । ଏଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଜରୁରୀ ହୋଇଥାଏ । ଯେଉଁ ଠାରେ ମା ଲକ୍ଷ୍ମୀଙ୍କ ବାସ ନ ଥାଏ ସେଠାରେ ଗରିବୀ ରହିଥାଏ । ଯାହା ଆଜିର ସମୟରେ ମା ଲକ୍ଷ୍ମୀଙ୍କ ବଡ ଦୁଃଖର କାରଣ ହୋଇଥାଏ । ଆଜି ଆମେ ଜାଣିବା ଗରିବୀ ହେବାର ମୁଖ୍ୟ କାରଣ କଣ ଅଟେ ଏବଂ ଘରେ କେଉଁ ଜିନିଷ ରହିଲେ ଗରିବୀ ଆସିଥାଏ ।

1- ଭଗବାନ କୃଷ୍ଣ କୁହନ୍ତି ଯେଉଁ ଭୋଜନ ସମୟରେ ଅଇଁଠା ଛାଡିଥାଏ ଓ ବଳକା ଥିବା ଖାଦ୍ୟକୁ ବାହାରକୁ ଫିଙ୍ଗି ଦେଇଥାଏ ଏହା ଦ୍ଵାରା ଅର୍ଣ୍ଣ ର ଅପମାନ ହୋଇଥାଏ । ଏହି କାରଣରୁ ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି ଯାହା ଫଳରେ ବ୍ୟକ୍ତି ଗରିବୀର ସମାନ କରିବାକୁ ପଡେ ।

2- ସୂର୍ଯ୍ୟାସ୍ତ ପରେ ଘରେ କେବେ ବି ଝାଡୁ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଘରର ଖୁସି ନଷ୍ଟ ହୋଇଥାଏ । ଜୋତା, ଚପଲ ଘରର ଏଣେତେଣେ ପଡିବା ବା ଓଲଟା ରହିବା ଅନୁଚିତ ।

3- ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଥାଏ ସେହି ଘରେ ଖରାପ ସମୟ ଆସିଥାଏ । ଘରେ ପ୍ରତିଦିନ ଏପରି ହେଲେ ଅନେକ ସମସ୍ଯା ଆସିଥାଏ ।

4- ଯେଉଁ ଲୋକ ତୁଳସୀ ଗଛରେ ପାଣି ଦେଇଥାନ୍ତି ସେମାନେ ରବିବାର ଦିନ ତୁଳସୀ ମୂଳରେ ପାଣି ଦେବା ଅନୁଚିତ । ତୁଳସୀ ଗଛର ଚାରିପଟେ ସଫା ସୁତୁରା ରଖିବା ଉଚିତ । ଏହାଦ୍ବାରା କଳହ ଦେଖା ଯାଇଥାଏ ।

5- ସକାଳୁ ଘରର ସଦସ୍ୟ ଝଗଡା, ଗାଳି ଗୁଲଜ କରୁଥାନ୍ତି ତେବେ ଏହା ଅନୁଚିତ ହୋଇଥାଏ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଗରିବି ଆସିବାର ମୁଖ୍ୟ କାରଣ ହୋଇଥାଏ ।

6- କିଛି ଲୋକ ବିନା ବ୍ରସରେ ଚାହା ଓ ଜଳଖିଆ ଖାଇଥାନ୍ତି । ଏହାଦ୍ବାରା ସ୍ୱାସ୍ଥ୍ୟ ଓ ଘରେ ନେଗେଟିଭ ପ୍ରଭାବ ପଡିଥାଏ । ତେଣୁ ବ୍ରସ କରି ଖାଇବା ଉଚିତ ।

7- କିଛି ଲୋକ ଗାଧୋଇବା ପରେ ବାଥରୁମ ଅପରିଷ୍କାର ରଖିଥାନ୍ତି । ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ମହିଳା ମାନେ ଅଇଁଠା ବାସନ ସଫା କରିନ ଥାନ୍ତି । ଯାହା ଗରିବୀର ବଡ କାରଣ ହୋଇଥାଏ ।

8- ଆଖପାଖରେ ଛେପ ପକାଇବା ଅନୁଚିତ । କାରଣ ଏହା ଦ୍ଵାରା ଗରିବୀ ଆସିଥାଏ । ଗରିବୀ ରୁ ମୁକ୍ତି ପାଇବା ପାଇଁ ସ୍ପଟିକ ର ଗୁଣ୍ଡ ପ୍ରସ୍ତୁତ କରି ଏହାକୁ ନାଲି କପଡାରେ ରଖନ୍ତୁ । ସେହି ନାଲି କପଡାରେ 8ଟି ଗଣ୍ଠି ବାନ୍ଧନ୍ତୁ । ଏହାକୁ ଘରେ ଏମିତି ଜାଗାରେ ଟଙ୍ଗାନ୍ତୁ ଯେମିତି କାହାର ନଜର ନ ପଡିବ । ପ୍ରତି ସପ୍ତାହରେ ସ୍ପଟିକ ରୁ ଚେଞ୍ଜ କରିବାକୁ ହେବ । ଏହା ଦ୍ଵାରା ଗୃହକୁ ନେଗେଟିଭ ଶକ୍ତି ପ୍ରବେଶ କରିପାରିବନି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *