ଘର ପାଖରେ ଥିଲେ ଏହି ଗଛ, ମାଡି ଆସେ ଭୟଙ୍କର ଦାରିଦ୍ର୍ୟତା- Vastu Tips

ବନ୍ଧୁଗଣ ଧନୀ କିଅବା ଗରିବ ହେବା ଭାଗ୍ୟ ହାତର କଥା ଅଟେ । ଇଶ୍ଵର ଆମ ଭାଗ୍ୟରେ ଯାହା ମଧ୍ୟ ଲେଖିଛନ୍ତି ସେହି ଅନୁସାରେ ଫଳ ମିଳିଥାଏ । ତାହା ସୁଖ ହେଉ କି ଅବା ସୁଖ ଆମ୍ଭ ମାନଙ୍କୁ ସବୁ ପରିସ୍ଥିତି ର ସାମ୍ନା କରିବାକୁ ହୋଇଥାଏ । ମାତ୍ର ଏହା କେବେ ସ୍ତିର ନଥାଏ ଯେ ଯଦି ଆମ୍ଭେ ବର୍ତ୍ତମାନ ଗରିବ ଅଛୁ ତ ଆଉ କେବେ ମଧ୍ୟ ଧନୀ ହେବାନାହିଁ । ଅଥବା ଯଦି ଆମେ ଧନୀ ଅଛୁ ତ ଆଉ କେବେ ମଧ୍ୟ ଗରିବ ହେବା ନହିଁ । ବନ୍ଧୁଗଣ ସମୟ ବଡ ବଳବାନ ଅଟେ ।

ଏହା ରାଜା କୁ ରଙ୍କ ଏବଂ ରଙ୍କ କୁ ରାଜା ବନାଇବାର କ୍ଷମତା ରଖିଥାଏ । ପରନ୍ତୁ ଏହାମଧ୍ୟ ସତ୍ୟ ଅଟେ ଯେ, ସମୟ ଈଶ୍ଵରଙ୍କ ଆଜ୍ଞା ଅନୁସାରେ ଚାଲିଥାଏ । ବନ୍ଧୁଗଣ କେତେଥର ଏପରି ମଧ୍ୟ ହୋଇଥାଏ ଯେ, ଈଶ୍ବରଙ୍କ ଭକ୍ତି କରି କଠିନ ପରିଶ୍ରମ କରି ମଧ୍ୟ ପରିସ୍ଥିତି ସୁଧୁରି ନଥାଏ । ଏବଂ ତାଙ୍କ ଜୀବନରେ ଗରିବୀ ବହୁତ ବଢିବାରେ ଲାଗିଥାଏ ।

ଏହି ସମୟରେ ବ୍ୟକ୍ତି ଜଣକ ଚିନ୍ତା କରିଥାଏ ଯେ, ସବୁ ପ୍ରକାର ଚେଷ୍ଟା କରିବା ଦ୍ଵାରା ପରିସ୍ଥିତି କଣ ପାଇଁ ସୁଧୁରୁ ନାହିଁ, ମାତ୍ର ତାହା ବଢିବାରେ ଲାଗିଛି । ବନ୍ଧୁଗଣ ଏହାର କାରଣ କଣ ହୋଇପାରେ ? ବନ୍ଧୁଗଣ ଏହାର କାରଣ ମନୁଷ୍ୟ ନିଜ ଜାଣ ଅଜାଣତରେ ଅନେକ କିଛି ଭୁଲମାନ କରିଥାଏ । ଏହା ଫଳରେ ମାତା ଲକ୍ଷ୍ମୀ ତାଙ୍କ ଠାରୁ ରୁଷ୍ଠ ହୋଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯଦି ଏହି ବୃକ୍ଷ ଆପଣଙ୍କ ଘରର ଆଖପାଖ ରେ ରହିଥାଏ, ତାହା ଆପଣଙ୍କ ଘର ପରିବାର ଉପରେ କି କି କୁ ପ୍ରଭାବ ପକାଇ ଥାଏ ?

ବନ୍ଧୁଗଣ ଯେଉଁଠାରେ ସ୍ଵଛତା ନାହିଁ ସେଠାରେ ଭଗବାନ ନାହାନ୍ତି । ବନ୍ଧୁଗଣ ଘରର ପୂର୍ବ ଦିଗ ରେ ଯଦି ପିପଳା ର ଗଛ ରହିଥାଏ ତେବେ, ତାହା ଗରିବୀର ପ୍ରମୁଖ କାରଣ ବୋଲି ମାନା ଯାଇଥାଏ । ପିପଳା ଗଛର ଛାଇ ବହୁତ ଶୀତଳ ହୋଇଥାଏ, ମାତ୍ର ଏହା ଘର ନିମନ୍ତେ ଆଦୌ ଶୁଭ ହୋଇନଥାଏ । ଯଦି ସକାଳ ସମୟରେ ଆପଣଙ୍କ ଘରେ ପିପଳା ଗଛର ଛାଇ ପଡିଥାଏ ତେବେ ଏହା ଆପଣଙ୍କ ନିମନ୍ତେ ବହୁତ ଅମଙ୍ଗଳତା ନେଇ ଆସିଥାଏ ।

ଏହା ଥିବା କାରଣରୁ ଆପଣଙ୍କ ଘରେ ଅନେକ ସମସ୍ଯା ମାନ ସ୍ଥ୍ଯାୟୀ ରୂପରେ ଘର ବନାଇ ରହିଥାଏ । ବନ୍ଧୁଗଣ ପିପଳା ଗଛ ନିଜ ଆଖ ପାଖରେ ଏକାନ୍ତ ଏବଂ ନିର୍ଜରତା ଉତ୍ତପନ୍ନ କରିଥାଏ । ଯେଉଁ ବ୍ୟକ୍ତି ଙ୍କ ଗୃହ ପାଖରେ ଏହି ଗଛ ଟି ରହିଥାଏ ସେମାନଙ୍କ ଜୀବନ ଶୈଳୀ ଉପରେ ନିଶ୍ଚିତ କୌଣସି ନ କୌଣସି କାରଣରୁ ସଙ୍କଟ ଆସିଥାଏ । ସେମାନେ ଦୀର୍ଘାୟୁ ହୋଇ ନଥାନ୍ତି ।

କାରଣ ପିପଳା ଗଛ ର ବୟସ ବଢିବା ସହିତ ସେ ଅଧିକ ଭାରି ହୋଇଯାଇ ଥାଏ । ଏଥିପାଇଁ ସେହି ଗଛ ପାଖେ ବାସଗୃହ ନିର୍ମାଣ କୌଣସି ଏକ ଦୁର୍ଘଟଣାକୁ ନିମନ୍ତ୍ରଣ ଦେଇପାରେ । ବନ୍ଧୁଗଣ ଏଥିପାଇଁ ଘରର ଆଖପାଖ ରେ ଏହି ବୃକ୍ଷ ରହିବା ଅନିବାର୍ଯ୍ୟ ଅଟେ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ କୁ ନେଇ ଆପଣଙ୍କର ମତାମତ କଣ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *